ଜିଲ୍ଲା ବିଜେପି ପକ୍ଷରୁ କଣ୍ଟାମାଳ ବ୍ଲକ୍ ଅଫିସ୍ ଘେରାଉ କାର୍ଯ୍ୟକ୍ରମ

ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ )ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସଭାପତିତ୍ୱରେ ଅନୁଷ୍ଟିତ ଆଜିର ଜନ ଆକ୍ରୋଶ କାର୍ଯ୍ୟ କ୍ରମରେ ସର୍ବ ଶ୍ରୀ କହ୍ନେଇ ଚରଣ ଡ।ଙ୍ଗ, ପିନାକ ରଣା ,ପଦ୍ମାଳୟା ପ୍ରଧାନ, ଶିଶିର ଘୋଷ,ଅଟଳ…

ଶିଶୁ ଓ ମହିଳାମାନଙ୍କ ଆଇନ ସଚେତନତା ଶିବିର

ରାୟଗଡା : ( ରାମାକାନ୍ତ ପୋଡାଳ ) )ରାୟଗଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ କର୍ତୁପକ୍ଷ ଆନୂକୁଲ୍ୟରେ ରାୟଗଡା ସହରର ପ୍ରମୂଖ ସ୍ବେଛାସେବୀ ଅନୁଷ୍ଠାନ ସଂସ୍କୃତି ସହାୟତାରେ ଆୟୋଜିତ ଶିଶୁ ଓ ମହିଳାମାନଙ୍କ ଆଇନ ସଚେତନତା ଶିବିର ରାୟଗଡା ସ୍ବୟଂ ଶାସିତ…

ଟିଟିଲାଗଡ ଓ କଣ୍ଟାବାଞ୍ଜି ଠାରେ ନୂତନ କୋର୍ଟ କମ୍ପ୍ଲେକ୍ସର ଭିର୍ଚୁଆଲ ମୋଡରେ ଭିତ୍ତି ପ୍ରସ୍ତର ସ୍ଥାପନ

ଟିଟିଲାଗଡ: ( ସଞ୍ଜୟ କୁମାର ନାୟକ) ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ତଥା ଅଧ୍ୟକ୍ଷ, ଗୃହ ନିର୍ମାଣ କମିଟି ମାନ୍ୟବର ଜଷ୍ଟିସ ଡକ୍ଟର ବି. ଆର.ଷଡଙ୍ଗୀ ଓ ଓଡ଼ିଶା ହାଇକୋର୍ଟର ବିଚାରପତି ଏବଂ ନିର୍ବାହୀ ଜଜ, ବଲାଙ୍ଗିର ବିଚାରବିଭାଗୀୟ ଓ…

ଶିବ ରଞ୍ଜନ ବିଶ୍ଵାଳ ଙ୍କୁ ଶ୍ରେଷ୍ଠ ପ୍ରବାସୀ ଓଡ଼ିଆ ପୁରସ୍କାର ପ୍ରଦାନ

ନୂଆଦିଲ୍ଲୀ/ ମାଞ୍ଚେଷ୍ଟର :୧୭/୧୧ ମାଞ୍ଚେଷ୍ଟର ଠାରେ ଅବସ୍ଥାପିତ ଯୁବ ଆଇ.ଟି. ଶିଳ୍ପଦ୍ୟୋଗୀ ଶିଵ ରଞ୍ଜନ ବିଶ୍ଵାଳ ଙ୍କୁ ନିକଟରେ ଶ୍ରେଷ୍ଠ ପ୍ରବାସୀ ଓଡ଼ିଆ ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀ ର କନଷ୍ଟିଚ୍ୟୁସନ୍ କ୍ଲବ ଠାରେ ପରିଚୟ ଫାଉଣ୍ଡେସନ ତରଫରୁ ଆୟୋଜିତ ନବମ…

ତୃତୀୟ ରାଜ୍ୟ ସ୍ତରୀୟ ମା ଭୈରବୀ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ଦ୍ୱିତୀୟ ସନ୍ଧ୍ୟା

ହରଭଙ୍ଗା : (ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ର ଅଧିଷ୍ଠାତ୍ରୀ ଦେଵୀ ମା ଭୈରବୀ ଙ୍କ ନାମରେ ଆୟୋଜିତ ତୃତୀୟ ମା ଭୈରବୀ ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟା ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି!ଏହି ଦ୍ୱିତୀୟ ସନ୍ଧ୍ୟାରେ ଆଞ୍ଚଳିକ କଳାକାର ମାନଙ୍କ ଦ୍ୱାରା ଆୟୋଜିତ…

୭୦ତମ ସର୍ବ ଭାରତୀୟ ସେବା ସମବାୟ ସପ୍ତାହ ପାଳନ

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଓଡିଶା ସମବାୟ ବିଭାଗ ପକ୍ଷ ରୁ ଆୟୋଜିତ ୭୦ତମ ସର୍ବ ଭାରତୀୟ ସେବା ସମବାୟ ସପ୍ତାହ ପାଳନ ର ଜିଲ୍ଲା ସ୍ତରୀୟ ମହୋତ୍ସବ ଆଜି ସୁବର୍ଣ୍ଣପୁର ନୂତନ ଟାଉନ ହଲ ଠାରେ ରେ ଉଦଯାପିତ ହୋଇ ଯାଇଛି l…

ରାଜ୍ୟ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ରେ ବୌଦ୍ଧ ଜିଲ୍ଲାର ଛାତ୍ର ଛାତ୍ରୀଙ୍କ କୃତିତ୍ୱ

ବୌଦ୍ଧ:( ଚିତ୍ତରଞ୍ଜନ ସିଂହ ) ଭୁବନେଶ୍ୱର ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାର ପ୍ରତିଯୋଗୀମାନେ ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଛନ୍ତି l ଶୁକ୍ରବାର ଦିନ ୮ଟା ସମୟରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ବୌଦ୍ଧ…

ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଯାପିତ

କଳାହାଣ୍ଡି:( ନରେନ୍ଦ୍ର ନେଗୀ)ଭବାନୀପାଟଣା ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଦ୍ବିଦିବସୀୟ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ଼ ବିଧାୟକ ମୌଷଧି ବାଗ ବିଧାୟକ , ସମ୍ମାନିତ…

ମୈତ୍ରୀ ଇନ୍ଫ୍ରା ଦ୍ୱାରା ଛାତ୍ର ଛାତ୍ରୀଙ୍କୁ କ୍ରୀଡା ସାମଗ୍ରୀ ପ୍ରଦାନ

କାଶୀପୁର:(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଶୁଙ୍ଗେର ସ୍ଥିଥ ତ୍ରିନାଥ ଦେବ ଉଛ ବିଦ୍ୟାଳୟ ଠାରେ ମୈତ୍ରୀ ଇନ୍ଫ୍ରା ମାଇନିଂ ଏଲଟିଡି ଚ୍ୟାର୍ମେନ ଶ୍ରୀ ଶ୍ରୀନିବାସ ରାଓଙ୍କ ଦତ୍ତ୍ୱବୋଧନରେ ମୈତ୍ରୀ CSR ର ଆନୁକୂଲ୍ୟରେ ଛାତ୍ର ଛାତ୍ରୀଙ୍କୁ ଟେବୁଲ,…

ସୋନପୁରରେ ଚିତ୍ର ଗୁପ୍ତ ପୂଜା ମହା ସମାରୋହରେ ପାଳନ

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଜିଲ୍ଲା ଚିତ୍ରଗୁପ୍ତ କଲ୍ୟାଣ ସମିତି ସୁବର୍ଣ୍ଣପୁର ଆନୁକୁଲ୍ୟରେ କରଣ ସମାଜ ଇଷ୍ଟଦେବ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାପ୍ରଭୁ ଙ୍କ ପୁଜା ଓ ଜିଲ୍ଲା କରଣ ସମାଜର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି ।ପୁଜା ପ୍ରାରମ୍ଭ ପୁର୍ବଦିନ…