ଶ୍ରୀ ଜଗନ୍ନାଥଧାମ ଶାଖାର ବାର୍ଷିକୋତ୍ସବ ଅନୁଷ୍ଠିତ; ଶପଥ ନେଲେ ନବ ନିର୍ବାଚିତ କାର୍ଯ୍ୟକର୍ତ୍ତା
ପୁରୀ: ୧୧/୦୫(ମନୋଜ କୁମାର ବଳିୟାରସିଂ)ଭାରତ ବିକାଶ ପରିଷଦ ଶ୍ରୀ ଜଗନ୍ନାଥଧାମ ଶାଖାର ବାର୍ଷିକୋତ୍ସବ ସ୍ଥାନୀୟ ହୋଟେଲ ହଲିଡେ ରିସର୍ଟ ଠାରେ ଅନୁଷ୍ଠିତ ହୋଇ ଯାଇଛି।ପ୍ରାରମ୍ଭ ରେ ସମୂହ ବନ୍ଦେ ମାତାରମ ରାଷ୍ଟ୍ରଗାନ ଜନ ଗଣ ମନ ଗାନ କରାଯାଇଥିଲା।ଓଡିଶା ମାନବାଧିକାର କମିଶନ…