ଆଗ ଥଇଥାନ ତା’ପରେ ଉଚ୍ଛେଦ

ପୁରୀ : (ମନୋଜ କୁମାର ବଳୀୟାରସିଂ)ପୁରୀ ଭୁବନେଶ୍ୱର ଜାତୀୟ ରାଜପଥର ମା’ବାଟମଙ୍ଗଳା ଙ୍କ ମନ୍ଦିର ନିକଟରେ ଭୋଗସାମଗ୍ରୀ, ଚା, ପାନ, ଜଳଖିଆ ଓ ଖଜା ଦୋକାନ ଆଦି ଦ୍ବାରା ନିଜନିଜ ପରିବାର ଙ୍କୁ ଚଳାଉଥିବା ସମସ୍ତ ଦୋକାନୀ ଗୁରୁବାର ଦିନ ପରିବାର…

ଶିକ୍ଷାରେ ଦୁର୍ବଳ ହେତୁ ଶିଶୁଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ପାଉଛି ପୁରୀ ଜିଲ୍ଲାରେ

ପୁରୀ :(ମନୋଜ କୁମାର ବଳୀୟାରସିଂ)ରୁଚିକା ସମାଜ ମଙ୍ଗଳ ସଂଗଠନ ଓ ସତ୍ୟବାଦୀ ପୁଲିସ ର ମିଳିତ ସହଯୋଗରେ ଶିଶୁ ଶ୍ରମିକ ସତ୍ୟବାଦୀ ଅଞ୍ଚଳରୁ ଉଦ୍ଧାର କରାଯାଇଛି। ଶିଶୁ କାହିଁକି ଶ୍ରମିକ ଭବରେ କାର୍ଯ୍ୟ କରୁଛି ପଚାରିବାରୁ କହିଲା କି ଦଶମ ଶ୍ରେଣୀ…

ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡିଶା, ପୁରୀ କାର୍ଯ୍ୟକର୍ତ୍ତା ସମ୍ମିଳନୀ

ପୁରୀ : (ମନୋଜ କୁମାର ବଳୀୟାରସିଂ)ପୁରୀ ସରସ୍ବତୀ ଜ୍ଞାନ ମନ୍ଦିର ପରିସରରେ “ଅଖିଳ ଭାରତୀୟ ସାହିତ୍ୟ ପରିଷଦ” ଓଡିଶା ପକ୍ଷରୁ କର୍ମକର୍ତ୍ତା ସମ୍ମିଳନୀ ସାହିତ୍ୟ ପରିଷଦର ଓଡିଶା ପ୍ରାନ୍ତର ସଭାପତି ଅଭୟ କୁମାର ନାୟକଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l…

କୁହୁଡି ରେ ଲବଣ ସତ୍ୟାଗ୍ରହ ସ୍ମୃତି ସ୍ମାରକୀ ଦିବସ ପାଳିତ

ପୁରୀ ୨୧/୫ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ସହୀଦ ସ୍ମୃତି ପୀଠ କୁହୁଡି ଠାରେ ଆଜି ଲବଣ ସତ୍ୟାଗ୍ରହ ସ୍ମୃତି ସ୍ମାରକୀ ଦିବସ ପାଳିତ ହୋଇଯାଇଛି।ଜିଲ୍ଲା ପ୍ରଶାସନ,ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଉତ୍କଳ ସଂଗ୍ରାମୀ ସ୍ମତି ସମିତି…

ଚାରମାଳ ପାଇଁ ତାଳ ଗଛ ସଂଗ୍ରହ

ପୁରୀ: (ମନୋଜ କୁମାର ବଳୀୟାରସିଂ)ମହାପ୍ରଭୁଙ୍କ ଆଗାମୀ ରଥଯାତ୍ରାରେ ଚାରମାଳ ପାଇଁ ବ୍ୟବହାର ସକାଶେ ତାଳ ଗଛ ସଂଗ୍ରହ କରାଯାଇଛି l ଢେଙ୍କାନାଳ ଖଡଗପ୍ରସାଦର ଦାତା ଶ୍ରୀ ବିଜୟ ସାହୁ ଏହା ପ୍ରଦାନ କରିଛନ୍ତି l ଶ୍ରୀମନ୍ଦିର ପ୍ରଶାସନ ଉନ୍ନୟନ ପ୍ରଶାସକ, ରଥ…

ଖାଲ ଖମା ରେ ଭର୍ତି ପୁରୀର ସାହି ଗଳି କନ୍ଦି

ପୁରୀl : (ମନୋଜ କୁମାର ବଳୀୟାରସିଂ)ଆଗକୁ ଆସୁଛି ରଥଯାତ୍ରା କିନ୍ତୁ ରଥଯାତ୍ରା ପୂର୍ବରୁ ପୁରୀ ର ୨୨ନମ୍ବର ୱାର୍ଡ ଏବଂ ୨୯ ନମ୍ବର ୱାର୍ଡ ଯାହାକି ଗୁଣ୍ଡିଚା ମନ୍ଦିର କୁ ସେହିରାସ୍ତା ଦେଇ ଶହଶହ ଶ୍ରଦ୍ଧାଳୁ ଯାତାୟତ କରନ୍ତି ।କୁମ୍ଭାରପଡା ବାଡ଼ାସାହି…

କଣ୍ଟାମାଳ ରେ ଅପରେସନ ସିନ୍ଦୁରର ପରାକ୍ରମ ଶୋଭାଯାତ୍ରା

ସେନାବାହିନୀର ପରାକ୍ରମ ଓ ଶୌର୍ଯ୍ୟ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଛି : ବିଧାୟକ ଶ୍ରୀ ଡାଙ୍ଗ ବୌଦ୍ଧ (ଚିତ୍ତରଞ୍ଜନ ସିଂହ) ସେନା ବାହିନୀର ପରାକ୍ରମ ଓ ଶୌର୍ଯ୍ୟ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଛି ବୋଲି ଆଜି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ…

ବିଜୁଳି କାଟ୍ ପରମ୍ପରା କୁ ବଜାୟ ରଖିଛନ୍ତି କେସିଙ୍ଗା ବିଦ୍ୟୁତ୍ ବିଭାଗ

କେସିଙ୍ଗା:୨୨/୦୫ (ପ୍ରୀତେଶ ପଟେଲ )ଯେମିତି ଯେମିତି ଗ୍ରୀଷ୍ମ ପ୍ରବାହ ବଢୁଛି ସେମିତି ବିଦ୍ୟୁତ୍ ବିଭାଗ ତରଫରୁ ମଧ୍ୟ ବିଦ୍ୟୁତ୍ କାଟ ବଢୁଛି |କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସହର ରେ ବିଦ୍ୟୁତ୍ କାଟ ରୁ ଲୋକେ ହନ୍ତସନ୍ତ ହୋଇଗଲେଣି | ଦିନ କୁ…

ବୌଦ୍ଧ ଜିଲ୍ଲା ଅଲ ଓଡ଼ିଶା ରିପୋର୍ଟସ ଆସୋସିଏସନ ର କର୍ମକର୍ତ୍ତା ଚୟନ,ସଭାପତି. ଭାଗବତ ‘ ସମ୍ପାଦକ ଅବଦୁଲ

ହରଭଙ୍ଗା (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକ ସ୍ଥିତ ଅଂଶୁଲା ରିସର୍ଟ ଠାରେ ବରିଷ୍ଠ ସାମ୍ବାଦିକ ତଥା ଉପଦେଷ୍ଟା ଚିତ୍ତ ରଞ୍ଜନ ସିଂ ଙ୍କ ଅଧକ୍ଷତା ରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକ ରେ…

ଅପରେସନ ସିନ୍ଦୂର ପରାକ୍ରମ ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରାରେ ପ୍ରକମ୍ପିତ ହେଲା ଧର୍ମଗଡ ବ୍ଲକ ଅଞ୍ଚଳ

ଧର୍ମଗଡ଼ : ୨୧/୫(ହେମନ୍ତ କୁମାର ମାଝୀ)ଦେଶର ଏକତା, ଅଖଣ୍ଡତା ଓ ଶାନ୍ତି ପ୍ରତିଷ୍ଠା କୁ ବଜାଇ ରଖିବା ପାଇଁ ଭାରତୀୟ ସେନା ର ଅକ୍ଲାନ୍ତ ପରିଶ୍ରମ, ତ୍ୟାଗ,ବଳିଦାନ ଓ କର୍ତ୍ତବ୍ୟ ନିଷ୍ଠା ଅତୁଳନୀୟ। ଭାରତର ସୁରକ୍ଷା ପାଇଁ ଆତଙ୍କବାଦ ବିରୋଧରେ ଲଢ଼େଇ…