ମନ୍ଦିରରୁ ଚୋରି, ଥାନାରେ ଅଭିଯୋଗ

ହରଭଙ୍ଗା 7/9 (ଚିତ୍ତ ରଞ୍ଜନ ସିଂ ) ବୌଦ୍ଧ ଥାନା ଦେବଗଡ଼ ସ୍ଥିତ ଶ୍ରୀ ରଘୁନାଥ ଜୀୟୁ ମନ୍ଦିର ରୁ ତାଲା ଭାଙ୍ଗି କିଛି ଜିନିଷ ଚୋରି ହୋଇଥିବା ନେଇ ବୌଦ୍ଧ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ଗ୍ରାମବାସୀ l…

କଟୁରୀ ଚୋଟରେ ପୁଲିସ ଗୁରୁତର,ବିଞ୍ଝାରପୁର ଥାନା ପୁଲିସ କର୍ମଚାରୀ ବାପା-ପୁଅଙ୍କ ଝଗଡ଼ା ତୁଟାଇବାକୁ ଯାଇଥିଲେ। ହେଲେ, ହନୁମାନ ଛକ ନିକଟରେ ସେମାନଙ୍କ ଉପରକୁ ଆକ୍ରମଣ

ଯାଜପୁର: କଟୁରୀ ଚୋଟରେ ବିଞ୍ଝାରପୁର ଥାନାର ୨ ପୁଲିସ କର୍ମଚାରୀ ଗୁରୁତର। ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି।ସୂଚନା ଅନୁଯାୟୀ, ପାରିବାରିକ କଳହକୁ ନେଇ ଜଣେ ଲୋକ ୧୧୨କୁ କଲ୍ କରିଥିଲେ। ଏହାପରେ ବିଞ୍ଝାରପୁର ଥାନା ପୁଲିସ କର୍ମଚାରୀ…

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ପୁରୁଣା କଟକ ରେ ଗୁରୁ ଦିବସ ପାଳିତ

ହରଭଙ୍ଗା 5/9(ଚିତ୍ତ ରଞ୍ଜନ ସିଂ )ଗୁରୁବାର ଦିନ ପୂର୍ବାହ୍ନ ରେ ଗୁରୁ ଦିବସ ଉତ୍ସବ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ପୁରୁଣା କଟକ ରେ ସଭାପତି ଶ୍ରୀଯୁକ୍ତ ସୁରେନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଆଚାର୍ଯ୍ୟ ଶ୍ରୀ ମକଦ୍ଦମ…

ସ୍ଵାମୀ ବିବେକାନନ୍ଦ ଶିଶୁ ମନ୍ଦିର ରେ ଗୁରୁ ଦିବସ ପାଳିତ

ବେଲଗୁଣ୍ଠା:ଆଜି ଡକ୍ଟର ସର୍ବ ପଲ୍ଲୀ ରାଧାକୃଷ୍ଣ ଙ୍କ ସ୍ମୃତି ତଥା ଜନ୍ମ ଦିବସ ରେ ସାରା ଭାରତ ରେ ଗୁରୁ ଦିବସ ପାଳନ ହୋଇ ଯାଇଅଛି । ଏହି ଅବସରରେ ବେଲଗୁଣ୍ଠା ବଡ଼ଦାଣ୍ଡ ସ୍ଥିତ ସ୍ଵାମୀ ବିବେକାନନ୍ଦ ଶିଶୁ ମନ୍ଦିର ରେ…

ଟେଲିଫୋନ ଟାୱାର ତୁରନ୍ତ କାର୍ଯ୍ୟକ୍ଷମ ଦାବୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

ହରଭଙ୍ଗା 5/9(ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ସ୍ୱାଧୀନତାର ଦୀର୍ଘ77ବର୍ଷ ପରେ ଟେଲିଫୋନ ନେଟୱାର୍କ ଭଳି ଅତ୍ୟାବଶ୍ୟକ ସୁବିଧାରୁ ବଞ୍ଚିତ ହୋଇଛନ୍ତି ଓଡ଼ିଶାର କେନ୍ଦ୍ରସ୍ଥଳୀରେ ଅବସ୍ଥିତ ବୌଦ୍ଧ ଜିଲ୍ଲା ମହାଳିକପଡା ପଞ୍ଚାୟତ ବାସୀ l ଦୀର୍ଘ ଦିନର ଦାବୀ ପରେ ବିଏସଏନଏଲ ପକ୍ଷରୁ…

ଧର୍ମଗଡ଼ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଗୁରୁଦିବସ ପାଳିତ

ଧର୍ମଗଡ଼ ତା ୫/୯/୨୪( ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଗୁରୁଦିବସ ରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ କୁଞ୍ଜବିହାରୀ ଦାଶ ଙ୍କ ଅଧ୍ୟକ୍ଷତା ରେ ସ୍ଥାନିୟ ଶିଶୁ ବିଦ୍ୟାମନ୍ଦିର ଠାରେ ଗୁରୁଦିବସ ପାଳିତ ହୋଇଯାଇଛି। ମୁଖ୍ୟା…