ଜ଼ିଲ୍ଲା ଆଇନ ସେବା ପ୍ରାଧକରଣ ପକ୍ଷ ରୁ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ
ବୌଦ୍ଧ (ଚିତ୍ତରଞ୍ଜନ ସିଂହ) ଜ଼ିଲ୍ଲପାଳ ଙ୍କ ସଦଭାବନା ଗୃହ ରେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି l ସଭା ଆରମ୍ଭ ରେ ଭାରପ୍ରାପ୍ତ ଜ଼ିଲ୍ଲା ଶ୍ରମ ଅଧିକାରୀ କନ୍ୟାକୁମାରୀ ସାହୁ ସରକାରଙ୍କ ବିଭିନ୍ନ ସ୍କିମ ଉପରେ ନିୟମାବଳୀ, ଶ୍ରମିକ ମାନଙ୍କ…