ହରଭଙ୍ଗାରେ ବୃଷଭୋତ୍ସବ ପାଳନ

ହରଭଙ୍ଗା: (ଚିତ୍ତରଞ୍ଜନ ସିଂହ)ଆଜି ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ୍ର ଦନ୍ତାପାଲି ଗ୍ରାମରେ ଥିବା ମାହେଶ୍ୱରୀ ଗୋଶାଳାରେ ବୃଷଭୋତ୍ସବ ପାଳନ କରାଯାଇଅଛି। ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ କଣ୍ଟାମାଳ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା ବିମଳ କୁମାର ଚୌଧୁରୀ ଯୋଗଦାନ କରିଥିଲେ। ହରଭଙ୍ଗା…

ପୂର୍ବତନ କଲେଜ ଅଧ୍ୟକ୍ଷଙ୍କ ନାମରେ ସଂଗୀନ ଅଭିଯୋଗ,ଥାନାର ଦ୍ୱାରସ୍ଥ ଶତାଧିକ ଗ୍ରାମବାସୀ

କଳାହାଣ୍ଡି:(ନରେନ୍ଦ୍ର ନେଗୀ)କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନାରେ ପୂର୍ବତନ କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କ ବିରୁଦ୍ଧରେ ସଂଗୀନ ଅଭିଯୋଗ କରିଛନ୍ତି ବିଶ୍ୱନାଥପୁର ବସ୍ତିର ଶତାଧିକ ବସ୍ତିବାସୀ l ବସ୍ତିବାସୀଙ୍କ ଅଭିଯୋଗ ମୁତାବକ ମାଁ ହୀରା ନୀଳା ଡିଗ୍ରୀ କଲେଜର ପୂର୍ବତନ ଅଧ୍ୟକ୍ଷ…

ଆଡେଣୀଗଡ଼ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଶିଶୁ ଦିବସ ପାଳିତ

ହରଭଙ୍ଗା :(ଚିତ୍ତରଞ୍ଜନ ସିଂହ)ହରଭଙ୍ଗା ବ୍ଲକ ସରକାରୀ ପ୍ରାଥମିକ ବିଦ୍ୟାଳୟ ଆଡେଣୀଗଡ଼ ଠାରେ ଆଜି ମହା ସମାରୋହରେ ଶିଶୁ ଦିବସ ପାଳିତ ହୋଇଛି!ଏହି ପରିପ୍ରେକ୍ଷୀରେ ମହାନାୟକ ଜବାହର ଲାଲାନେହୁରୁ ଫୋଟୋ ଚିତ୍ର ରେ ମାଲ୍ୟାର୍ପଣ ନେଇ ତାଙ୍କ ଜୀବନୀ ଉପରେ ପ୍ରଧାନ ଶିକ୍ଷୟିତ୍ରୀ…

ଏଥର ସ୍ଵର୍ଗଦ୍ଵାରରେ ଶବ ଦାହ ହେବ ସହଜ

ଭୁବନେଶ୍ଵର ବ୍ୟୁରୋ:ଏଥର ସ୍ୱର୍ଗଦ୍ୱାରରେ ଶବଦାହ ସହଜ ହେବ। ଆଉ ପଞ୍ଜିକରଣ ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରିବାକୁ ପଡିବନାହିଁ। ଘରେ ଥାଇବି ଆଗୁଆ ଶବଦାହ ପାଇଁ ଅନଲାଇନ ମାଧ୍ୟମରେ ପଞ୍ଜିକରଣ କରିପାରିବେ। ସ୍ୱର୍ଗଦ୍ୱାରରେ ମିଳୁଥିବା ସମସ୍ତ ସୁବିଧା ସମ୍ପର୍କରେ ସହଜରେ ଜାଣିପାରିବେ। ଏଥିଲାଗି…

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ

ବଲାଙ୍ଗୀର ବ୍ୟୁରୋ:(ନରେନ୍ଦ୍ର ନେଗୀ)ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଜିଲ୍ଲା ପ୍ରଶାସନ ବଲାଙ୍ଗୀର ତରଫରୁ ପଂଚାୟତ ସମିତି କାର୍ଯ୍ୟାଳୟ ତୁରେକେଲା ବ୍ଲକ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ତୁରେକେଲା ବ୍ଲକ…

୨୦ ନଭେମ୍ବର ୨୦୨୩ ରେ ଆୟୁବ ଖାନ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲରେ ମାଗଣା ସ୍ୱାସ୍ଥ୍ୟ ଶିବିର

ବଲାଙ୍ଗୀର ବ୍ୟୁରୋ(ନରେନ୍ଦ୍ର ନେଗୀ)ଆୟୁବ ଖାନ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ ୨୦ ନଭେମ୍ବର ୨୦୧୩ ରେ ଡାକ୍ତରଖାନା ପରିସରରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିବ। ଯେଉଁଥିରେ କିଡନୀ ଏବଂ ୟୁରୋଲୋଜିଷ୍ଟ, ସ୍ତ୍ରୀ ରୋଗ ବିଶେଷଜ୍ଞ, ସର୍ଜରୀ ବିଶେଷଜ୍ଞ, ଶିଶୁରୋଗ ବିଶେଷଜ୍ଞ,…

କପିଲାଭଟା ରେ ଶ୍ରୀ ଶ୍ରୀ ଗିରିଗୋବର୍ଦ୍ଧନ ପୂଜା ଉପଲକ୍ଷେ ସମ୍ବର୍ଦ୍ଧନା ଉତ୍ସବ

ବଲାଙ୍ଗୀର ବ୍ୟୁରୋ:(ନରେନ୍ଦ୍ର ନେଗୀ)ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗାଁ ରେ ଶ୍ରୀ ଶ୍ରୀ ଗିରିଗୋବର୍ଦ୍ଧନା ପୂଜା ଉପଲକ୍ଷେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସର ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସଭାପତି ଶୋଭା ହଂସ…

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ ଶିଶୁ ଦିବସ ପାଳିତ

କଳାହାଣ୍ଡି:( ନରେନ୍ଦ୍ର ନେଗୀ)ସ୍ଥାନୀୟ ତାରିଣୀ ମନ୍ଦିର ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ ଶିଶୁ ଦିବସ ହର୍ଷ ଉଲ୍ଲାସ ରେ ପାଳିତ ହୋଇଯାଇଛି | ଆଜି ର ଶିଶୁ କାଲିର ଦେଶର ଭବିଷ୍ୟତ, ଶିଶୁ ହସିଲେ ସଂସାର ହସିବ, ପ୍ରତେକ ଶିଶୁ…