ଭାରତର ଏକତା ଅଖଣ୍ଡତା ଏବଂ ଶାନ୍ତି ପାଇଁ ନବରଙ୍ଗପୁର ରୁ ଉମ୍ରା ଯାତ୍ରା – ଏକ ଆତ୍ମିକ ଓ ଏକତାର ଯାତ୍ରା
ନବରଙ୍ଗପୁର :- ୧୩ ଜୁଲାଇ ୨୦୨୫ ତାରିଖ ନବରଙ୍ଗପୁର ଜିଲ୍ଲା ଏବଂ ତାହାର ଆଖପାଖ ଅଞ୍ଚଳରୁ ୧୦୫ ଜଣ ମୁସଲିମ ଭାଇ ଭଉଣୀ ମାନେ ଏକଠି ହୋଇ ଉମ୍ରା ଯାତ୍ରା ପାଇଁ ମକ୍କା ଓ ମଦିନା ଯିବାକୁ ପ୍ରସ୍ଥାନ କଲେ। ଏହି…