ବୌଦ୍ଧ ଜ଼ିଲ୍ଲା ରେ ଦୁଇ ଦିନିଆ ନିଯୁକ୍ତି ମେଳା ଉଦ୍ଯାପନୀ ଉତ୍ସବ ରେ ଯୋଗ ଦେଲେ ଅତିରିକ୍ତ ଜ଼ିଲ୍ଲପାଳ
ହରଭଙ୍ଗା 26/9(ଚିତ୍ତ ରଞ୍ଜନ ସିଂ )୪୫୦ ରୁ ଉର୍ଧ ପିଲାଙ୍କ ଯୋଗଦାନ, ୧୮ ଟି କମ୍ପାନୀ ଦ୍ୱାରା ୧୭୮ ଜଣଙ୍କୁ ପ୍ରତକ୍ଷ ନିଯୁକ୍ତି ଓ ୧୨୨ ଜଣଙ୍କୁ ପ୍ରଶିକ୍ଷଣ ସହ ନିଯୁକ୍ତି:- ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ରାଜ୍ୟ ସରକାର…