ଭୁବନେଶ୍ୱର : ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି। ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାଜପୁରରୁ ସୁଜାତା ସାହୁ, ସୁକିନ୍ଦାରୁ ପ୍ରୀତିରଞ୍ଜନ ଘଡାଇ, ବିଷମକଟକ ଜଗନ୍ନାଥ ସାରକା, ଗୁଣପୁର ରଘୁନାଥ ଗମାଙ୍ଗ, ରାୟଗଡା ଅନସୂୟା ମାଝୀ, ବରଗଡ ଦେବେଶ ଆଚାର୍ଯ୍ୟ, ବିଜେପୁର ରିତା ସାହୁ, ଅତାବିରା ସ୍ନେହାଙ୍ଗିନୀ ଛୁରିଆ, ଭଟଲି ସୁଶାନ୍ତ ସିଂହ, ଜଳେଶ୍ୱର ଅଶ୍ୱିନୀ ପାତ୍ର, ବସ୍ତା ସୁବାସିନୀ ଜେନା, ଭଣ୍ଡାରିପୋଖରୀରୁ ସଞ୍ଜୀବ ମଲ୍ଲିକ, ଭଦ୍ରକ ପ୍ରଫୁଲ୍ଲ ସାମଲ, ବାସୁଦେବପୁର ବିଷ୍ଣୁବ୍ରତ ରାଉତରାୟ, ଧାମନଗର ସଞ୍ଜୟ ଦାସ, ଚାନ୍ଦବାଲି ବ୍ୟୋମକେଶ ରାୟ, ବିଂଝାରପୁର ପ୍ରମିଳା ମଲ୍ଲିକ, ଧର୍ମଶାଳା ପ୍ରଣବ ବଳବନ୍ତରାୟ, ଢେଙ୍କାନାଳରୁ ସୁଧୀର ସାମଲ, କାମାକ୍ଷାନଗର ପ୍ରଫୁଲ୍ଲ ମଲ୍ଲିକ, ପର୍ଜଙ୍ଗ ନୃସିଂହ ସାହୁ, ପାଲଲହଡା ମୁକେଶ ପାଲ, ଛେଣ୍ଡିପଦା ସୁଶାନ୍ତ ବେହେରା, ସୋନପୁର ନିରଞ୍ଜନ ପୂଜାରୀ, ଲୋଇସିଂହା ନିହାର ବେହେରା, ପାଟଣାଗଡ ସରୋଜ ମେହେର, ବଲାଙ୍ଗୀର କଲିକେଶ ନାରାୟଣ ସିଂହଦେଓ, ଟିଟିଲାଗଡ ଟୁକୁନି ସାହୁ, ନୂଆପଡା ରାଜେନ୍ଦ୍ର ଢୋଲକିଆ, ଉମରକୋଟ ନବୀନା ନାଏକ, ଝରିଗାଁ ରମେଶ ମାଝୀ, ନବରଙ୍ଗପୁର କୌଶଲ୍ୟା ପ୍ରଧାନୀ, ଡାବୁଗାଁ ମନୋହର ରନ୍ଧାରୀ, ଲାଞ୍ଜିଗଡ ପ୍ରଦୀପ ଦିଶାରୀ, ଜୁନାଗଡରୁ ଦିବ୍ୟଶଙ୍କର ମିଶ୍ର, ଧର୍ମଗଡ ପୁଷ୍ପେନ୍ଦ୍ର ସିଂହଦେଓ, ଭବାନୀପାଟଣା ଲତିକା ନାଏକ, ଜି.ଉଦୟଗିରି ସାଲୁଗା ପ୍ରଧାନା
ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି,ଯାଜପୁର ରୁ ସୁଜାତା ସାହୁ
Related Posts
ବିଜେପି ତରଫରୁ ଲୋକ ସଭା ପ୍ରାର୍ଥୀନୀ ଓ ଧର୍ମଗଡ ବିଧାନସଭା ପ୍ରାର୍ଥୀ ରୋଡ଼ ସୋ
ଧର୍ମଗଡ଼ ତା ୯/୫(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସହରରେ ଭାରତୀୟ ଜନତା ପାର୍ଟି ତରଫରୁ ଏକ ରୋଡ଼ ସୋ ଓ ପଥପ୍ରାନ୍ତ ସଭା ମାଧ୍ୟମରେ ଭୋଟ ଭିକ୍ଷା କରିବାକୁ ଲୋକ ସଭା ପ୍ରାର୍ଥୀନୀ ମାଲଵିକା ଦେଓ ଓ ଧର୍ମଗଡ ବିଧାନସଭା…
ତୃତୀୟ ଥର ପାଇଁ କହ୍ନେଇ, ହ୍ୟାଟ୍ରିକ ଲକ୍ଷ ରେ ମହୀଧର ଓ ଆତ୍ମସମ୍ମାନ ଅପେକ୍ଷା ରେ କଂଗ୍ରେସ ର ସରୋଜ
ହରଭଙ୍ଗା –( ଚିତ୍ତରଞ୍ଜନ ସିଂହ ) ଓଡିଶାର ଦ୍ଵିତୀୟ ପର୍ଯ୍ୟାୟର ପ୍ରାର୍ଥୀପତ୍ର ପ୍ରତ୍ୟାହାର ଏବଂ ଚୂଡାନ୍ତ ପ୍ରାର୍ଥୀ ତାଲିକା ପରେ ଚଳଚଞ୍ଚଳ ହୋଇଛି ନିର୍ବାଚନ କ୍ଷେତ୍ର । ଏଦିଗରେ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡ଼ି,ବିଜେପି ଓ କଂଗ୍ରେସର…