ପଛପଟୁ ପିଟିଲା ଟ୍ରକ୍ ,ଜଳିଗଲା ଦୁଇଟି ଟ୍ରକ୍ ,ଚାଲିଗଲା ଡ୍ରାଇଭର ଜୀବନ

କେସିଙ୍ଗା (ପ୍ରୀତେଶ ପଟେଲ) କଳାହାଣ୍ଡି କିଲ୍ଲା ସଦର ଥାନା ଅନ୍ତର୍ଗତ ପାଷ୍ଟିଗୁଡ଼ି ଗାଁ ନିକଟର ଚାଉଳ ବୋଝେଇ ଟ୍ରକ କୁ କୋଇଲା ବୋଝେଇ ଟ୍ରକ ଧକ୍କା ଦେବା ଫଳରେ ଦୁଇଟା ଟ୍ରକ ଜଳି ଯାଇଥିଲା |କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି-ନାସିଗାଁ…

ଜର୍ଣ୍ଣାଲିଷ୍ଟ ଆସୋସିଏସନ ହରଭଙ୍ଗା ବ୍ଲକ କର୍ମକର୍ତ୍ତା ଚୟନ

ସୁକାନ୍ତ ସଭାପତି… ଭାଗବତ ସମ୍ପାଦକ ,ଫେବୃଆରୀ ରେ ସେବା ମହୋତ୍ସବ ହରଭଙ୍ଗା( ଚିତ୍ତରଞ୍ଜନସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ଶୁକ୍ରବାର ଦିନ ରାମଗଡ଼ ଜଗନ୍ନାଥ ବନ ପ୍ରକଳ୍ପ ଠାରେ ଆସୋସିଏସନ ସଭାପତି ବନମାଳୀ ପ୍ରଧାନ ଙ୍କ ଅଧକ୍ଷତା…

ଆବେଦନର ମାସ ମାସ ଵିତି ଗଲେ ମଧ୍ୟ ଡିମାରକେସନ କରୁ ନାହିଁ ଧର୍ମଗଡ଼ ତହସିଲ

ଧର୍ମଗଡ଼ ୨୭/୧୨(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ତହସିଲ ବିଭିନ୍ନ ସମୟର ରେ ଅଭିଯୋଗ ହୋଇ ଆସୁଛି ଡିମାର କେସନ କରିବାରେ ଵିଲମ୍ଵ କରୁଥିବା ନେଇ ଅଭିଯୋଗ ହୋଇ ଆସୁଛି । ତା’ର ଏକ ଜ୍ଜଲନ୍ତ ଉଦାହରଣ ହେଉଛି ଆମ ପ୍ରତିନିଧି…

ଧର୍ମଗଡରେ ବିଜେଡି ର ପ୍ରତିଷ୍ଠା ଦିବସ ପାଳିତ

ଧର୍ମଗଡ଼ ୨୬/୧୨(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ ବିଜୁ କଲ୍ୟାଣ ମଣ୍ଡପ ଠାରେ ଗୁରୁବାର ସକାଳ ୧୧ ଟା ରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ବିଜେଡି ର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ।ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂ…

ଧର୍ମଗଡ଼ ବିଧାନସଭା ମଣ୍ଡଳୀ ବିକାଶ କମିଟି ବୈଠକ

ଧର୍ମଗଡ଼  ୨୬/୧୨(ହେମନ୍ତ କୁମାର ମାଝୀ)ଧର୍ମଗଡ଼ ବିଧାନସଭା ମଣ୍ଡଳୀ ବିକାଶ କମିଟି ବୈଠକ ଆଜି ଧର୍ମଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହ ଠାରେ ବିଧାୟକ, ଧର୍ମଗଡ଼ ସୁଧୀର ରଞ୍ଜନ ପାଟଯୋଷୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଏହି ସମୀକ୍ଷା ବୈଠକରେ ଶିକ୍ଷା,…

ଲଗାଣ ବର୍ଷା ରୁ ରାସ୍ତା ବେହାଲ୍

କେସିଙ୍ଗା୨୬/୧୨ (ପ୍ରୀତେଶ ପଟେଲ )ଗ୍ରାମୀଣ ଜଳ ଯୋଗାଣ ଏବଂ ପରିମଳ ବିଭାଗ (ଆରଡବ୍ଲୁଏସ୍ଏସ୍) ର ଅବହେଳା ଯୋଗୁଁ କେସିଙ୍ଗା-ରୁପ୍ରା ରାସ୍ତାରେ ଏକ ବିପଦପୂର୍ଣ୍ଣ ପରିସ୍ଥିତି ଉପୁଜିଛି। ଗ୍ରାମୀଣ ସଡକଗୁଡ଼ିକ ଅପେକ୍ଷାକୃତ ସଂକୀର୍ଣ୍ଣ ଏବଂ ପାଇପଲାଇନ ଲଗାଇବା ପାଇଁ ଖୋଳିବା ପରେ ଡ୍ରେନଗୁଡିକ…

ଦିନିକିଆ ବୌଦ୍ଧ ଗସ୍ତ ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ହରଭଙ୍ଗା (ଚିତ୍ତରଞ୍ଜନ ସିଂହ)ମନ୍ତ୍ରୀ ବିଳମ୍ବିତ ରାତ୍ରି ରେ ଆସି ବୌଦ୍ଧ ବିଜୁ ପଟ୍ଟନାୟକ ଛକ ଠାରେ ପହଞ୍ଚିବା ପରେ ଦଳୀୟ କାର୍ଯକର୍ତ୍ତା ପୁଷ୍ପ ଗଛ ଦେଇ ସ୍ଵାଗତ କରିଥିଲେ । ଜିଲ୍ଲା ସର୍କିଟ ହାଉସ ରେ ପହଞ୍ଚି ସେଠାରେ ଦଳୀୟ କାର୍ଯକର୍ତ୍ତା…

କାଶୀପୁର ଠାରେ ପିଏମ ପୋଷଣ ଯୋଜନାର ଦ୍ୱିତୀୟ ତାଲିମ ଶିବିର ଅନୁଷ୍ଠିତ

କାଶୀପୁର ୨୬/୧୨( ଅଞ୍ଜନ କୁମାର ନାଏକ)କାଶୀପୁର ବ୍ଲକ ସଦର ମହକୁମା ଗୋଷ୍ଠି ଶିକ୍ଷା କାର୍ଯ୍ୟାଳୟ ରେ ଆଜି ବ୍ଲକ ଶିକ୍ଷା ବିଭାଗ ଅନ୍ତର୍ଗତ ଗୋଡିବାଲି, ଶୁଙ୍ଗେର ଓ ତଳଝିରି ପଞ୍ଚାୟତ ଭଳି ୩ଟି କ୍ଲଷ୍ଟର ର ପାଚିକାଙ୍କୁ ନେଇ ପିଏମ ପୋଷଣ…

ସୁବର୍ଣ୍ଣ ଲୋକ ମହୋତ୍ସବ ସାଂସ୍କୃତିକ କମିଟି ବୈଠକ 

ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର କୁମାର ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏକ ବୈଠକ ରେ  ଜିଲ୍ଲା ସଂସ୍କୃତି ପରିଷଦ ସଭ୍ୟ,ରାମଧୂନ କ୍ଲବ, ବାପୁଜୀ କ୍ଲବ, ବ୍ଲକଛକ ଦୁର୍ଗାପୂଜା କମିଟି, ସ୍ଵଚ୍ଛଭାରତ ସଙ୍ଗଠନ, ପ୍ରାଇଭେଟ୍ ବସ୍…

ଠକାମୀର ଶିକାର ଅସହାୟ ମହିଳାଙ୍କ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ଅସହାୟ ମହିଳା l ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ବେହେରାମାଲ ଗ୍ରାମର ମହିଳା ଏହି ଅର୍ଥ ଠକେଇର ଶିକାର ହୋଇଛନ୍ତି l ମହିଳାଙ୍କ ଜମାଖାତାରୁ ଚଞ୍ଚକତା କରି…