ବୌଦ୍ଧଜିଲାରେ ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

ବୌଦ୍ଧ:(ଚିତ୍ତ ରଞ୍ଜନ ସିଂ)୧୫ା୯ : ହୀରାକୁଦର ଉପର ମୁଣ୍ଡରେ ଭୀଷଣ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇବା ଫଳରେ ୨୨ ଗୋଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ କରାଯାଉଅଛି । ତେଣୁ ମହାନଦୀର ତଳମୁଣ୍ଡରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ଆଶଙ୍କା ନେଇ…

୧୯ ଦିନରେ ପହଞ୍ଚିଲା “ଧର୍ମଗଡ ଉପଖଣ୍ଡକୁ ଜିଲ୍ଲା ଦାବୀ” ଗଣଧାରଣା

କୋକସରା ବ୍ଲକ ସମିତି ବୈଠକରେ ରେଜୁଲେସନ୍ ପାସ୍ କରି ସମର୍ଥନରେ ବସିଲେ କୋକସରା ବ୍ଲକ ନିର୍ବାଚିତ ପ୍ରତିନିଧି ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ଗଠନ ଦାବୀ ନେଇ କୋକସରା ବ୍ଲକ ନିର୍ବାଚିତ ପ୍ରତିନିଧି ଓ ବୁଦ୍ଧଜୀବିମାନେ ଆଜି ଗଣଧାରଣାରେ ବସିଛନ୍ତି। ଧର୍ମଗଡ…

ଜାତୀୟ ରାଜ ପଥରେ ଯୁବକଙ୍କ ମୃତ ଦେହ, କାରଣ ଅସ୍ପଷ୍ଟ

ବୌଦ୍ଧ:( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ନୟାଗଡ ବୌଦ୍ଧ ସୀମା ଗେଟ ଠାରୁ ମାତ୍ର ଅଧକିଲୋମିଟର ରାସ୍ତା ର ବୌଦ୍ଧ ଏରିଆ ରେ ଘଟିଯାଇଛି ଏହି ଘଟଣା l ଘଟଣା ଏଭଳି ଘଟିଛି ଯୁବକ ବୟସ ପାଖାପାଖି ୪୫ …

ଟିଟିଲାଗଡରେ ସ୍ୱର୍ଗତ କବି ମଧୁସୂଦନ ମହାନନ୍ଦଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ

ଟିଟିଲାଗଡ :(ସଞ୍ଜୟ କୁମାର ନାୟକ)ଅଞ୍ଚଳର ଜଣାଶୁଣା ଜଣେ ପ୍ରଖ୍ୟାତ କୋଷଲି କବି ମଧୁସୂଦନ ମହାନନ୍ଦଙ୍କ ଗତ ୯ ତାରିଖରେ ହୃଦଘାତ ଜନିତ ଯନ୍ତ୍ରଣା ଅନୁଭବ କରିବାରୁ ପ୍ରଥମେ ଟିଟିଲାଗଡ ସରକାରୀ ଡାକ୍ତରଖାନାକୁ ଆଣି ପ୍ରାରମ୍ଭିକ ଚିକିତ୍ସା କରାଇଥିଲେ,ଡାକ୍ତର ତାଙ୍କୁ ବାହାରକୁ ରେଫର…

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ

କଳାହାଣ୍ଡି:(ନରେନ୍ଦ୍ର ନେଗୀ)ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ଠାରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ ହୋଇଯାଇଛି | ୧୯୪୯  ମସିହା ସେପ୍ଟେମ୍ବର ୧୪  ତାରିଖ ଦିନ ହିନ୍ଦୀ ଭାଷା କୁ ରାଷ୍ଟ୍ରୀୟ ଭାଷାର ମାନ୍ୟତା ମିଳିଥିଲା ଓ ହିନ୍ଦୀ ଭାଷା ଭାରତ…

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ରାୟଗଡା କୋଟ ପରିସରରେ ଆଇନ ସଚେତନତା ଶିବିର

ରାୟଗଡା :(ରମାକାନ୍ତ ପୋଡାଲ)ସକାଳ ଘ.୯.୩୦ମି ରେ ସ୍ଥାନୀୟ ଜିଲ୍ଳା ଅଦାଲତ ର ଭିଡିଓ କନଫରେନ୍ସ ହଲ୍ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ,ରାୟଗଡା ତରଫରୁ କର୍ମକ୍ଷେତ୍ରରେ ମହିଳାମାନଙ୍କର ଯୌନ ନିର୍ଯ୍ୟାତନ ସୁରକ୍ଷା ଆଇନ ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଟିତ…

ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷକଙ୍କ ପରଲୋକ

ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ବ୍ଳକ୍ ବାଣତୁମ୍ବ ଗ୍ରାମର ଉଭୟ ରାଷ୍ଟ୍ରପତି ଏବଂ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଆଦର୍ଶ ଶିକ୍ଷକ ପଦ୍ମନାଭ କରଙ୍କର ଗତକାଲି ୯୧ ବର୍ଷ ବୟସରେ ପରଲୋକ ଘଟିଛି I ସ୍ଵର୍ଗତ କର କିଛିଦିନ ଧରି ବାର୍ଦ୍ଧକ୍ୟ ଜନିତ…

ବୂଦ୍ଧ କାଳରେ ପେନସନ ଆମର ଦାବୀ ,ସରକାର ତୁମେ ମାନିନିଅ

ବିଷମକଟକ :(ରୁ ରମାକାନ୍ତ ପଡ଼ାଲ) ବିଷମକଟକ ବ୍ଲକ ଆଜି ଉତ୍କଳ ପ୍ରାଥମିକ ଶିକ୍ଷକ ମିଳିତ ମଞ୍ଚ ତରଫୁର ବ୍ଲକ ଅଫିସ ଠାର ଗଣଧାରଣାର।ପୂରୁଣା ପେନସନ କୁ ଫରେଇ ଦିଅ ହଟାଇ ନିଅ ପୂରୁଣା ପେନସନ ଏନେଇ ଦାବୀ ରଖିଛନ୍ତ୍ ଓଡିଶା ସରକାର…

ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାଇବର୍ ସିକ୍ୟୁରିଟି ସଚେତନତା କାର୍ଯ୍ୟକ୍ରମ

ବେଲଗୁଣ୍ଠା: (ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭଞ୍ଜନଗର ତାଲୁକା ଆଇନ୍ ସେବା କମିଟି ତରଫରୁ ସାମାଜିକ ଗଣମାଧ୍ୟମ ନିରାପତ୍ତା ଏବଂ ସାଇବର୍ ଅପରାଧ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମରେ ତାଲୁକା ଆଇନ୍…

କlକାଙ୍କ ହତ୍ୟା ଘଟଣାରମୁଖ୍ୟ ଅଭିଯୁକ୍ତ କୋର୍ଟ ଚାଲାଣ

କଳାହାଣ୍ଡି:(ନରେନ୍ଦ୍ର ନେଗୀ)କଳାହାଣ୍ଡି ନର୍ଲା ଥାନା ଅନ୍ତର୍ଗତ ଖାଇଚୁଆ ଗ୍ରାମର ବୃଦ୍ଧଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରି କୋଟ ଚାଲାଣ କରିଛି lଗତ ୮  ତାରିଖ ଦିନ ଖାଇଚୁଆ ଗ୍ରାମର ଯୋଗେନ୍ଦ୍ର ବାଗ ନାମକ ଜୈନିକ ୬୦  ବାର୍ଷିୟ…