ରଥଯାତ୍ରା ପାଇଁ ମକ ଡ୍ରିଲ ଅନୁଷ୍ଠିତ

ପୁରୀ ୨୩/୬ (ମନୋଜ କୁମାର ବଳିଆରସିଂ )ଆଗାମୀ ରଥଯାତ୍ରା କୁ ଶୃଙ୍ଖଳିତ ତଥା ସୁରକ୍ଷିତ ଭାବେ ସମ୍ପର୍ଣ୍ଣ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସୁସମନ୍ୱୟ ର ଏକ ମକ ଡ୍ରିଲ ଆଜି ଟାଉନ ଥାନା ପରିସରର ସମନ୍ବିତ ନିୟନ୍ତ୍ରଣ କକ୍ଷ ବା…

ଦିଲ୍ଲୀ ଯୁବତୀଙ୍କୁ ଅସଦାଚରଣ ଘଟଣା: ବିଷ ଖାଇଲେ ଅଭିଯୁକ୍ତ,ଗିରଫ ପରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ

ଭୁବନେଶ୍ବର /’ଯାଜପୁର :ଦିଲ୍ଲୀ ଯୁବତୀଙ୍କୁ ଦଶରଥପୁରରେ ଅସଦାଚରଣ ଅଭିଯୋଗ। ଗିରଫ ଭୟରେ ବିଷ ପିଇଦେଲେ ଯୁବକ । ମାନସିକ ଭାରସାମ୍ୟ ହରାଇ ବିଷ ପିଇଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ଅଭିଯୁକ୍ତଙ୍କୁ ଯାଜପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁଲିସ୍…

ରାୟଗଡା ରେ ଭୟଙ୍କର ଦୁର୍ଘଟଣା ଚାଁହୁ ଚାଁହୁ ଜଳିଗଲା ଦୁଇଟି ଗାଡି

ରାୟଗଡା :୨୨/୬(ଅଞ୍ଜନ କୁମାର ନାଏକ)ରାୟଗଡା ସ୍ଥିତ ମାଁ ମଝିଘରିଆଣି ମନ୍ଦିର ନିକଟ ରେ ଏକ ବିରାଟ ଦୁର୍ଘଟଣା ରେ ଦୁଇ ଗାଡି ହୁତୁ ହୁତୁ ହୋଇ ଜଳି ଯାଇଥିବା ଦେଖିବାକୁ ମିଳିଥିଲା। ଘଟଣାଟି ମାଁ ମଝିଘରିଆଣି ମନ୍ଦିର ନିକଟ ରେଳ ବ୍ରିଜ…

କେସିଙ୍ଗା ହରତାଳର ପଞ୍ଚମ ଦିନ ଅହିଂସା ମାର୍ଗରେ

କେସିଙ୍ଗା:୨୩/୦୬ (ପ୍ରୀତେଶ ପଟେଲ)ସଚେତନ ନାଗରିକ ମଞ୍ଚ, କେସିଙ୍ଗା ଦ୍ୱାରା ଦଶ ଦଫା ଦାବି ନେଇ ଡାକରା ଦିଆଯାଇଥିବା ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଆଜି ପଞ୍ଚମ ଦିନରେ ପହଞ୍ଚିଛି, କିନ୍ତୁ ଏପର୍ଯ୍ୟନ୍ତ ସମାଧାନର କୌଣସି ସଙ୍କେତ ମିଳିନାହିଁ। ତଥାପି, ଆନ୍ଦୋଳନ ପ୍ରତି…

ପୁରୀ ବ୍ଲୁ ଫ୍ଲାଗ ବିଚରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ପୁରୀ ୨୧/୬ (ମନୋଜ କୁମାର ବଳିଆରସିଂ )ଜୀବନ ଚର୍ଯ୍ୟାର ପ୍ରତ୍ୟେକ ଦିନରେ ଯୋଗକୁ ସାମିଲ କରିବାକୁ ଆହ୍ଵାନ ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ।ଆଜି ପୂର୍ବାହ୍ନରେ ପୁରୀ ବ୍ଲୁ ଫ୍ଲାଗ ବିଚ ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଥିଲା।ଚଳିତ…

ରଥ ନିର୍ମାଣ ଅଗ୍ରଗତି,ତିନିରଥ ରେ ବସିଲା କନକ ମୁଣ୍ଡି

ପୁରୀ (ମନୋଜ କୁମାର ବଳିଆରସିଂ)ଗତକାଲି ସୁଦ୍ଧା ତିନିରଥ ର ପ୍ରଭା ଫ୍ରେମ ନିର୍ମାଣ ଶେଷ ହେବାସହ ତିନିରଥ ଦୁଆର ବେଢ଼ା ନିର୍ମାଣ କାର୍ଯ୍ୟ ପର୍ଯ୍ୟାୟରେ ପହଞ୍ଚି ଥିଲା॥ମହାରଣା ସେବକ ଏବଂ ଭୋଇ ସେବକ ଙ୍କ ସହଯୋଗରେ ଆଜି ତିନି ରଥର ସିଂହାସନ…

ଜାତୀୟ ଯୋଗ ଦିବସ ପାଳିତ

ପୁରୀ : (ମନୋଜ କୁମାର ବଳିଆରସିଂ)ପୁରୀ ଜିଲ୍ଲା ସ୍ବେଛାସେବୀ ସଂଗଠନ ଦ ବେଲ୍ ଓ ୟୁଥ୍ ହଷ୍ଟେଲ ପୁରୀ ମିଳିତ ଆନୁକୁଲ୍ୟରେ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ପାଳନ ଅବସରରେ ଆମ ସ୍ବାସ୍ଥ୍ୟ ଆମ ସମ୍ପତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ୟୁଥ୍ ହଷ୍ଟେଲ…