ଟିଟିଲାଗଡରେ ଆୟକର ବିଭାଗର ହୋଇଥିବା ଚଢଉରେ ମିଳିଛି ୧୧ କୋଟି ଟଙ୍କା

ଟିଟିଲାଗଡ: (ସଞ୍ଜୟ କୁମାର ନାୟକ)ରାଜ୍ୟରେ ହଟ ଚମଟ ସୃଷ୍ଟି କରିଥିବା ମଦ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗର ଚଢଉ ଏବେ ଚର୍ଚ୍ଚାର ବିଷୟ ପାଲଟି ଥିବା ବେଳେ ଦିନକୁ ଦିନ ଚଢ଼ାଉ ଟଙ୍କାର ମୂଲ୍ୟ ଜାଣି ଲୋକେ ହତବାକ ହୋଇଗଲେଣି। ରାଜ୍ୟର…

ସିଜିମାଳି ଖଣି ଖନନ ନିମନ୍ତେ ଜଙ୍ଗଲ ଜମି କିସମ ପରିବର୍ତନ ନିମନ୍ତେ ପଲ୍ଲୀସଭା

କାଶୀପୁର: (ଅଞ୍ଜନ କୁମାର ନାଏକ)ସିଜିମାଳୀ ଖଣି ପ୍ରଭାବିତ ଅଞ୍ଚଳରେ ସରକାରୀ ପର୍ଯ୍ୟାୟରେ ତା ୮/୧୨/୨୩ରିଖ ରେ ରାୟଗଡା ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତକୁ ଲାଗିଥିବା ପ୍ରାୟ ୧୦ ଗୋଟି ଗ୍ରାମ ରେ ଜଙ୍ଗଲ ଜମି କିସମ ପରିବର୍ତନ (FRA )…

ଆମ ସଂକଳ୍ପ ବିକସିତ ସଂକଳ୍ପ କାର୍ଯ୍ୟକ୍ରମ ଡୁମେରଗୁଡା ଗ୍ରାମ ପଞ୍ଚାୟତର ଠାରେ ଅନୁଷ୍ଠିତ

ଧର୍ମଗଡ଼:୭/୧୨(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଵ୍ଳକ ଅଧିନସ୍ଥ ଡୁମେରଗୁଡା ଗ୍ରାମ ପଞ୍ଚାୟତ ଠାରେ ଭଵ୍ୟ ସ୍ଵାଗତ କରାଯାଇଛି । ସ୍ଥାନୀୟ ସରପଞ୍ଚ ନଲିନି ପ୍ରଭା ବେହେରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ହିମାଚଳ ମାଝୀ, ତହସିଲଦାର ସିମାଞ୍ଚଳ କୁମାର ସାମନ୍ତରାୟ,ପିଇଓ ଵ୍ୟାମକେଶ…

ଅଁଳାପାଲି ଓ ବହିରାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ

ବୌଦ୍ଧ:( ଚିତ୍ତରଞ୍ଜନ ସିଂହ ) ବୌଦ୍ଧରୁ ବାହାରିଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ସଦର ବ୍ଲକର ଅଁଳାପାଲି ଓ ବହିରା ପଞ୍ଚାୟତରେ ଶୁକ୍ରବାର ଭବ୍ୟ ସ୍ୱାଗତ କରାଯାଇଛି। ଅଁଳାପାଲି ପଞ୍ଚାୟତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଅଜିତ ମେହେର, ବିଶିଷ୍ଟ ସମାଜସେବୀ କହ୍ନେଇ…

ନୂଆ ଓଡିଶାର ଶୁଭାରମ୍ଭ

ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ ) ଓଡିଶା ଦକ୍ଷତା ବିକାଶ ଓ ବୈଷୟିକ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରୀତି ରଞ୍ଜନ ଘଡେଇ ଆଜି ଭୁବନେଶ୍ୱର ଠାରେ ନୂଆ ଓଡିଶା ( ନୂତନ, ଉନ୍ନତ, ଅଭିଳାଷ ଓଡିଶା ) ର ଶୁଭାରମ୍ଭ କରିଛନ୍ତି…

ବାହାରେ ପଡିଛି ପୁଳା ପୁଳା ୫ଶହ ଟଙ୍କିଆ ଚିରା ନୋଟ

ହରଭଙ୍ଗା: ୮/୧୨ (ଚିତ୍ତରଞ୍ଜନ ସିଂହ)ସ୍ପିରିଟି କାରଖାନା ବିଡ଼ିପିଏଲ ପାଚେରୀ ବାହାରେ ପଡିଛି ପୁଳା ପୁଳା ୫ଶହ ଟଙ୍କିଆ ଚିରା ନୋଟ । ଚିରା ଟଙ୍କା ପଡିଥିବାର ଦେଖି ବୋହି ନେଲେ ସ୍ଥାନୀୟ ଲୋକ । ୫ସହ ଟଙ୍କିଆ ନୋଟ ସହ ପଡିଛି…

ହରଭଙ୍ଗା କଲେଜରେସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଆନୁକୂଲ୍ୟ ରେ କ୍ରୀଡା ପ୍ରତିଯୋଗିତା

ହରଭଙ୍ଗା: ୮/୧୨(ଚିତ୍ତରଞ୍ଜନ ସିଂହ) ପୂର୍ବାହ୍ନ 10ରେ ସ୍ଥାନୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଛତ୍ରଙ୍ଗ ପଞ୍ଚାୟତସ୍ଥ ଭାଲିଆ ଗୋରା ଖେଳପଡ଼ିଆରେ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ହିମାଂଶୁ ଶେଖର ରାଉତ ଙ୍କ ପୌରୋହିତ୍ୟରେ ସାନୀୟଯୁବନେତା ତଥା ଛତ୍ରଙ୍ଗ ପଞ୍ଚାୟତର…