ପୁରୀ ଜିଲ୍ଲା ପରିଷଦର ୭ମ ବୈଠକ ଅନୁଷ୍ଠିତ

ପୁରୀ ୧୪/୫( ମନୋଜ କୁମାର ବଳୀୟାରସିଂ)ପୁରୀ ଜିଲ୍ଲା ପରିଷଦର ୭ମ ବୈଠକ ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲା ପରିଷଦର ସଭାପତି ସ୍ୱପ୍ନାରାଣୀ ସ୍ୱାଇଁ ଜିଲ୍ଲା ପରିଷଦ ଗ୍ରାମର ସାଧାରଣ ଲୋକଙ୍କ ମୌଳିକ…

ପୁରୀ ଡିଏଭି ସ୍କୁଲର ମାଟ୍ରିକ ଫଳ

ପୁରୀ : (ମନୋଜ କୁମାର ବଳୀୟାରସିଂ)ଡି.ଏ.ଭି ସ୍କୁଲର ସିବିଏସଇ ଦଶମ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କ କୃତିତ୍ୱ ,ସୁଧ ସାଧବିକା ଜେନା ୯୮%,ସ୍ୱସ୍ତିକ ନାୟକ ୯୭.୮%,ଅଙ୍କିତା ପ୍ରିୟଦର୍ଶିନୀ୯୬.୮%,ସୁଶ୍ରୀ ଦିବ୍ୟଜ୍ୟୋତି ନନ୍ଦ୯୬.୮%,ଅମ୍ଳାନ ଅସିତ ମହାପାତ୍ର୯୬.୬%,ରାମେଶ୍ୱରୀ ମିଶ୍ର୯୬.୪%,ଯିବେଶ ଜ୍ୟୋତି ରଣସିଙ୍ଗ୯୬.୪%,ଜଗନ୍ନାଥ ବିଶ୍ୱନିଅନ୍ତା୯୬.୪%,ସ୍ନିଗ୍ଧା…

ଆସନ୍ତା ରଥଯାତ୍ରା ୨୦୨୫ ପାଇଁ ଏସ୍‌ପି ପୁରୀଙ୍କ ସାହି ଗସ୍ତ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା

ଆସନ୍ତା ରଥଯାତ୍ରା ୨୦୨୫ ସମୟରେ ଶାନ୍ତିପୂର୍ଣ୍ଣ ଓ ସୁସଂଗଠିତ ଭାବରେ ଭକ୍ତମାନେ ଯାତ୍ରା କରିପାରିବେ ବୋଲି ନିଶ୍ଚିତ କରିବାକୁ, ଏସ୍‌ପି ପୁରୀ ଶ୍ରୀ ବିନିତ ଅଗ୍ରୱାଲ, ଆଇପିଏସ ଆଜି ମଙ୍ଗଳାହାଟ ଛକ, ଧୋବାସାହି ଛକ, ମଙ୍ଗଳାହାଟ ଗାଁ, ମିଶ୍ରସାହି ରାସ୍ତା ଦେଇ…

ଶ୍ରୀମନ୍ଦିର ସେବକ ବାଳକ ବାଳିକା ସନ୍ତରଣ ପ୍ରଶିକ୍ଷଣ ଆରମ୍ଭ

ପୁରୀ ୧୪/୫ (ମନୋଜ କୁମାର ବଳୀୟାରସିଂ)ଶ୍ରୀମନ୍ଦିର ସେବକ ବାଳକ ବାଳିକା ମାନଙ୍କ ପାଇଁ ଏକ ସନ୍ତରଣ ପ୍ରଶିକ୍ଷଣ ଶିବିର ଗତକାଲି ଠାରୁ ଆରମ୍ଭ ହୋଇଛି।ଏହା ଜୁନ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଶ୍ରୀଜଗନ୍ନାଥ ଷ୍ଟାଡିୟମ ସନ୍ତରଣାଗାରରେ ଏହି ପ୍ରଶିକ୍ଷଣ ଶିବିରର…

ସିଵିଏସଇ ଦଶମ ଶ୍ରେଣୀ ପରୀକ୍ଷା ରେ ଧର୍ମଗଡ଼ ଏଲନିସି ମିଶନ ସ୍କୁଲ ର ଭାରତୀ ଅଗ୍ରୱାଲ ଙ୍କ ସଫଳତା

ଧର୍ମଗଡ଼ ୧୪/୫( ହେମନ୍ତ କୁମାର ମାଝୀ)ଆଜି କେନ୍ଦ୍ରୀୟ ମାଧ୍ୟମିକ ଵୋଡ (ସିଵିଏସଇ)ଦଶମ ଶ୍ରେଣୀ ପରୀକ୍ଷା ରେ ଫଳ ପ୍ରକାଶ ପାଇଛି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସ୍ଥିତ ଏଲନିସି ମିଶନ ସ୍କୁଲ ଛାତ୍ରୀ ୯୫.୮୦ ପ୍ରତିଶତ ମାର୍କ ରଖି କୃତିତ୍ୱ ଅର୍ଜନ କରିଛନ୍ତି…