ନବରଙ୍ଗପୁର ରେ ଶ୍ରୀ ଶ୍ରୀ ସିରିଡ଼ି ସାଇବାବା ମନ୍ଦିର ରେ ଗୁରୁପୂର୍ଣ୍ଣିମା ପାଳିତ

ନବରଙ୍ଗପୁର :  ନବରଙ୍ଗପୁର ଚେଇନା ମାର୍କେଟରେ ସ୍ଥିତ ଶ୍ରୀ ସିରିଡ଼ି ସାଇ ବାବା ମନ୍ଦିର ରେ ଗୁରୁପୂର୍ଣ୍ଣିମା ପାଳିତ ହେଇଯାଇଛି ! ଏହି ଅବସରରେ ସକାଳରୁ ଆଳତି,ହୂମ,ଏବଂ କ୍ଷୀର ଅଭିଷେକ କରାଯିବା ସହ ମନ୍ଦିର ପରିଚାଳନା କମିଟି ତରଫରୁ ଦଶ ହଜାର…

କୋକସରା ଅବକାରୀ ବିଭାଗ ର ଚଢ଼ାଉ,୮ କେଜି ଗଞ୍ଜେଇ ଜବତ, ଅଭିଯୁକ୍ତ କୋର୍ଟ ଚାଲାଣ

ଧର୍ମଗଡ଼ : ୧୧/୭ ( ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ପୋଡାଗୁଡା ପଞ୍ଚାୟତ ଭାଳିଆଯୋର ଗ୍ରାମର ଅଭିରାମ ନାଏକ 54 ଗଞ୍ଜେଇ ଚାଲାଣ କରୁଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ଗଞ୍ଜେଇ ଜବତ କରିବା ସହ…

କାଙ୍କେରୀ ଠାରେ ବିଶ୍ଵ ଜନସଂଖ୍ୟା ଦିବସ ପାଳିତ

ଧର୍ମଗଡ଼:୧୧/୭ ( ହେମନ୍ତ କୁମାର ମାଝୀ) ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରିଡା ମନ୍ତ୍ରଣାଲୟ ଅଧିନସ୍ତ ମେରା ୟୁବା ଭାରତ କଳାହାଣ୍ଡି ତଥା କାଙ୍କେରୀ ମା ଡୁମେର୍ ମୁଡେନ୍ ଯୁବକ ସଂଘ ର ଆନୁକୁଲ୍ୟରେ କାଙ୍କେରୀ ଠାରେ ବିଶ୍ଵ ଜନସଂଖ୍ୟା…

ସ୍ତୁତିଗାନ ଆଶର ସମିଳନୀ ଅନୁଷ୍ଠିତ,ଶ୍ରୀକ୍ଷେତ୍ର ହିଁ ଜଗନ୍ନାଥ ଧାମ

ପୁରୀ :୧୨/୭ (ମନୋଜ କୁମାର ବଳିଆରସିଂ)ରିଖ କବି ପ୍ରବନ୍ଧିକ, ଲେଖକ ଓ ଗବେଷକ ଭକ୍ତ ଭାରତ ଭୂଷଣ ଙ୍କୁ ମିଳିଛି ଚଳିତ ବର୍ଷର ‘ଅଲଭ୍ୟ ପୁର୍ଣ୍ଣ ବ୍ରହ୍ମ ସମ୍ମାନ -୨୦୨୫’ ଏବଂ କଳା, ସଂସ୍କୃତି ,ସଂଗଠନ କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ…

ପୁରୀ ଅଠରନଳା ସ୍ଥିତ ଭଗବତୀ ବିଦ୍ୟା ନିକେତନର ଜ୍ଞାନ ବିଜ୍ଞାନ ମେଳା ପ୍ରଦର୍ଶିତ

ପୁରୀ: ୧୧/୦୭(ମନୋଜ କୁମାର ବଳିଆରସିଂ)ଅଠରନଳା, ଶିକ୍ଷାଶ୍ରୀ ଲେନ ସ୍ଥିତ ଭଗବତୀ ବିଦ୍ୟା ନିକେତନର ୨୬ତମ ଦୁଇ ଦିନିଆ ବାର୍ଷିକ ଜ୍ଞାନ ବିଜ୍ଞାନ ମେଳା ବିଦ୍ୟାଳୟ ପରିସରରେ ଉଦଘାଟିତ ହୋଇଛି। ଏହି ମେଳା ଆସନ୍ତା କାଲି ଉଯାପିତ ହେବ। ଏହି ମେଳାରେ ପ୍ରଥମ…