
ଧର୍ମଗଡ଼ ( ହେମନ୍ତ କୁମାର ମାଝୀ)ଧର୍ମଗଡ଼ ସହରରେ ଅଣ୍ଡଭୂତ ପୂର୍ବକ ତ୍ରିରଙ୍ଗା ଶୋଭାଯାତ୍ରା ।ଧର୍ମଗଡ଼ ତା ୧୨/୮/୨୫ ସ୍ଵାଧୀନତା ରେ ଦେଶ ପାଇଁ ବଳିଦାନ ଦେଇଥିବା ସହିତ ମାନଙ୍କୁ ମନେପକାଇ ଵା ଓ ଯୁବପିଢି ମଧ୍ୟରେ ଜାତୀୟତାର ମନୋଭାବ ରାଷ୍ଟ୍ରିୟ ଭାବନା ଜାଗରଣ ଜାଗ୍ରତ କରିବାର ଅଭିପ୍ରାୟ ନେଇ ତଥା ଭାରତର ଯଶ୍ଵଶୀ ନରେନ୍ଦ୍ର ମୋଦୀ ଙ୍କ ହରଘର ତ୍ରିରଙ୍ଗା ସନ୍ଦେଶ କୁ ନେଇ ଏକ ବିଶାଳ ତ୍ରିରଙ୍ଗା ଯାତ୍ରା ଧର୍ମଗଡ଼ ବିଜ୍ଞାପିତ ଅଂଚଳ ପକ୍ଷରୁ ଆହୋଜିତ ହେଉଥିଲା
ମାନ୍ୟବର ବିଧାୟକ ଶ୍ରୀ ସୁଧୀର ରଞ୍ଜନ ପାଟ୍ଟଯୋଷୀ ଙ୍କ ନେତୃତ୍ବରେ ଉକ୍ତ ବିଶାଳ ତ୍ରିରଙ୍ଗା ଯାତ୍ରା ମାଁ ଭଣ୍ଡାର ଘରଣୀ ଙ୍କ ପିଢରୁ ଆରମ୍ଭ ହୋଇ ସହର ପରିକ୍ରମା କରିଥିଲା ରାଜନୈତିକ କର୍ମୀ ପ୍ରସାଶନିକ ଅଧିକାରୀ ଶିକ୍ଷାବିତ ମହାବିଦ୍ୟାଳୟ ଓ ବିଦ୍ୟାଳୟ ଛାତ୍ରଛାତ୍ରୀ ଜନସାଧାରଣ ସ୍ଵେଚ୍ଛାକୃତ ଭାବେ ଏହି ତ୍ରିରଙ୍ଗା ଯାତ୍ରା ରେ ସାମିଲ ହୋଇଥିଲେ ଧର୍ମଗଡ଼ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ ତହସିଲଦାର କିତ୍ରି ପ୍ରଧାନ ନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ବମ୍ବର ମିଶ୍ର ଏନ୍ ଏ ସି ଅଧ୍ୟକ୍ଷତା ଅଶୋକ କୁମାର ମହାନ୍ତି ଙ୍କ ସମେତ ସାଧାରଣ ଜନତା ଏହି ଅଦ୍ଭୁତ ପୂର୍ବ ତ୍ରିରଙ୍ଗା ଯାତ୍ରା ରେ ସାମିଲ ହୋଇଥିଲେ।