ଅଧୁରା କାମ ସମ୍ପୂର୍ଣ୍ଣ କରାଯିବ : ବୌଦ୍ଧ ଜିଲ୍ଲାପାଳ
ହରଭଙ୍ଗା(ଚିତ୍ତରଞ୍ଜନସିଂ): ବୌଦ୍ଧ ଜିଲ୍ଲାରେ ଅଧୁରା ହୋଇ ରହିଥିବା ସମସ୍ତ ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯିବ ବୋଲି ନୂତନ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି l ଗତ ଅଗଷ୍ଟ ୧୧ ତାରିଖରେ ବୌଦ୍ଧ ଜିଲ୍ଲାରେ ନୂତନ…