ଦାସିଗାଁ ନିକଟରେ ଟ୍ରକ ଅଟୋ ମୁହାଁମୁହିଁ ଧକ୍କା,ତିନି ମୃତ ଛଅ ଗୁରୁତର

ଭବାନୀପାଟଣା:୧୯/୦୯ (ନରେନ୍ଦ୍ର ନେଗୀ)ମଙ୍ଗଳବାର ସକାଳେ ଜୁନାଗଡ଼ ଥାନା ଅନ୍ତର୍ଗତ ଦାସିଗାଁ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ତିନି ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଛଅ ଜଣ ଗୁରୁତରଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି lସୂଚନାନୁଯାୟୀ, ମଙ୍ଗଳବାର ସକାଳେ ଥୁଆମୂଳ…

ପ୍ରଧାନମନ୍ତ୍ରୀଙ୍କୁ ଆପତ୍ତି ଜନକ ବ୍ୟବହାର ବିରୁଦ୍ଧରେ ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ବୌଦ୍ଧ ଆଦର୍ଶ ଥାନା ରେ ଏଫ୍. ଆଇ. ଆର .

ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ )ଆଜି ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ମଣ୍ଡଳ ବୌଦ୍ଧ ଆଦର୍ଶ ଥାନା କୁ ଯାଇ ଏକ ଏଫ୍. ଆଇ. ଆର, ପ୍ରିତୁଶ ମହାନନ୍ଦିଆ ଙ୍କ ବିରୋଧରେ ଦାଖଲ କରାଯାଇଥିଲା ।…

ବେଲଗୁଣ୍ଠାର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ

ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ଆଜି ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ସ୍ଥାନରେ ଅଗ୍ରପୂଜ୍ଯ ବିଘ୍ନରାଜଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠାର ରେଡ଼ି ସାହି,ଗୋଲା ସାହି ବାଲିଡି ସାହି,ଗୋପୀନାଥ ସାହି,ଆଳିଆ ସାହି,ଶୁଣ୍ଢୀ ସାହି,ଖାଦାଳ ସାହି,କୁମୁଟି ପେଣ୍ଠ…

୨୩ ଦିନରେ ପହଞ୍ଚିଲା ଧର୍ମଗତ କୁ ଜିଲ୍ଲା ଦାବି ଗଣଧାରଣା

ଧର୍ମଗଡ଼:(ହେମନ୍ତ କୁମାର ମାଝୀ)ସମର୍ଥନ ରେ ବସି ଲେ ଧର୍ମଗତ ମୁସଲିମ ସୁନ୍ନି ଜମାତ କମିଟି ଧର୍ମଗତ ମୁସଲିମ ସୁନ୍ନି ଜମାତ କମିଟି ପକ୍ଷରୁ ଧର୍ମଗତ ଜିଲ୍ଲା ଗଠନ ଆଜି ଦିନ ରେ ୨୩ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ଧର୍ମଗତ ଉପଜିଲ୍ଲାପାଳ…

ସରକାରୀ ଜମି ଜବରଦଖଲ ଉଚ୍ଛେଦ ପାଇଁ ତହସିଲଦାର ଙ୍କୁ ଗ୍ରାମବାସୀଙ୍କ ଦାବୀ

ହରଭଙ୍ଗା :(ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ହରଭଙ୍ଗା ପଂଚାୟତ ର ସୁରୁଣ୍ଡି ଗ୍ରାମବାସୀ ସରକାରୀ ଜମି ଜବରଦଖଲ ଉଚ୍ଛେଦ ପାଇଁ ତହସିଲଦାର ଙ୍କୁ ଏକ ଦାବୀ ପତ୍ର ଦେଇଥିବା ଜଣାପଡ଼ିଛି। ସୁଚନା ମତେ ୧୯୯  ମସିହା ପୁର୍ବ…

୨୨ ଦିନରେ ପହଞ୍ଚିଲା ଗଣଧାରଣା। ତେଜୁଛି ଧର୍ମଗଡ ଉପଖଣ୍ଡକୁ ଜିଲ୍ଲା ଦାବୀ

ଜିଲ୍ଲା ଦାବୀ କୁ ସମର୍ଥନ କରି ଗଣଧାରଣା ରେ ବସିଲେ ଧର୍ମଗଡ ପଞ୍ଚାୟତ ସମିତି ର ନିର୍ବାଚିତ ପ୍ରତିନିଧି ଓ ଝରିଆ ସାହୁ ସମାଜ ଧର୍ମଗଡ଼:(ହେମନ୍ତ କୁମାର ମାଝୀ)ଧର୍ମଗଡ ଜିଲ୍ଲା ଗଠନ ଦାବୀ ଗଣଧାରଣା ର ଆଜି ୨୨ ତମ ଦିବସ…

ବିଶ୍ୱକର୍ମା ଯୋଜନା ରେ ହିତାଧିକାରୀ ଙ୍କୁ ସଚେତନତା

ହରଭଙ୍ଗା୧୭/୦୯ ( ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ଆଠ ନମ୍ବର ମଣ୍ଡଳ ବିଜେପି ତରଫରୁ ରବିବାର ଦିନ ତିଳେଶ୍ୱର ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି, ଘୋଷଣା କରିଥିବା ନୂତନ ବିଶ୍ୱକର୍ମା ଯୋଜନା ବିଷୟରେ ହିତାଧିକାରୀ ମାନଙ୍କୁ ଧରି ଉକ୍ତ ଯୋଜନା ବାବଦରେ ଆଲୋଚନା…

ବୌଦ୍ଧ ରେ ସାମାଜିକ ସଦଭାବନା ବୈଠକ

ବୌଦ୍ଧ:( ଚିତ୍ତରଞ୍ଜନ ସିଂହ ), ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ନଗର ସଂଯୋଜକ ଧରଣୀଧର ପରିଡ଼ା ଙ୍କ ଅଧ୍ୟକ୍ଷତାରେ ସହର ର ସମସ୍ତ ସମାଜ ମୁଖିଆ ଓ କାର୍ଯ୍ୟକର୍ତ୍ତା ଙ୍କୁ ନେଇ ଏକ ସାମାଜିକ ସଦଭାବନା ବୈଠକ ଅନୁଷ୍ଠିତ…

ବେଲଗୁଣ୍ଠାର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କୁ ଆବାହନ

ବେଲଗୁଣ୍ଠା:ଆଜି ବେଲଗୁଣ୍ଠାର ବିଭିନ୍ନ ଅନୁଷ୍ଠାନରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ଅନୁଷ୍ଠିତ ହୋଇଛି I ଏହି ଅବସରରେ ବେଲଗୁଣ୍ଠା ସାଇ ଆଇଟିଆଇରେ ବ୍ରଜକିଶୋର ମହାରଣାଙ୍କ ତତ୍ତ୍ୱାବଧାନରେ ବିଶ୍ଵକର୍ମା ପୂଜା ଅନୁଷ୍ଠିତ ହୋଇଥିବା ବେଳେ ପୁରୋହିତ ଉପେନ୍ଦ୍ର ପତି ପୂଜା କାର୍ଯ୍ୟ ସମ୍ପନ୍ନ କରିଥିଲେ…

ସରସ୍ଵତୀ ଶିଶୁ ମନ୍ଦିର ପ୍ରାଙ୍ଗଣ ରେ ମାତୃ ସମ୍ମିଳନୀ ଅନୁଷ୍ଠିତ

ହରଭଙ୍ଗା :୧୭/୦୯(ପବିତ୍ର କନ୍ୟା ସଂକ୍ରାନ୍ତି ର ଅପରାହ୍ନ ରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ପୁରୁଣା କଟକ ରେ ସାମୁହିକ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି, ବହୁ ସଂଖ୍ୟାରେ ମା ଏଥିରେ ଯୋଗ ଦେଇ ଶିଶୁ ଙ୍କ ଶୈଖିକ ଓ…