ଠାକୁର ଅଭିରାମ ପରମହଂସ ଦେବଙ୍କ ବାର୍ଷିକ ଉତ୍ସବ ଓ ସନାତନ ଧର୍ମ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ

ଢେଙ୍କାନାଳ, ୧/୯(ଶୁଭମ ପାଣି ) ଜଗଦ୍‌ଗୁରୁ ଠାକୁର ଅଭିରାମ ପରମହଂସ ଦେବଙ୍କ ଢେଙ୍କାନାଳ ଜିଲ୍ଲାସ୍ତରୀୟ ଭକ୍ତ ଗୋଷ୍ଠୀର ଏକ ସାଧାରଣ ସଭା ସଭାପତି ସୁଧାକର ଜେନାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଶ୍ରୀଶ୍ରୀ ଦଧିବାମନ ଜୀଉ ପ୍ରାଙ୍ଗଣରେ ଥିବା ଭାଗବତ ମଣ୍ଡପ ଠାରେ ଅନୁଷ୍ଠିତ…

କେସିଙ୍ଗା ରେଳ କର୍ତ୍ତୃପକ୍ଷଙ୍କ ସହ ବିଜେପି କର୍ମୀଙ୍କ ବୈଠକ

କେସିଙ୍ଗା (ପ୍ରୀତେଶ ପଟେଲ)୨୯ ଅଗଷ୍ଟ ଭୁବନନେଶ୍ୱର ଠାରେ ହୋଇଥିବା ଜେଡ ଆର ସି ସି ବୈଠକ ରେ ରାଜ୍ୟ ସଭା ସାଂସଦ ଶ୍ରୀ ସୁଜିତ କୁମାର ସେଠ ଙ୍କ ଦ୍ୱାରା କେସିଙ୍ଗା ରେଲୱେ ଷ୍ଟେସନ ର ବିଭିନ୍ନ ସମସ୍ୟା ବିଷୟରେ ଚର୍ଚା…

ପ୍ରଧାନମନ୍ତ୍ରୀ ଙ୍କ ମାଁ ପ୍ରତି ଅଶାଳୀନ ମନ୍ତବ୍ୟ ବିରୋଧରେ ବିଜେପି ର ପ୍ରତିବାଦ

ଧର୍ମଗଡ ୦୧/୯(ହେମନ୍ତ କୁମାର ମାଝୀ) କିଛିଦିନ ତଳେ ବିହାର ରାଜ୍ୟ ର ଦରଭଙ୍ଗା ରେ ଏକ ଜନସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧି ଙ୍କ ନେତୃତ୍ୱରେ କଂଗ୍ରେସ ଦଳ ତରଫରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ମାତା ଙ୍କ…

ବିଚ୍ ରାସ୍ତାରେ ମହିଳାଙ୍କୁ ଆକ୍ରମଣ

କଟକ : କଟକ ଜିଲ୍ଲା ନେମାଳ ଥାନା ବନ୍ଧୁପୁର  ରେ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ମହିଳାଙ୍କୁ ବିଚରାସ୍ତା ରେ ଗୋଡେଇ ଗୋଡେଇ ରଡ଼ ରେ ଆକ୍ରମଣ କଲେ ଦୁର୍ବୁର୍ତ୍ତ l ବୟସ୍କ ମହିଳା ଜଣକ  ଗୁରୁତର ହେବାରୁ ପ୍ରଥମେ…

ଧର୍ମଗଡ ରେ ସ୍ୱାୟତ୍ତ ଶାସନ ଦିବସ

ଧର୍ମଗଡ଼ : ୩୧/୮( ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସରରେ ଏନଏସି ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇ ଯାଇଛି। କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ…

କେସିଙ୍ଗା ବିଜେପି ତରଫରୁ ରାହୁଲ ଗାନ୍ଧୀ ଓ ମଲ୍ଲିକା ଅର୍ଜୁନ ଙ୍କ କୁଶ ପୁତ୍ତଳିକା ଦାହ

କେସିଙ୍ଗା (ପ୍ରୀତେଶ ପଟେଲ) ଗତ କିଛି ଦିନ ତଳେ ବିହାର ରାଜ୍ଯ ର ଦରଭଙ୍ଗା ରେ ବିରୋଧି ଦଳ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳ ର ସଭାପତି ମଳିକା ଅର୍ଜୁନ ଖରଗେ ଙ୍କ ନେତୃତ୍ବରେ ଏକ ରେଲି ରେ…

ବନ ବିଭାଗ ଦ୍ଵାରା ଜଙ୍ଗଲି କୁଟୁରା ଉଦ୍ଧାର ‌‌

ନୂଆପଡ଼ା : କୋମନା ରେଞ୍ଜ ଭରୁଆମୁଣ୍ଡା ଗାଁରୁ ଏକ କୁଟୁରା ବନ ବିଭାଗ ଉଦ୍ଧାର କରିଛି । ବର୍ତ୍ତମାନ କୁଟୁରାଟି ସମ୍ପୂର୍ଣ୍ଣ ସୁସ୍ଥ ରହିଛି । ବନ ବିଭାଗ କାର୍ଯ୍ୟାଳୟରେ ଫରେଷ୍ଟର ଉତ୍ତମ ମେହେର, ପାରା ଫରେଷ୍ଟ ଷ୍ଟାଫ ସାଗର ଠେଲା…