ଧର୍ମଗଡ଼ ବିଧାୟକ ସୁଧୀର ପାଟଯୋଶୀ ଙ୍କୁ ଭାଵ୍ୟ ସମ୍ଵନ୍ଧନା

ଧର୍ମଗଡ଼ ତା ୧୬/୬/୨୪ ନବନିର୍ବାଚିତ ଧର୍ମଗଡ଼ ବିଧାୟକ ସୁଧୀର ପାଟଯୋଶୀ ଙ୍କୁ ଧର୍ମଗଡ଼ ଠାରେ ଆଜି ଭାଵ୍ୟ ସ୍ବାଗତ ସମ୍ଵନ୍ଧନା ପ୍ରଦାନ କରାଯାଇଥିଲା। ଜଗନ୍ନାଥ ସେବା ସମିତି ପକ୍ଷରୁ ଆୟୋଜିତ ଏହି ସ୍ଵାଗତ ସମ୍ବର୍ଦ୍ଧନା ସମାରୋହ ରେ ସେବା ସମିତି ର…

ସୋନପୁର-ଝାରମୁଣ୍ଡା ମଧ୍ୟରେ ନୂତନ ଲାଇନର କାର୍ଯ୍ୟ ଯାଞ୍ଚ ଓ ଟ୍ରାଇଲ ରନ

ହରଭଙ୍ଗା (ଚିତ୍ତରଞ୍ଜନ ସିଂ)ସୋନପୁର ଓ ବୌଦ୍ଧ ଜିଲ୍ଲାର ଝାରମୁଣ୍ଡା ରେଳ ଷ୍ଟେସନ ମଧ୍ୟରେ ନିର୍ମିତ ନୂତନ ଲାଇନର କାର୍ଯ୍ୟ ଯାଞ୍ଚ କରାଯିବା ସହ ସ୍ପିଡ଼ ରେଳ ଟ୍ରାଇଲ ରନ କରାଯାଇଛି l ନିର୍ମିତ ନୂତନ ଲାଇନର କାର୍ଯ୍ୟ ଯାଞ୍ଚ ତିନି ଦିନ…

ନବନିର୍ବାଚିତ ସାଂସଦ ଓ ବିଧାୟକ ଙ୍କ ମା ଭୈରବୀ ମନ୍ଦିର ଦର୍ଶନ

ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ ସହ ରୋଗୀ ଙ୍କୁ ଫଳ ବଣ୍ଟନ  ହରଭଙ୍ଗା -( ଚିତ୍ତରଞ୍ଜନ ସିଂହ ) ନବନିର୍ବାଚିତ କନ୍ଧମାଳ ସାଂସଦ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀ ର ବିଧାୟକ ଙ୍କ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ। ସୂଚନା ମତେ…

ରାମଗଡ଼ ପ୍ରିମିୟମ ଲିଗ ଉଦଯାପିତ,ରାମଗଡ ଚାମ୍ପିଅନ

ହରଭଙ୍ଗା :୧୪/୬ .ମା ବାଉରୀ କ୍ରିକେଟ ଆସୋସିଏସନ୍ ତରଫରୁ ଚାରିଦିନିଆ ଜିଲ୍ଲା ସ୍ତରୀୟ ରାମଗଡ଼ ଜୁନିଅର ପ୍ରୀମିଅର ଲିଗ୍ 2024 ଆଜି ଉଦଯାପିତ ହୋଇଯାଇଛି । ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥିରୂପେ ଚିତ୍ତରଞ୍ଜନ ଭୋକ୍ତା, ଅର୍ଜୁନ ସେଠୀ ପ୍ରମୁଖ ଉପସ୍ଥିତ ରହି…

ହରଭଙ୍ଗା ଅଞ୍ଚଳ ରେ ରଜପର୍ବ ପାଳିତ

ହରଭଙ୍ଗା ୧୪/୬ (ଚିତ୍ତ ରଞ୍ଜନ ସିଂ )ହିନ୍ଦୁ ସଂସ୍କୃତି ଓ ପରମ୍ପରା ଅନୁସାରେ ବାର ମାସରେ ତେର ପର୍ବ ପାଳନ ହୋଇଥାଏ। ରଜପର୍ବ ହେଉଛି ଝିଅ ବୋହୁ ମାନଙ୍କ ପର୍ବ। ଏହା ସାଧାରଣତଃ ତିନିଦିନ ଧରି ପାଳନ କରାଯାଇଥାଏ। ପ୍ରଥମ ଦିନ…

କାଳବୈଶାଖୀ ପ୍ରଭାବ ରେ ହରଭଙ୍ଗା ବ୍ଲକ ରେ ବ୍ୟାପକ କ୍ଷୟକ୍ଷତି

ହରଭଙ୍ଗା : ୧୪/୬ (ଚିତ୍ତ ରଞ୍ଜନ ସିଂ )ଗତକାଲି ସନ୍ଧ୍ୟା ସମୟ ରେ ହଠାତ କାଳ ବୈଶାଖୀ ପ୍ରଭାବ ରେ ପ୍ରବଳ ବେଗରେ ପବନ ବହିବା ସହିତ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ଫଳରେ ହରଭଙ୍ଗା ବ୍ଲକ ଅଞ୍ଚଳ ର…

ବୌଦ୍ଧ ଜିଲ୍ଲା ମନ୍ତ୍ରୀପଦରୁ ବାଦ ,ଦେଖିବାକୁ ମିଳିଛି ଜନଅସନ୍ତୋଷ

ହରଭଙ୍ଗା :(ଚିତ୍ତ ରଞ୍ଜନ ସିଂ )ଗତ ବୁଧବାର ଦିନ ଭୁବନେଶ୍ୱର ଜନତାମୈଦାନ ଠାରେ ରାଜ୍ୟ ର ନବନିର୍ବାଚିତ ବିଜେପି ସରକାର ଶପଥଗ୍ରହଣ କରିଛି। ମୁଖ୍ୟମନ୍ତ୍ରୀ ମନ୍ତ୍ରୀଙ୍କୁ ମିଶାଇ ମୋଟ 13 ଟି ଜିଲ୍ଲା ରୁ 16 ଜଣ ଶପଥଗ୍ରହଣ କରିଥିଲେ। ବାକି…