କେବେ ସୁଧୁରିବ ଟ୍ରାଫିକ ସମସ୍ୟା,ପୁରୀ ନରେନ୍ଦ୍ରକୋଣ ନିକଟ ମଙ୍ଗଳାସାହି ଖରଖାଇ ବଜାର ନିକଟରେ ସବୁବେଳେ ରାସ୍ତା ଜାମ
ପୁରୀ: (ମନୋଜ କୁମାର ବଳିଆରସିଂ)ନରେନ୍ଦ୍ରକୋଣ ମଙ୍ଗଳାସାହି ଖରାଖାଇ ପରିବା ମାର୍କେଟ ଅଞ୍ଚଳରେ ସବୁଦିନ ପ୍ରବଳ ଭିଡ ଦେଖାଯାଉଛି। ସକାଳ ସମୟରେ ମାର୍କେଟରେ ଗ୍ରାହକ ଓ ବାଣିଜ୍ୟିକ ଯାନବାହନର ଭିଡ ଯୋଗୁଁ ରାସ୍ତା ପୁରା ଜାମ ହୋଇଯାଉଛି। ଲୋକମାନେ ଯାତାୟାତରେ ଅସୁବିଧା ଭୋଗୁଛନ୍ତି…