ହରଭଙ୍ଗା (ଚିତ୍ତରଞ୍ଜନ ସିଂହ)୪ କେଜି ଗଂଜେଇ ସହ ଅଭିଯୁକ୍ତ ଗିରଫ। ସୂଚନା ଅନୁଯାୟୀ ଗତ କାଲି ବୌଦ୍ଧ ଥାନା ଅନ୍ତର୍ଗତ ରାମଗଡ଼ ଗ୍ରାମ ର ସନତ ନାୟକ ଏକ ଦୁଇ ଚକିଆ ଗାଡ଼ିରେ ୪ କେଜି ଗଂଜେଇ ନେଇ ଧଳପୁର ବ୍ରିଜ ଦେଇ ଆଠମଲ୍ଲିକ ଯାଉଥିବା ସମୟ ରେ ହରଭଙ୍ଗା ପୋଲିସ ଦ୍ୱାରା ଧରାପଡ଼ିଥିଲେ।ପୋଲିସ ଆସାମୀ କୁ ଗିରଫ କରି ଜେ ଏମ ଏଫ ସି କୋର୍ଟ ଚାରିଛକ କୁ ଚାଲାଣ କରିଥିବା ସୂଚନା ମିଳିଛି।
୪ କେଜି ଗଂଜେଇ ସହ ଅଭିଯୁକ୍ତ ଗିରଫ
Related Posts
ବିରଞ୍ଚି ନାଏକ ହତ୍ୟା କାଣ୍ଡ ର ପର୍ଦ୍ଦାଫାସ କଲା କେସିଙ୍ଗା ପୋଲିସ
କେସିଙ୍ଗା : (ପ୍ରୀତେଶ ପଟେଲ)ଗତ ୧୩ ତାରିଖ ରେ କେସିଙ୍ଗା ଥାନା ଅନ୍ତର୍ଗତ ପରେଲସିଙ୍ଗା ପଞ୍ଚାୟତ ରହେନ ପଡା ନିବାସୀ ବିରଞ୍ଚି ନାଏକ ଙ୍କ ମୃତ ଦେହ ବଜର ଗଡ ଜୋର୍ ରେ ପଡ଼ିଥିଲା ।ସେହି ଦିନ ନିର୍ବାଚନ ଥିବାରୁ ପୋଲିସ…
ବୌଦ୍ଧ ରେ ଗଂଜେଇ କାରବାର ରେ ରୋକ ଲଗାଇଲା ଅବକାରୀ,୧୦ କ୍ଯୁଣ୍ଟାଲ ରୁ ଉର୍ଦ୍ଧ ଗଞ୍ଜେଇ ସହିତ ୨ ବାଇକ ଜବତ
ହରଭଙ୍ଗା (ଚିତ୍ତରଞ୍ଜନସିଂ):ବୌଦ୍ଧ ଅବକାରୀ ସ୍କ୍ୱାର୍ଡ ର ବଡ଼ ସଫଳତା l ଜିଲ୍ଲାରେ ଗଂଜେଇ କାରବାର ରୋକ ଲଗାଇ ୧ କୋଟି ରୁ ଉର୍ଦ୍ଧ ଟଙ୍କାର ଗଂଜେଇ ଜବଦ କରିବାରେ ସଫଳ ହୋଇଛି ବୌଦ୍ଧ ଅବକାରୀ ବିଭାଗ l ସୂଚନା ଅନୁଯାଇ ମଙ୍ଗଳବାର…