ହରଭଙ୍ଗା ବ୍ଲକ ର ବିଭିନ୍ନ ଶୈବ ପୀଠ ରେ ଶୀତଳଷଷ୍ଠୀ ପାଳିତ

ହରଭଙ୍ଗା ୧୦/୦୬ (ଚିତ୍ତ ରଞ୍ଜନ ସିଂ )ଓଡ଼ିଆ ସଂସ୍କୃତି ଓ ପରମ୍ପରା ଅନୁସାରେ ଓଡ଼ିଶା ରେ ବାର ମାସରେ ତେର ପର୍ବ ପାଳିତ ହୋଇଥାଏ। ସେଥି ମଧ୍ୟରୁ ଶୀତଳଷଷ୍ଠୀ ଅନ୍ୟତମ ପର୍ବ ଭାବେ ପାଳିତ କରାଯାଇଥାଏ। ଶିବ ଓ ପାର୍ବତୀ ଙ୍କ…

ପଶ୍ଚିମବଙ୍ଗ ର ଶ୍ରମିକଙ୍କ ଅଂଶୁଘାତରେ ମୃତ

ହରଭଙ୍ଗା :୧୦/୦୬ (ଚିତ୍ତ ରଞ୍ଜନ ସିଂ ):ଅଂଶୁଘାତରେ ଶ୍ରମିକଙ୍କ ମୃତ୍ୟୁ । ମୃତକ ହେଲେ ପଶ୍ଚିମବଙ୍ଗ ରାଜ୍ୟ ମାଲଦା ଜିଲ୍ଲା ପୁଖୁରିଆ ଥାନା ରାଣିନଗର ଗ୍ରାମର ଖଦିମୂଳ ଇସଲାମ । ଏକ ରେଳ ଠିକସଂସ୍ଥାରେ ଶ୍ରମିକ ଭାବେ କାର୍ଯ୍ୟରତ ଥିଲେ। ଗତକାଲି…

ଏକ ସପ୍ତାହ ଧରି ଅନ୍ଧାର ରେ ତୀରଡ଼ ଗ୍ରାମ,ଅଦିନିଆଁ ବର୍ଷାରେ ପୋଡିଗଲା ଟ୍ରାନ୍ସଫର

ବିଦ୍ୟୁତ ବିଭାଗ କୁ ଗୁହାରି କରି ବିଫଳ ହରଭଙ୍ଗା ୦୯/୦୬  (ଚିତ୍ତ ରଞ୍ଜନ ସିଂ ):ଗୋଟିଏ ପଟେ ଗ୍ରୀଷ୍ମ ପ୍ରଭାବ ରୁ ଡହକ ବିକଳ ଓ ଅନ୍ୟ ପଟେ ଟ୍ରାନ୍ସଫର ପୋଡି ଯିବାରୁ ଏକ ସପ୍ତାହ ହେଲା ଅନ୍ଧାରରେ ଗ୍ରାମବାସୀ l…

ବୌଦ୍ଧ କୁ ନୂଆ ସରକାର ରେ ମିଳୁ ଉପଯୁକ୍ତ ପ୍ରତିନିଧିତ୍ୱ

ହରଭଙ୍ଗା ୮/୬ (ଚିତ୍ତ ରଞ୍ଜନ ସିଂ)୨୦୨୪  ନିର୍ବାଚନ ରେ ପଶ୍ଚିମ ଓଡ଼ିଶା ର ଅନ୍ୟତମ ପ୍ରମୁଖ ଜିଲ୍ଲା ବୌଦ୍ଧ ଜିଲ୍ଲା ରେ ଏକ ମାତ୍ର ସଂସଦୀୟ ଆସନ କନ୍ଧମାଳ ଓ ଦୁଇଟି ବିଧାନସଭା ଆସନ ବୌଦ୍ଧ ଓ କଣ୍ଟାମଳ ଆସନ ରୁ…