ଉଦଘାଟିତ ହୋଇଛି ହୋଟେଲ ଶ୍ୟାମୋରା

ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ )ଉଦଘାଟିତ ହୋଇଛି ହୋଟେଲ ଶ୍ୟାମୋରା। ପବିତ୍ର ରାଧାଷ୍ଟମୀ ଅବସରରେ ଯାଜପୁର ସହରର ବସ୍ତଷ୍ଟାଣ୍ଡ ନିକଟସ୍ଥ ଯଯାତିନଗର ରେ ଉଦଘାଟିତ ହୋଇଛି ହୋଟେଲ ଶ୍ୟାମୋରା। ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠକୁ ଆସୁଥିବା ପର୍ଯ୍ୟଟକଙ୍କ…