ଯାଜପୁର ଜିଲ୍ଲାରେ ହିଂସା, ଆକ୍ରମଣ ଏବେ ସାଧାରଣ କଥା :- ସୁଲତା ଦେଓ

ଯାଜପୁର : (ସଞ୍ଜୟ ମହାନ୍ତି )ଜିଲ୍ଲାରେ ହିଂସା, ଆକ୍ରମଣ ଏବେ ସାଧାରଣ କଥା ହୋଇଗଲାଣି। କେତେବେଳେ ଲୋକ ପ୍ରତିନିଧିଙ୍କୁ ଆକ୍ରମଣ ତ କେତେବେଳେ ନିରୀହ ଶ୍ରମିକ, କର୍ମଚାରୀଙ୍କୁ ହତ୍ୟା କରାଯାଉଛି। ବିଧାୟକ, ପୂର୍ବତନ ବିଧାୟକ ବି ଆକ୍ରମଣରୁ ବାଦ ପଡ଼ୁନାହାନ୍ତି। ୫…