ମା କନକ ଦୁର୍ଗାଙ୍କ ପୀଠରେ ନବ ରାତ୍ରୀ ପୂଜାର ଷଷ୍ଠ ଦିବସ ରେ ସରସ୍ଵତୀ ଦେବୀ ବେଶ ପାଳିତ
ଢେଙ୍କାନାଳ: ଜୁବୁଲି ଟାଉନ୍ ସ୍ଥିତ ମା କନକ ଦୁର୍ଗାଙ୍କ ପୀଠରେ ନବ ରାତ୍ରୀ ପୂଜା ମା’ଙ୍କର ପ୍ରତ୍ୟେକ ଦିନ ବିଭିନ୍ନ ବେଶ । ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ନୂତନ ବସ୍ତ୍ର ମା’ଙ୍କୁ ନବ ରାତ୍ରୀ ର ଷଷ୍ଠ ଦିନରେ…