କୋଶାଗୁମୁଡ଼ାରେ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣି ଶିବିର

ନବରଙ୍ଗପୁର ତା୨୮.୦୭ଆଜି   କୋଶାଗୁମୁଡ଼ା ପଂଚାୟତ ସମିତି ସମ୍ମିଳନୀ ଗୃହରେ  ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଏବଂ ଆରକ୍ଷୀ ଅଧିକ୍ଷକ ମଡକର୍ ସନ୍ଦୀପ ସମ୍ପତଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ  ଅତିରିକ୍ତ ଜିଲ୍ଲାପାଳ ତପନ…

ହରଭଙ୍ଗା ଠାରେ ନିର୍ମାଣଧୀନ ପାନୀୟ ଜଳପ୍ରକଳ୍ପ ପରିଦର୍ଶନ କଲେ ମୁଖ୍ୟ ଯନ୍ତ୍ରୀ 

ହରଭଙ୍ଗା ; ୨୮/0୭  (ଚିତ୍ତ ରଞ୍ଜନ ସିଂ)ରବିବାର ଦିନ ୨  ଘଂଟିକା ସମୟରେ ହରଭଙ୍ଗା ନିକଟରେ ମହାନଦୀରେ ନିର୍ମାଣାଧିନ ପାନୀୟ ଜଳ ପ୍ରକଳ୍ପର ପରିଦର୍ଶନ କଲେ RWSS ମୁଖ୍ୟଯନ୍ତ୍ରୀ   ନାରାୟଣ ପ୍ରସାଦ ଗାନ୍ଧୀ। ଉକ୍ତ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ସାରିବା ପାଇଁ…

ଓଡିଶା ରାଜସ୍ଵ ଅମଲା ସଂଘ ଜିଲ୍ଲା ଶାଖା କନ୍ଧମାଳର ସାଧାରଣ ପରିଷଦ ବୈଠକ

କନ୍ଧମାଳ :୨୭/୦୭ଆଜି କନ୍ଧମାଳ ଜିଲ୍ଲାର ଫୁଲବାଣୀ ସଦର ମହକୁମା ସମ୍ମନିତ ଆଦିବାସୀ ଜନଜାତି ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷ ଠାରେ ଓଡିଶା ରାଜସ୍ଵ ଅମଲା ସଂଘ ଜିଲ୍ଲା ଶାଖା କନ୍ଧମାଳ ର ଏକ ସାଧାରଣ ପରିଷଦ ବୈଠକ ଜିଲ୍ଲା ଅଧକ୍ଷ୍ୟ ଶ୍ରୀ…

ଅଲ ଓଡିଶା ଅଙ୍ଗନୱାଡି ଲେଡ଼ିଜ ୱାର୍କରସ ଏସୋସିଏସନ ନବରଙ୍ଗପୁର ତରଫରୁ ବାର୍ଷିକ ସମ୍ମିଳନୀ

ନବରଙ୍ଗପୁର: ୨୭/0୭ (ବେଣୁ ଗୋପାଳ ରାଓ)ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଅଲ ଓଡିଶା ଅଙ୍ଗନବାଡି ଲେଡିଜ ୱାର୍କରସ ଆସୋସିଏସନ ନବରଙ୍ଗପୁର ଜିଲ୍ଲା ତରଫରୁ ତା୨୭.୦୭.୨୦୨୫ରିଖ ନବରଙ୍ଗପୁର ଜିଲ୍ଲା ୨୭-ତମ ବାର୍ଷିକ ସମ୍ମିଳନୀ ବୈରବ କଲ୍ୟାଣ ମଣ୍ଡପ ଗରାମୁଣ୍ଡା, ନବରଙ୍ଗପୁର ଠାରେ…