ଅମ୍ବାଦଳା ପୁଲିସ ପକ୍ଷରୁ ନୂତନ ଆଇନ ସଚେତନତା
ମୁନିଗୁଡା,୧୬।୮: (ରମାକାନ୍ତ ପୋଡାଳ )୭୮ତମ ସ୍ଵାଧୀନତା ଦିବସ ଅବସରରେ ସମସ୍ତ ଜନସାଧାରଣଙ୍କୁ ଲୋକଙ୍କ ଅଧିକାର ଓ ନୂଆ ଦଣ୍ଡ ବିଧି ଆଇନ ବିଷୟରେ ଅବଗତ କରାଇଲେ ଅମ୍ବାଦଳା ଥାନା ଆଇଆଇସି କଲ୍ପନା ବେହେରା।କାର୍ଯ୍ୟକ୍ରମ ଅମ୍ବାଦଳା ଥାନା ପରିସରରେ ଅନୁଷ୍ଠିତ ହୋଇଥିବା ବେଳେ…