ପୁରୀ :୧୬.୫(ମନୋଜ କୁମାର ବଳିୟାରସିଂ)ରିଖ ଶୁକ୍ରବାର ସମଗ୍ର ଶ୍ରୀକ୍ଷେତ୍ର ରେ ଦ୍ଵିତୀୟ ଶ୍ରୀ ଜଗନ୍ନାଥ ଧାମ କୁ ବିରୋଧ କରି ମମତା ବାନାର୍ଜୀ ଙ୍କ ବିରୁଦ୍ଧରେ ଶ୍ରୀ ଜଗନ୍ନାଥ ଧାମ ପୁରୀରେ ବୁଲିଲା ତ୍ରିରଙ୍ଗା ଧର୍ମ ବଞ୍ଚାଅ ଯାତ୍ରା ଓ ରାଲି।ସିଂହଦ୍ଵାର ଠାରେ ଦାରୁ ଚୋରଣୀ ଓ ଧର୍ମ ଚୋରଣୀ ସ୍ଲୋଗାନ ସହ ମମତା ଙ୍କ କୁଶପୁତଳିକା ଦାହ କରଗଲା।

ସିପଶୁରବାଲି ଓ ସଙ୍କରପୁର ମୌଜାର ପାଞ୍ଚ (୫)ଏକର ଜାଗା ଜାହା ନବୀନ ସରକାରଙ୍କ ସମୟରେ ମମତା ଙ୍କୁ ଦିଆ ହୋଇଥିଲା ତାହାକୁ ଶ୍ରୀ ଜଗନ୍ନାଥଙ୍କ ବାନା ପୋତି ଦଖଲକଲା ଶ୍ରୀ ଜଗନ୍ନାଥ ସେନା ।

ଏହି ଜାଗାରେ ଗରିବ ଭକ୍ତ ମାନଙ୍କ ନିମନ୍ତେ ମାଗଣା ନିଶୁଳ୍କ ଧର୍ମଶାଳା ଓ ଯାତ୍ରୀ ନିବାସ କରିବା ସହ ଏହି ଜାଗାର ଲିଜ ତୁରନ୍ତ ବାତିଲ କରିବାକୁ ସରକାର ଙ୍କ ନିକଟରେ ଦାବି କରଗଲା।ସରକାର ପଦକ୍ଷେପ ନନେଲେ ସୁପ୍ରିମକୋର୍ଟ ଯିବ ଶ୍ରୀ ଜଗନ୍ନାଥ ସେନା।ଶ୍ରୀ ଜଗନ୍ନାଥ ସେନା ର ଆବାହକ ପ୍ରିୟଦର୍ଶନ ପଟନାୟକ ନିଜର ମତ ରଖିଥିଲେ