ବେଲଗୁଣ୍ଠା ସାହିତ୍ୟ ଘର ସଭାପତି ମୋତିଲlଲଙ୍କ ଶ୍ରୀ ସୀତେଶ ବିଳାପ ଚମ୍ପୁ ପୁସ୍ତକ ଉନ୍ମୋଚିତ
ବେଲଗୁଣ୍ଠା: ୨୫/୦୬(ସୁଶାନ୍ତ କୁମାର ବେହେରା ) ଭୁବନେଶ୍ଵର ଜୟଦେବ ବିହାର ସ୍ଥିତ ଗୁରୁ କେଳୁ ଚରଣ ମହାପାତ୍ର ,ଓଡିଶା ଗବେଷଣା କେନ୍ଦ୍ର ଉତ୍କଳ ରଙ୍ଗମଞ୍ଚରେ ଅନୁଷ୍ଠିତ ଆଳାପ-2024 ଉତ୍ସବରେ ବେଲଗୁଣ୍ଠା ସାହିତ୍ୟ ଘର ସଭାପତି ମୋତିଲାଲ ପତିଙ୍କ ଶ୍ରୀ ସୀତେଶ ବିଳାପ…