ଧର୍ମଗଡ଼:୨୬/୦୯(ହେମନ୍ତ କୁମାର ମାଝୀ)ଖଇରପଦର ମଣ୍ଡଳ ର ତାରାପୁର ଶକ୍ତି କେନ୍ଦ୍ର ମହାଭାରତ ପଡିଆ ଠାରେ ଆତ୍ମ ନିର୍ଭର ଭାରତ ର କର୍ମଶାଳା ବୈଠକ ଅନୁଷ୍ଠିତ ହୋଇଥିଲା ଏହି ବୈଠକ ରେ ପ୍ରଭାରୀ ତଥା ବରିଷ୍ଠ ବିଜେପି ନେତା ଶ୍ରୀ ଶିଶୁ ମୁଣ୍ଡ ଉପସ୍ଥିତ ରହିଥିଲେ ଓ ଆତ୍ମ ନିର୍ଭର ଭାରତ ର ଜିଲ୍ଲା ସହ ସଂଯୋଜକ ଶ୍ରୀ ଅପ୍ରେସ ସ୍ଵାଇଁ ମହୋଦୟ ଉପସ୍ଥିତ ରହିଥିଲେ

ଏବଂ ଖଇରପଦର ମଣ୍ଡଳ ସଭାପତି ଶ୍ରୀ ଚତୁର୍ଭୁଜ ତାଣ୍ଡି ଓ ଖଇରପଦର ମଣ୍ଡଳ ସାଧାରଣ ସଂପାଦକ ଶ୍ରୀ ପତନ ସରାଫ ଓ ବିବେକ ସାହୁ ଓ ମହିଳା ମୋର୍ଚ୍ଚା ନେତ୍ରୀ ଶ୍ରୀମତୀ ରେଣୁକା ସାହୁ ଓ ଖଇରପଦର ମଣ୍ଡଳ ର ସମସ୍ତ ଉପସଭାପତି ସମସ୍ତ ସଂପାଦକ OBC.SC.ST. କୃଷକ ମୋର୍ଚ୍ଚା ସଭାପତି ଯୁବ ମୋର୍ଚ୍ଚା ସମସ୍ତ ବୁଥ ସଭାପତି ସମସ୍ତ ଗ୍ରାମ ପଞ୍ଚାୟତ ର ପ୍ରମୁଖ କାର୍ଯ୍ୟ କର୍ତ୍ତା ଓ ବିଜେପି ପରିବାର ସମସ୍ତ ବରିଷ୍ଠ ଗରିଷ୍ଠ କାର୍ଯ୍ୟ କର୍ତ୍ତା ଉପସ୍ଥିତ ରହିଥିଲେ ଏବଂ ଏହି କାର୍ଯ୍ୟ ଟି ଙ୍କୁ ବହୁତ ସୁନ୍ଦର ଭାବରେ ହୋଇଥିଲା ।