
ହରଭଙ୍ଗା (ଚିତ୍ତରଞ୍ଜନ ସିଂହ) ମଥୁରା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କେଳକାଟ। ଠାରେ ପ୍ରଧାନ ଶିକ୍ଷକ ଶ୍ରୀ ଦୁଃଖୁ ଗାଇଗୌରିଆ ଙ୍କ ସଭାପତିତ୍ୟରେ ୩୭ ତମ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳନ କରା ଯାଇଅଛି,ଛାତ୍ର/ଛାତ୍ରୀ ଓ ଶିକ୍ଷକମାନେ ଉପସ୍ଥିତ ରହିଥିଲେ,ଶିକ୍ଷକ ଶ୍ରୀ ଅଭିମନ୍ୟୁ ଜେନା,ଗୋବର୍ଦ୍ଧନ ପ୍ରଧାନ,ତ୍ରିନାଥ ରାଉଳ,ବିଦାୟ ବନ୍ଧୁ ପୁରୋହିତ ଓ କର୍ମଚାରୀ ଧ୍ରୁବ ଚରଣ ସାହୁ,ମହାଦେବ ପ୍ତଧନ,ରଂଜନ ନାଏକ,ଉପସ୍ଥିତ ରହି ସାହାଯ୍ୟ କରିଥିଲେ, ବିଦ୍ୟାଳୟର।ପ୍ରତିଷ୍ଠାତା ସ୍ବର୍ଗତ ଚତୃ ଭୁଜ ପ୍ରଧାନ ଙ୍କ ଫଟୋ ଚିତ୍ର ରେ ପୁଷ୍ପଗୁଚ୍ଛ,ଧୂପ,ଦୀପ ପୂର୍ବକ ସଭା କାର୍ଯ ଆରମ୍ଭ କରାଯାଇଥିଲା,ଅଞ୍ଚଳର ବରପୁତ୍ର ମାନଙ୍କ ସ୍ମୃତି ଚରଣକରି,ତାଙ୍କ ଅତୀତ ରସ୍ମୃତି ଚାରଣ କରାଯାଇଥିଲା lଶିକ୍ଷକ ଅଭିମନ୍ୟୁ ଜେନା ଧନ୍ୟବାଦ୍ ଅର୍ପଣ କର୍ୟକୁ ତୁଲାଇଥିଲେ