ରାଜ୍ୟସ୍ତରୀୟ ଜଗନ୍ନାଥ ସଂସ୍କୃତି ସମିଳନୀ/ଚନ୍ଦନ ମେଳି ଆୟୋଜିତ
ପୁରୀ: (ମନୋଜ କୁମାର ବଳୀୟାରସିଂ)ଆଜି ତା ୪.୫.୨୫ରିଖ ସକାଳ ୧୦ଘଟିକା ସମୟରେ ପୁରୀର ପାଟେରା ମଠ ଠାରେ ଚନ୍ଦନ ମେଳି ଆୟୋଜିତ ହୋଇଯାଇଛି।ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ଲୋକନାଥ ଦଇତାପତି ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ଜଗନ୍ନାଥ ସଂସ୍କୃତିର…