ସଚେତନ ନାଗରିକମଞ୍ଚର କାର୍ଯ୍ୟକାରିଣୀ ବୈଠକ
ସୁବର୍ଣ୍ଣପୁର (ଅଜିତ କୁମାର ପୁଜାହାରୀ)ସଚେତନ ନାଗରିକମଞ୍ଚର କାର୍ଯ୍ୟକାରିଣୀ ବୈଠକ ସଭାପତି ସିତାଂଶୁ ଶେଖର ମିଶ୍ରଙ୍କ ଅଧ୍ୟକ୍ଷତାରେ ସୁରେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା l ସମ୍ବଲପୁର ଗୋପାଳପୁର ରେଳପଥ ସୁବର୍ଣ୍ଣପୁର ଦେଇଯିବା ବିଷୟରେ ଆଲୋଚନା ହୋଇଥିଲା l ପୂର୍ବରୁ ଏହି ବିଷୟରେ…