
ପୁରୀ : ୧.୫(ମନୋଜ କୁମାର ବଳିଆରସିଂ )ଗୁରୁବାର ସକାଳ ୮.୩୦ ସମୟରେ ବାବା ଆଖଣ୍ଡଳମଣି ଅଟୋଚାଳକ ଆସୋସିଏସନ ତରଫରୁ ମହାସମାରୋହରେ ଶ୍ରମିକ ଦିବସ ପାଳନ କରାଯାଇଛି।ସଂଘର ସଭାପତି ଶ୍ରୀଯୁକ୍ତ ପ୍ରମୋଦ କୁମାର ଜେନା ଙ୍କ ଦ୍ଵାରା ପତାକା ଉତ୍ତଳନ କରଯାଇଥିଲା।ସଂଘର ସମ୍ପାଦକ ଶ୍ରୀ ଦାଶରଥି ସାହୁ,ଉପସଭାପତି ବିନାୟକ ପଟନାୟକ,ସହ ସମ୍ପାଦକ ମହେନ୍ଦ୍ର ବେହେରା,କୋଷାଧ୍ୟକ୍ଷ ସୁରେଶ ପାତ୍ର, ଦିନ ମହମ୍ମଦ, ରୁଦ୍ରନାରାୟଣ ଜେନା,ଦୁଃଶାସନ ସାହୁ,ସନ୍ତୋଷ ମହାପାତ୍ର, ସୋମନାଥ ସାହୁ ଏବଂ ସମସ୍ତ ସଭ୍ୟମାନେ ଉପସ୍ଥିତ ଥିଲେ ।ସମସ୍ତ ସଦସ୍ୟ ମାନେ ସ୍ଲୋଗାନ ଏବଂ କରତାଳି ଦେଇ ଉତ୍ସାହିତ କରିଥିଲେ।