ଟିଟିଲାଗଡ ବ୍ରାହ୍ମଣ ସମାଜର ନୁତନ କର୍ମକର୍ତ୍ତା ନିର୍ବାଚନ, ସୁବୋଧ ଦାଶ –ସଭାପତି ଓ ସତ୍ୟବ୍ରତ ପଣ୍ଡା-ସମ୍ପାଦକ

ଟିଟିଲାଗଡ : (ସଞ୍ଜୟ କୁମାର ନାୟକ)ରବିବାର ଦିନ ସ୍ଥାନୀୟ ଶ୍ର୍ରୀ ଜଗନ୍ନାଥ ମନ୍ଦିର ଠାରେ ଟିଟିଲାଗଡ ବ୍ରାହ୍ମଣ ସମାଜର ନୁତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନରେ ଆଇନଜୀବି ସୁବୋଧ ଦାଶ ସଭାପତି , ରାମନାରାୟଣ ମିଶ୍ର ଉପ-ସଭାପତି…

ଏଲଆଇସିର ସମ୍ବଲପୁର ମଣ୍ଡଳ ସ୍ତରୀୟ ଏସ,ସିଏସଟି, ବୁଦ୍ଧିଷ୍ଟ କଲ୍ୟାଣ କର୍ମଚାରୀ ସଂଘର ୩୦ ତମ ଡିଭିଜନାଲ କନଫରେନ୍ସ

ଟିଟିଲାଗଡ: (ସଞ୍ଜୟ କୁମାର ନାୟକ) ଚଳିତ ବର୍ଷ ପ୍ରଥମ ଥର ପାଇଁ ଏସସି, ଏସଟି, ବୁଦ୍ଧିଷ୍ଟ ଏଲଆଇସି କଲ୍ୟାଣ କର୍ମଚାରୀ ସଂଗଠନର ଡ଼ିଭିଜନାଲ କନଫରେନ୍ସ ସ୍ଥାନୀୟ ଅଭିମନ୍ୟୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅଧିବେଶନରେ ମୁଖ୍ୟ ଅତିଥି ଭାବେ…

ବାରହା ଫାସ ବିଦ୍ୟୁତ୍ ତାର ଲାଗି ୨ ଶିଶୁ ମୃତ

ସୁବର୍ଣ୍ଣପୁର:( ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଲ ଅନ୍ତର୍ଗତ ସିଂହପାଲି ଗାଁ ନିକଟ ଜଙ୍ଗଲରେ ଅଘଟଣ । ବାରହା ଫାସ ନେଲା ଦୁଇ ନିରୀହ ଜୀବନ। ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ନାବାଳକଙ୍କ ମୃତ୍ୟୁ…

ହାତୀ ଘଉଡ଼ାଇବାକୁ ଯାଇ ନର୍ଲା ରେଞ୍ଜର ହାତୀ ଆକ୍ରମଣର ଶୀକlର

ଭବାନୀପାଟଣା :୧୦/୧୨(ନରେନ୍ଦ୍ର ନେଗୀ)ହାତୀ ଆକ୍ରମଣରୁ ଜନ ସାଧାରଣଙ୍କୁ ସୁରକ୍ଷିତ ରଖିବା ପାଇଁ ହାତୀ ଘଉଡ଼ାଇବାକୁ ଯାଇ ହାତୀ ଆକ୍ରମଣର ଶୀକlର ହେଲେ ରେଞ୍ଜର l ଏଭଳି ଏକ ଦୁଃଖଦ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜ ଆମ ପଡା ଗ୍ରାମ…

ଚକ୍ଷୁ ଚିକିତ୍ସା କ୍ଷେତ୍ରରେ ପଶ୍ଚିମ ଓଡିଶା ବିକାଶ ପରିଷଦର ବଡ ପଦକ୍ଷେପ

ସୁବର୍ଣ୍ଣପୁର :(ଅଜିତ କୁମାର ପୁଜାହାରୀ)ରାଜ୍ୟରେ ମୁଖ୍ୟ ସ୍ୱାସ୍ଥ୍ୟ ସମସ୍ୟା ମଧ୍ଯରେ ଦୃଷ୍ଟିହୀନତା ଅନ୍ୟତମ । ଏହାର ଚିକିତ୍ସା, ନିରାକରଣ ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ସୁନେତ୍ର ଯୋଜନା ମାଧ୍ୟମରେ ବିଭିନ୍ନ ସରକାରୀ ଚିକିତ୍ସାଳୟ ଗୁଡିକରେ ଚକ୍ଷୁ ଚିକିତ୍ସା ସେବା ଯୋଗାଇ…

ସୁବର୍ଣ୍ଣ ଲୋକ ମହୋତ୍ସବ ଉଦଘୋଷକ ଚୟନ

ସୁବର୍ଣ୍ଣପୁର: (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲାର ସୁବର୍ଣ୍ଣ ଲୋକ ମହୋତ୍ସବ-୨୦୨୪ ପାଇଁ ସାଂସ୍କୃତିକ କମିଟିର ବୈଠକ ସାଂସ୍କୃତିକ କମିଟି ଅଧ୍ଯକ୍ଷଙ୍କ ପରାମର୍ଶରେ ଆବାହକ ଜିଲ୍ଲା ସଂସ୍କୃତି ଅଧୂକାରୀଙ୍କ ଦ୍ୱାରା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆହୁତ କରାଯାଇଥିଲା । ବୈଠକରେ ସୁବର୍ଣ୍ଣ ଲୋକ…

ଜିଲ୍ଲା ସ୍ତରୀୟ କୃଷି ନୀତି ନିର୍ଧାରଣ କମିଟି ବୈଠକ

ସୁବର୍ଣ୍ଣପୁର: (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲାର ରବି ୨୩ -୨୪ ବର୍ଷ   ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ କୃଷି ନୀତି ନିର୍ଧାରଣ କମିଟି ବୈଠକ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିମଳେନ୍ଦୁ…