ଷ୍ଟେଟ ବ୍ୟାଙ୍କ ATM ସାମ୍ନା ରେ କୁଢ଼ କୁଢ଼ ମଇଳା ଗ୍ରାହକ ଅସନ୍ତୋଷ

ହରଭଙ୍ଗା ୧୭/୦୭ (ଚିତ୍ତ ରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକ ବଜାର ଠାରେ ଥିବା ଷ୍ଟେଟ ବ୍ୟାଙ୍କ ATM ସାମ୍ନା ରେ କୁଢ଼ କୁଢ଼ ମଇଳା। ଗ୍ରାହକ ଙ୍କ ମନରେ ଅସନ୍ତୋଷ। ହରଭଙ୍ଗା ବ୍ଲକ ର ଚାରିଛକ ବଜାର…

ନବରଙ୍ଗପୁର ସହର ସ୍ଥିତ ଦଶହରାପଦା ଶ୍ମଶାନ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ନବରଙ୍ଗପୁର,:୧୭.୦୭.୨୦୨୫ ରିଖ: ନବରଙ୍ଗପୁର ସହର ସ୍ଥିତ ଦଶହରାପଦା ଶ୍ମସାନ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା ! ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ସହର ର ବରିଷ୍ଠ ସମାଜସେବୀ ନନ୍ଦ ନାୟକ,ଜଗନ୍ନାଥ ଵାଘେ, ଓ ପଟେଲ ମାର୍ଗ ର ଯୁବକ…

ବୌଦ୍ଧ ରେ ଓଡିଶା ବନ୍ଦ ର ପ୍ରଭାବ ଶାନ୍ତିପୂର୍ଣ୍ଣ ଭାବେ ପାଳନ

ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ) ବାଲେଶ୍ୱର ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣାରେ କଂଗ୍ରେସ ଆଜି ଓଡିଶା ବନ୍ଦ ଡାକରା ଦେଇଛି । ବୌଦ୍ଧ ଜିଲ୍ଲାରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବ୍ୟବସାୟିକ…

୩୭ ତମ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳନ

ହରଭଙ୍ଗା (ଚିତ୍ତରଞ୍ଜନ ସିଂହ) ମଥୁରା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କେଳକାଟ। ଠାରେ ପ୍ରଧାନ ଶିକ୍ଷକ ଶ୍ରୀ ଦୁଃଖୁ ଗାଇଗୌରିଆ ଙ୍କ ସଭାପତିତ୍ୟରେ ୩୭ ତମ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳନ କରା ଯାଇଅଛି,ଛାତ୍ର/ଛାତ୍ରୀ ଓ ଶିକ୍ଷକମାନେ ଉପସ୍ଥିତ ରହିଥିଲେ,ଶିକ୍ଷକ ଶ୍ରୀ…

ଓଡିଶା ବନ୍ଦ ର ପ୍ରଭାବ କେସିଙ୍ଗା ରେ ସଫଳ ,ଅଖଚକ ସବୁ ବନ୍ଦ

କେସିଙ୍ଗା: ୧୭/୦୭ ( ପ୍ରୀତେଶ ପଟେଲ )ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ କଂଗ୍ରେସ ନେତା ଓ କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଛନ୍ତି। କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ପ୍ରାଣୀ ଚିକିତ୍ସାଳୟ ନିକଟରେ କଂଗ୍ରେସ ଟାଉନ ସଭାପତି ସୁଭାଷ ଚନ୍ଦ୍ର…

ଜିଲ୍ଲା ମତ୍ସ୍ଯ ଫାର୍ମ ଠାରେ ମାଛ ଜାଆଁଳ ଉତ୍ପାଦନ ନିମନ୍ତେ କୃତ୍ରିମ ପ୍ରଜନନ ଅନୁଷ୍ଠିତ, ଯୋଗଦେଲେ ବିଧାୟକ ତଥା ମୁଖ୍ୟ ସଚେତକ

ହରଭଙ୍ଗା (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ମତ୍ସ୍ଯ ଫାର୍ମ ଠାରେ ମାଛ ଜାଆଁଳ ଉତ୍ପାଦନ ନିମନ୍ତେ କୃତ୍ରିମ ପ୍ରଜନନ ପାଇଁ ଟିକା କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ…

ଆନ୍ତଃଜିଲ୍ଲା ସାହାଣି କପ୍‌ ଫୁଟ୍‌ବଲ୍‌ ଚଂପିଆନସିପ ଉଦ୍‌ଘାଟିତ ସମ୍ବଲପୁର ଓ ବୌଦ୍ଧ ବିଜୟୀ

ହରଭଙ୍ଗା (ଚିତ୍ତରଞ୍ଜନ ସିଂହ) ଓଡିଶା ଫୁଟବଲ ଆସୋସିଏସନ ଓ ରାଜ୍ୟ କ୍ରୀଡା ଯୁବ ବ୍ୟାପାର ବିଭାଗ ସହାୟତାରେ ବୌଦ୍ଧ ଜିଲ୍ଲା ଏଥଲେଟିକ ଆସୋସିଏସନ ଦ୍ୱାରା ଆୟୋଜିତ ୬୪ତମ ଆନ୍ତଃ ଜିଲ୍ଲା ସାହାଣି କପ୍‌ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ବୌଦ୍ଧ ଜିଲ୍ଲା ଷ୍ଟାଡିୟମ ଠାରେ…