ଓଡ଼ିଶା ବନ୍ଦ: ସବୁଠି ପଡ଼ିଲା ପ୍ରଭାବ, ଗଡ଼ିଲାନି ଅଖ ଚକ, ଦୋକାନ ବଜାର ବନ୍ଦ ଲୋକେ ହନ୍ତସନ୍ତ, ବାଦ୍ ପଡିନି ସତ୍ୟବାଦୀ

ପୁରୀ ୧୭ /୦୭ (ମନୋଜ କୁମାର ବଳିଆରସିଂ)ଅଖିଳ ଭାରତୀୟ କଂଗ୍ରେସ କମିଟିର ତତ୍ତ୍ବାବଧାନରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ସାରା ରାଜ୍ୟରେ ଆନ୍ଦୋଳନ ଓ ରାସ୍ତାରୋକ ସତ୍ୟବାଦୀ ବ୍ଲକ୍ ନିକଟସ୍ଥ ବ୍ଲକ୍ ଛକ ନିକଟରେ ପୂର୍ବ ନିଷ୍ପତ୍ତି କ୍ରମେ…

ସୌମ୍ୟାଶ୍ରୀ ବିଶିଙ୍କୁ ନ୍ୟାୟ ଦାବିରେ କାଶୀପୁର ବ୍ଲକ କଂଗ୍ରେସ ର ୧୨ ଘଣ୍ଟିଆ ଓଡିଶା ବୋନ୍ଦ ପାଳନ

ସମଗ୍ର ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଥିବା ଘଟଣା ବର୍ତମାନ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ଘଟଣା। କାଶୀପୁର ( ଅଞ୍ଜନ କୁମାର ନାଏକ)ଓଡିଶା ରାଜନୀତି ମହଲ ରେ ନେତାମାନେ ସୌମ୍ୟାଶ୍ରୀ ଅଘଟଣ ରେ ନ୍ୟାୟ ପ୍ରତିବାଦ ରେ ଉଭୟଙ୍କୁ କାଦୁଅ ଫିଙ୍ଗା ଚାଲିଛି। ସୌମ୍ୟାଶ୍ରୀ…

କଂଗ୍ରେସର ବନ୍ଦ ପାଳନ

ମୁନିଗୁଡା ୧୭/୦୭ (ରମାକାନ୍ତ ପୋଡାଲ )ବାଲେଶ୍ୱର ଏଫଏମ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ  କଂଗ୍ରେସ ତରଫରୁ ଓଡିଶା ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହି ବନ୍ଦ ଡାକରା ରାୟଗଡ଼ା ଜିଲ୍ଲା ମୁନିଗୁଡା ସଦର ମହକୁମା ଓ ଅମ୍ବାଦଳା ଠାରେ ଶହ…

ଷ୍ଟେଟ ବ୍ୟାଙ୍କ ATM ସାମ୍ନା ରେ କୁଢ଼ କୁଢ଼ ମଇଳା ଗ୍ରାହକ ଅସନ୍ତୋଷ

ହରଭଙ୍ଗା ୧୭/୦୭ (ଚିତ୍ତ ରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକ ବଜାର ଠାରେ ଥିବା ଷ୍ଟେଟ ବ୍ୟାଙ୍କ ATM ସାମ୍ନା ରେ କୁଢ଼ କୁଢ଼ ମଇଳା। ଗ୍ରାହକ ଙ୍କ ମନରେ ଅସନ୍ତୋଷ। ହରଭଙ୍ଗା ବ୍ଲକ ର ଚାରିଛକ ବଜାର…

ନବରଙ୍ଗପୁର ସହର ସ୍ଥିତ ଦଶହରାପଦା ଶ୍ମଶାନ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ନବରଙ୍ଗପୁର,:୧୭.୦୭.୨୦୨୫ ରିଖ: ନବରଙ୍ଗପୁର ସହର ସ୍ଥିତ ଦଶହରାପଦା ଶ୍ମସାନ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା ! ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ସହର ର ବରିଷ୍ଠ ସମାଜସେବୀ ନନ୍ଦ ନାୟକ,ଜଗନ୍ନାଥ ଵାଘେ, ଓ ପଟେଲ ମାର୍ଗ ର ଯୁବକ…

ବୌଦ୍ଧ ରେ ଓଡିଶା ବନ୍ଦ ର ପ୍ରଭାବ ଶାନ୍ତିପୂର୍ଣ୍ଣ ଭାବେ ପାଳନ

ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ) ବାଲେଶ୍ୱର ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣାରେ କଂଗ୍ରେସ ଆଜି ଓଡିଶା ବନ୍ଦ ଡାକରା ଦେଇଛି । ବୌଦ୍ଧ ଜିଲ୍ଲାରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବ୍ୟବସାୟିକ…

୩୭ ତମ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳନ

ହରଭଙ୍ଗା (ଚିତ୍ତରଞ୍ଜନ ସିଂହ) ମଥୁରା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କେଳକାଟ। ଠାରେ ପ୍ରଧାନ ଶିକ୍ଷକ ଶ୍ରୀ ଦୁଃଖୁ ଗାଇଗୌରିଆ ଙ୍କ ସଭାପତିତ୍ୟରେ ୩୭ ତମ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳନ କରା ଯାଇଅଛି,ଛାତ୍ର/ଛାତ୍ରୀ ଓ ଶିକ୍ଷକମାନେ ଉପସ୍ଥିତ ରହିଥିଲେ,ଶିକ୍ଷକ ଶ୍ରୀ…

ଓଡିଶା ବନ୍ଦ ର ପ୍ରଭାବ କେସିଙ୍ଗା ରେ ସଫଳ ,ଅଖଚକ ସବୁ ବନ୍ଦ

କେସିଙ୍ଗା: ୧୭/୦୭ ( ପ୍ରୀତେଶ ପଟେଲ )ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ କଂଗ୍ରେସ ନେତା ଓ କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଛନ୍ତି। କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ପ୍ରାଣୀ ଚିକିତ୍ସାଳୟ ନିକଟରେ କଂଗ୍ରେସ ଟାଉନ ସଭାପତି ସୁଭାଷ ଚନ୍ଦ୍ର…