Skip to content
ଓଜେଇଇ-୨୦୨୫ ଫଳାଫଳ ପ୍ରକାଶିତ,ଗତ ମେ ୨ ତାରିଖରେ ଓଜେଇଇ ପରୀକ୍ଷା ଆରମ୍ଭ ହୋଇଥିଲା। ୧୨ ତାରିଖ ଯାଏ ଏହା ୩ଟି ସିଫ୍ଟରେ ଜାରି ରହିଥିଲା। ସମସ୍ତ ପରୀକ୍ଷା କମ୍ପ୍ୟୁଟର ବେସ୍ଡ ଟେଷ୍ଟ (ସିବିଟି) ମୋଡ୍ରେ ହୋଇଥିଲା
June 11, 2025 00:38:26
ବିଲ୍ କରିବା ପାଇଁ ଲାଞ୍ଚ ନେଇ ଧରାପଡ଼ିଲେ ସହକାରୀ ଯନ୍ତ୍ରୀ,କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ସୁଚିସ୍ମିତା ପରିଜା ଜଣେ ଗ୍ରାମ ସାଥୀଙ୍କ ଠାରୁ ମନରେଗା କାମରେ ଫାଇନାଲ ବିଲ କରିବା ପାଇଁ ଶେଷ କିସ୍ତି ୮ ହଜାର ଟଙ୍କା ନେବା ବେଳେ ଭିଜିଲାନସ୍ ଟିମ୍ ହାବୁଡ଼ରେ ଧରାପଡ଼ିଛନ୍ତି।
June 11, 2025 00:36:03