ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ଅରିନ୍ଦମ ରାୟ ଶୁକ୍ରବାର ଦଳରୁ ଇସ୍ତଫା ଦେଇଛନ୍ତି। ସାଧାରଣ ସମ୍ପାଦକ ପଦ ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଅରିନ୍ଦମ ଇସ୍ତଫା ଦେଇଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସେ ନିଜ ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ଦଳର ସାଧାରଣ ସଂପାଦକ ପଦ ସହିତ ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ଅପରପକ୍ଷେ ସେ ବିଜେପିରେ ଯୋଗ ଦେଇ ଥିବା ସୂଚନା ମିଳିଛି
ବିଜେଡି ଛାଡିଲେ ଅଭିନେତା ଅରିନ୍ଦମ ରାୟ ,ସଭାପତି ଙ୍କୁ ପଠାଇଲେ ଇସ୍ତଫା
Related Posts
ଅଳ୍ପକେ ବଞ୍ଚିଲା ବୃଦ୍ଧା ଓ ଜୁସବାଲାର ଜୀବନ
( ମେଡ଼ିକାଲ ସମ୍ମୁଖ ମୂଖ୍ୟ ଗେଟ ପାଖରେ କାର ପଶିଲା ଜୁସ ଦୋକାନ ଭିତରେ) କେସିଙ୍ଗା : (ପ୍ରୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ଏନ୍ ଏଚ ୨୬ ରାସ୍ତା କଡ଼ରେ ଥିବା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ମୂଖ୍ୟ ଗେଟ ସମ୍ମୁଖରେ…
ଜଙ୍ଗଲରେ ବୁଲୁଛନ୍ତି ୨୨ଟିକିଆ ହାତୀପଲ ,ସ୍ଥାନୀୟ ଲୋକେ ଆତଙ୍କ
ମୁନିଗୁଡା : (ରମାକାନ୍ତ ପୋଡାଲ )ରାୟଗଡା ଜିଲ୍ଲା ମୁନିଗୁଡା ରେଞ୍ଜ ଅନ୍ତର୍ଗତ ଅମ୍ବାଦଳା ଓ ଇଛାପୁର ପଞ୍ଚାୟତର ପୁରୁଣାପାଣି, ମାଳିଗା, ଡେଡିଙ୍ଗସୁରୁ, ବାମନଦେଓ ଓ କାର୍କାମାର୍କା ଅଞ୍ଚଳରରେ ଏକ ୨୨ଟିକିଆ ହାତିପଲ ବୁଲୁଥିବା ଦେଖିବାକୁ ମିଳିଛି । ଏହି ହାତିପଲରେ ୨ଟି…