ଧର୍ମଗଡ଼ ଠାରେ ଗଜ ଲକ୍ଷ୍ମୀ ପୂଜା ପାଇଁ କଳସ ଯାତ୍ରା

ଧର୍ମଗଡ଼: ତା ୨୭/୧୦/୨୩(ହେମନ୍ତ କୁମାର ମାଝୀ)ଧର୍ମଗଡ଼ ଚାରିଛକ ଠାରେ ପ୍ରଥମ ଥର ଗଜ ଲକ୍ଷ୍ମୀ ପୂଜା ପାଇଁ କଳସ ଯାତ୍ରା ଆରମ୍ଭ ହୋଇଯାଇଛି। ବ୍ଲକ ପଡା ପାଖରୁ କଳସ ପାଣି ଆଣିବା ସହିତ ନିରଞ୍ଜନ ମହାପାତ୍ର ଙ୍କ ଘରୁ ଅଁଳା ବର…

ଆସନ୍ତା ୪ ତାରିଖରେ ବୁଢାରଜା ଦେବଙ୍କ ଦଶରା, ଚଳଚଞ୍ଚଲ ଆମପାଣି ଅଞ୍ଚଳ

ଧର୍ମଗଡ଼: ତା ୨୭/୧୦/୨୩(ହେମନ୍ତ କୁମାର ମାଝୀ)କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା ଶେଷ ହେଲାପରେ ଜିଲ୍ଲାର ଅନ୍ୟ ଏକ ପ୍ରସିଦ୍ଧ ଦଶରା କହିଲେ କୋକସରା ବ୍ଲକ ଆମପାଣି ଘାଟି ମୁଣ୍ଡରେ ପୁଜା ପାଉଥିବା ଆରଧ୍ୟ ଦେବତା ପ୍ରଭୂ ବୁଢାରଜା ଦେବଙ୍କ…

ଦିଲ୍ଲୀ ରେ ସହିଦ ଙ୍କ ସ୍ମୃତି ରେ ଅମୃତ ବାଟିକା ନିର୍ମାଣ ପାଇଁ ସଂଗୃହିତ ମାଟି ନେଲେ କର୍ମକର୍ତ୍ତା

ଧର୍ମଗଡ଼: ତା ୨୭/୧୦( ହେମନ୍ତ କୁମାର ମାଝୀ)କେନ୍ଦ୍ର ସରକାରଙ୍କ ପକ୍ଷରୁ ମେରା ଦେଶ ମେରା ମାଟି କାର୍ଯ୍ୟକ୍ରମ ଜରିଆରେ ଦେଶବ୍ୟାପୀ ଦେଶ ର ସହିଦ ବିର ଯବାନ ଙ୍କ ସ୍ମୃତିକୁ ଉଜାଗର କରିବା ପାଇଁ ମାଟି ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିଲା…

ହରିଶଙ୍କର ଠାରେ ୧୯୯୫ ମାଟ୍ରିକ ବେଞ୍ଚର ବନ୍ଧୁମିଳନ କାର୍ଯ୍ୟକ୍ରମ

ଖପ୍ରାଖୋଲ: ୨୭/୧୦(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ସ୍ଥାନୀୟ ହାଇସ୍କୁଲ ୧୯୯୫ ମାଟ୍ରିକ ବେଞ୍ଚର ବନ୍ଧୁମିଳନ କାର୍ଯ୍ୟକ୍ରମ ହରିଶଙ୍କର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଟିତ ହୋଇଯାଇଛି। ତାପସ ରଞ୍ଜନ ବେହେରା ଙ୍କ ନେତୃତ୍ୱରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳ ସହ ରାଜ୍ୟ ଓ…

ଟିଟିଲାଗଡ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଚିଠା ଭୋଟର ତାଲିକା ପ୍ରକାଶିତ

ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ଟିଟିଲାଗଡ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଚିଠା ଭୋଟର ତାଲିକା ପ୍ରକାଶ ସମ୍ପର୍କିତ ତଥା ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଶ୍ରୀ ଦୟାମୟ ପାଢୀ, ଉପଜିଲ୍ଲାପାଳ, ଟିଟିଲାଗଡ…

ବହିରାରେ ସାମାଜିକ ନାଟକ “ଆଖି ଅମାନିଆ ଲୁହ ଅବୁଝା” ମଞ୍ଚସ୍ଥ

ବୌଦ୍ଧ:(ଚିତ୍ତରଞ୍ଜନ ସିଂ)ବ୍ଲକ ବହିରା ଗ୍ରାମ୍ୟ ଉନ୍ନୟନ ଯୁବକ ସଂଘ ଆନୁକୂଲ୍ୟରେ ଶାରଦୀୟ ଦୁର୍ଗାପୂଜାର ଚଳିତ ବର୍ଷ ରୌପ୍ୟ ଜୟନ୍ତି ପାଳିତ ହୋଇଛି। ଏଥିପାଇଁ ଜୟଦୁର୍ଗା ଯାତ୍ରା କମିଟି ପକ୍ଷରୁ ବୁଧବାର ରାତି ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମାଜିକ ନାଟକ “ଆଖି ଅମାନିଆ ଲୁହ…

ଢେଙ୍କାନାଳ ଡାକ ମଣ୍ଡଳ ତରଫରୁ ଫିଟ୍ ଇଣ୍ଡିଆ ସ୍ବଚ୍ଛତା ଫ୍ରିଡମ ରନ ୪.୦ କାର୍ଯ୍ୟକ୍ରମ

ଢେଙ୍କାନାଳ:ଗୁରୁବାର ଦିନ ଆୟୋଜିତ କରାଯାଇଅଛି।ଏହି ଅବସରରେ ଢେଙ୍କା ମୁଖ୍ୟ ଡାକ ଘର ଏବଂ ଡାକ ଅଧିକ୍ଷକଙ୍କ କାର୍ଯ୍ୟାଳୟର ର ସମସ୍ତ କର୍ମଚାରୀ ଙ୍କୁ ନେଇ ଏକ ମିନି ମାରାଥନ ଆୟୋଜନ କରାଯାଇଥିଲା।ଏହି ମାରାଥନ ରେ ପ୍ରାୟ ୬୦ ରୁ ଉର୍ଦ୍ଧ ଡାକ…

ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ମିଳିତ ବଜାର ପୂଜା କମିଟି ସଭାପତିଙ୍କ ବାର୍ତ୍ତା

ଢେଙ୍କାନାଳ:ମିଳିତ ବଜାର ଲକ୍ଷ୍ମୀ ପୂଜା କମିଟି ସଭାପତି ଜ୍ଞାନେନ୍ଦ୍ର ବେହେରା କହିଛନ୍ତି ଯେ ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜା ମହା ଆଡ଼ମ୍ବରରେ ହେବା ପାଇଁ ସ୍ଥିର କରାଯାଇଛି। ଚଳିତ ବର୍ଷ ପାଗ ଅନୁକୂଳ ଥିବା ରୁ ଯାତ୍ରା ପ୍ରବଳ ମାତ୍ରାରେ ଭିଡ଼…