ବେଲଗୁଣ୍ଠାରେ ଘୁମୁସର ରଥ ପରିକ୍ରମା

ବେଲଗୁଣ୍ଠା: ୧୩ /୧୨ ( ସୁଶାନ୍ତ କୁମାର ବେହେରା )ଘୁମୁସର ଜିଲ୍ଳା ଗଠନ ଦାବିରେ ଆଜି ବେଲଗୁଣ୍ଠାରେ ଘୁମୁସର ବିକାଶ ପରିଷଦ ପକ୍ଷରୁ ଘୁମୁସର ରଥ ପରିକ୍ରମା କରାଯାଇଛି I ଆଜି ବେଲଗୁଣ୍ଠା ପେଣ୍ଠ ସାହିରେ ଘୁମୁସର ଜିଲ୍ଳା କ୍ରିୟାନୁଷ୍ଠାନ କମିଟି…

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ରାଶି ବଣ୍ଟନ ଶିବିର

୬୬୦ ଜଣ ହିତାଧିକାରୀ ଙ୍କୁ ୨ କୋଟି ୯୯ ଲକ୍ଷ ରୁ ଉର୍ଦ୍ଧ ରାଶି ବଣ୍ଟନ ହରଭଙ୍ଗା :୧୩/୧୨ (ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରନରସିଂହପୂର ସ୍ଥାୟୀ ନର୍ସରୀ ଠାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ରାଶି ଜିଲ୍ଲାର…

ପରିତ୍ୟକ୍ତ ନଳକୂଅରୁ ନବଜାତ ଉଦ୍ଧାର,ଉଦ୍ଧାରକାରୀ ଟିମ୍‌କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର/ଭୁବନେଶ୍ବର  :ସମ୍ବଲପୁର ଜିଲା ରେଙ୍ଗାଲି ଥାନା ଅଧୀନ ଲାରିପାଲିସ୍ଥିତ ଶ୍ରୀରାମ ବୁଢା ଜଙ୍ଗଲରେ ମଙ୍ଗଳବାର ରାତିରେ ନବଜାତ ଶିଶୁକନ୍ୟାକୁ ପରିତ୍ୟକ୍ତ ନଳକୂପ ଭିତରୁ ସୁରକ୍ଷିତ ଭାବେ ନବଜାତକ ଉଦ୍ଧାର ହୋଇଛି ଏବଂ ଉଦ୍ଧାର କାର୍ଯ୍ୟ ସଫଳ ହୋଇଛି। ଉଦ୍ଧାରକାରୀ ଦଳ ଜୀବିତ…

ଦୀର୍ଘ ମାସ ଅନ୍ଧକାର ପରେ ମୈତ୍ରୀ କମ୍ପାନୀର ସହଯୋଗରେ ଆଲୋକିତ ହେଲା ବିର ଵାଫଳା ଗ୍ରାମ

କାଶୀପୁର: ( ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସୁଙ୍ଗେର ପଞ୍ଚାୟତ ଅନ୍ତର୍ଗତ ବିରଵାଫଲା ଗ୍ରାମରେ ୬ ମାସ ରୁ ଉର୍ଦ୍ଧ୍ବ ହେବ ୩୩ ପରିବାର ବିଦ୍ୟୁତ ବିଛିନ୍ନ ହେଇଯିବା ଫଳରେ ବିପଦ ପୁର୍ଣଜୀବନ କାଟୁଥିଲେ । ଖବର ପାଇ…

ଜାମୁମାଳ ଠାରେ ବିଜେଡ଼ି ନେତା ପରିବର୍ତ୍ତନ ପାଇଁ ପ୍ରସ୍ତୁତି ବୈଠକ

ବୌଦ୍ଧ 🙁 ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଶିମିଳିପଦର ପଞ୍ଚାୟତର ଜାମୁମାଳଠାରେ ବୌଦ୍ଧ ବ୍ଳକ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ପ୍ରିୟ ଦର୍ଶୀ ପ୍ରତ୍ୟୁଷ ରଥଙ୍କ ଅଧକ୍ଷତାରେ ନିର୍ବାଚନମଣ୍ଡଳୀର ନେତା ପରିବର୍ତ୍ତନ ପାଇଁ ଏକ ପ୍ରସ୍ତୁତି…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ୍ ପଡ଼ିଥିବା ହିତାଧିକାରୀଙ୍କ ବ୍ଲକ ସମ୍ମୁଖରେ ଗଣ ଧାରଣା

ବୌଦ୍ଧ:( ଚିତ୍ତରଞ୍ଜନ ସିଂହ )ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳର ଗରୀବ ପରିବାରଙ୍କ କିପରି ମୁଣ୍ଡ ଉପରେ ପକ୍କା ଘର ହୋଇ ପାରିବ ସେ ଯୋଜନା ନେଇ ବିଜୁ ପକ୍କା ଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେବାର…

୨୦ ତମ ତିଲେଶ୍ୱର କପ ପାଇଁ ପ୍ରସ୍ତୁତି ବୈଠକ

ବୌଦ୍ଧ: (ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଲେଶ୍ୱର ବଜାର ଆସୋସିଏସନ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ ସ୍ଥାନୀୟ ବଣିକ ସଂଘ ସଦଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ତିଲେଶ୍ବର କପ ୨୦ ବର୍ଷରେ…

‘ନୁଆଁ-ଓ’ ସମ୍ମନ୍ୱିତ ଯୁବ ଉତ୍ସବ ଉଦଯାପିତ

ସୁବର୍ଣ୍ଣପୁର: (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସ୍ଥାନୀୟ ଶିଳ୍ପ ତାଲିମ ଅନୁଷ୍ଠାନ ପକ୍ଷରୁ ୬ ତାରିଖ ଠାରୁ ଆରମ୍ଭ ହୋଇଥିବା ରାଜ୍ୟ ସରକାରଙ୍କର ନୁଆଁ-ଓ ଯୋଜନା ଅନ୍ତର୍ଗତ ସମ୍ମନିତ ଯୁବ ବିକାଶ ନୁଆଁ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଆଜି ସୋମବାର…

ପ୍ରଶାନ୍ତ ପାଲ ଙ୍କୁ ବିବେକ ସେନା ତରଫରୁ ଶ୍ରଦ୍ଧାଞ୍ଜଳି

ଭବାନୀପାଟଣା:୧୧/୧୨(ନରେନ୍ଦ୍ର ନେଗୀ) ଭବାନୀପାଟଣା ସହର ତାରିଣୀ ମନ୍ଦିର ସ୍ଥିତ ବିବେକ କନଫରେନ୍ସ ହଲ ଠାରେ ଜିଲ୍ଲା ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ନର୍ଲା ରେ କାର୍ଯ୍ୟରତ ରେଞ୍ଜର ଜଙ୍ଗଲୀ ହାତୀ ଆକ୍ରମଣ ରେ ପ୍ରାଣ ହରେଇ ଥିବା ପ୍ରଶାନ୍ତ ପାଲଙ୍କୁ ଏକ…