ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେଇଛନ୍ତି ସମ୍ବଲପୁରର ପୂର୍ବତନ ବିଧାୟିକା ଡକ୍ଟର ରାସେଶ୍ୱରୀ ପାଣିଗ୍ରାହୀ। ସେ ନିଜର ଇସ୍ତଫା ପତ୍ର ଦଳି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ଦୀର୍ଘ ଦିନ ଧରି ସେ ବିଜେଡିରେ ଅଣଦେଖା କରାଯାଉଥିବାରୁ ଏବଂ ଚଳିତ ଥର ତାଙ୍କୁ ବିଜେଡି ଟିକେଟ ନ ଦେବାରୁ ସେ ଇସ୍ତଫା ଦେଇଥିବା ଜଣାଯାଇଛି।ସମ୍ବଲପୁରରେ ବିଜେଡି ପକ୍ଷରୁ ରୋହିତ ପୂଜାରୀଙ୍କୁ ପ୍ରାର୍ଥୀ କରାଯାଇଛି।
ବିଜେଡିରୁ ଇସ୍ତଫା ଦେଲେ ସମ୍ବଲପୁରର ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ
Related Posts
ନାକଟିଦେଉଲରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର,ପ୍ରଣବ ପଚାରିଲେ ବିଜେପିର ୧୫ ଲକ୍ଷ କୁଆଡେ ଗଲା
ଶପଥଗ୍ରହଣ ପରେ ପ୍ରଥମେ ବିଜୁଳି ବିଲ୍ ଛାଡ଼ ଘୋଷଣାରେ ଦସ୍ତଖତ କରିବି : ମୁଖ୍ୟମନ୍ତ୍ରୀ ସମ୍ବଲପୁର: (ସଞ୍ଜୟ ମହାନ୍ତି )ନାକଟିଦେଉଳରେ ଶୁକ୍ରବାର ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀଙ୍କୁ…
ଗାଁ ମୁଁହା ପ୍ରାର୍ଥୀ, ପରଖୁଛନ୍ତି ଭୋଟର,ଜମୁଛି ମଦ ମାଂସର ଆସର
ହରଭଙ୍ଗା ୧୭ /୦୫ (ଚିତ୍ତ ରଞ୍ଜନ ସିଂ )ଆସନ୍ତା 20 ତାରିଖ ରେ ହେବାକୁ ଥିବା ଦିତ୍ୱୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ କୁ ନେଇ ବୌଦ୍ଧ ରାଜନୀତି ସରଗରମ ହୋଇ ଉଠୁଛି।ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଦଳର…