
ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଚିଙ୍ଗୁଡ଼ି ସର ରେ ବିଧାୟକ ପ୍ରତିନିଧ ରଜନୀକାନ୍ତ ସାସମଲ, ନବରଙ୍ଗପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ମୋତିରାମ ନାୟକ ନବରଙ୍ଗପୁର ଜିଲ ପପଡାହାଣ୍ଡି ବ୍ଲକ ଜଟାବାଲ ପଞ୍ଚାୟତ ଚିଙ୍ଗଡି ସର ଗ୍ରାମରେ କୋଟିଆ ଆଦିବାସୀ ସମାଜ ବିକାଶ ପରିଷଦର ଜିଲାସ୍ତରୀୟ ବୈଠକ
କୋଟିଆ ଆଦିବାସୀ ସମାଜ ବିକାଶ ପରିଷଦର ଜିଲାସ୍ତରୀୟ ବୈଠକ ଓଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଜିଲା ସଭାପତି କୈଳାଶ ଦୋରାଙ୍କ ସଭାପତିତ୍ବରେ ଅୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୁ ରୂପେ ଜିଲା ପରିଷଦ ଅଧକ୍ଷ ମୋତିରାମ ନାୟକ, ବ୍ଳକ ଉପାଧ୍ୟକ୍ଷ ସୁଶାନ୍ତ ସଭାପତି ଡମ୍ବରୁଧର ଜଣ୍ଡା, କୋରାପୁଟ ଜିଲା ସମ୍ପାକ ଗଙ୍ଗଧର ପାଙ୍ଗି, କୋରାପୁଟ ଜିଲା ସହସମ୍ପାଧକ ସୁବାଷ ବୁରୁଡି, କୋରାପୁଟ ଜିଲା କୋଷାଧ୍ଯକ୍ଷ ଘନଶ୍ୟାମ ବୁରୁଡି, ବୈପାରୀଗୁଡା ବ୍ଳକ ସଭାପତି ଜଗତ ରାୟ,ଜଟାବାଲ ଗ୍ରାମପଞ୍ଚାୟତ ନାଏବ ସରପଞ୍ଚ ଏମଡି ଜାହାଙ୍ଗୀର ପ୍ରମୁଖ ମଞ୍ଚାସୀନ ଥିଲେ ।
ସମାଜର ବିକାଶ, ଶିକ୍ଷାକ୍ଷେତ୍ର ଏବଂ ସମାଜିକ କ୍ଷେତ୍ରରେ ଉନ୍ନତି କରିବା କୋଟିଆ ସମାଜର ମୂଳ ଲକ୍ଷ୍ୟ ବୋଲି କୁହାଯାଇଛି। ବୈଠକରେ ନବରଙ୍ଗପୁର ଜିଲା ଉପସଭାପତି ତ୍ରିନାଥ ପାଇକ, ସମ୍ପାଧିକ ପୀତବାସ ଗାଣା, ଯୁଗ୍ମ ସମ୍ପାଧିକ ରବୀନ୍ଦ୍ର ତାଙ୍ଗୁଲ, କୋଷାଧ୍ୟକ୍ଷ ଖଗେଶ୍ୱର ପାଇକଙ୍କ ସହ ଗ୍ରାମବାସୀ ଉପସ୍ଥିତ ରହିଥିଲେ ।