ଦେଶୀ ମଦ ବେପାରୀ ଗିରଫ

ପୁରୀ : ପୁରୀ ସମୁଦ୍ର କୁଳ ଥାନା ସବ ଇନ୍ସପେକ୍ଟର ଶରତ ଚନ୍ଦ୍ର ପ୍ରଧାନ ଙ୍କ ଅଭିଯୋଗ କୁ ଭିତିକରି ପୁରୀ ବାଲିନୋଳିଆ ସାହିର ବି.ଗୋବିନ୍ଦା (୧୯)ଙ୍କୁ ଦେଶୀ ମଦ କାରବାର କରିବା ସମୟରେ ଗିରଫ କରାଯାଇଛି।ସମୁଦ୍ରକୁଳ ଥାନା ପି.ଏସ୍. କେସ୍…

ଭଉଁରୀ ଅବସରରେ ରଥ ଖଳାରେ ବିଜେ ହେଲା ମହାପ୍ରଭୁଙ୍କ ଆଜ୍ଞାମାଳ

ପୁରୀ : (ମନୋଜ କୁମାର ବଳିଆରସିଂ )ପବିତ୍ର ଅକ୍ଷୟ ତୃତୀୟା ଠାରୁ ଶ୍ରୀକ୍ଷେତ୍ରରେ ମହାପ୍ରଭୂଙ୍କ ଆରମ୍ଭ ହୋଇଥିବା ବାହାର ଚନ୍ଦନ ଯାତ୍ରା ର ବିଂଶତମ୍ ଦିବସକୁ ଭଉଁରୀ ଯାତ୍ରା ଭାବରେ ବିବେଚନା କରାଯାଏ ।ସୋମବାର ଭଉଁରୀ ଅବସରରେ ପରମ୍ପରା ଆଧାରରେ ରଥଖଳାରେ…

“ପୁରୀ ପୁଲିସ ଦ୍ୱାରା ଶ୍ରୀଜଗନ୍ନାଥ ମନ୍ଦିରର ଉତ୍ତର ଦ୍ୱାରରେ ଆରମ୍ଭ ହେଲା ପିଙ୍କ ହେଲ୍ପ ଡେସ୍କ”

ପୁରୀ ; ୧୮/୦୫ (ମନୋଜ କୁମାର ବଳୀୟାରସିଂ)ମହିଳା ଭକ୍ତମାନଙ୍କ ସୁରକ୍ଷା ଓ ସୁବିଧା ପାଇଁ ଏକ ନୂତନ ପଦକ୍ଷେପ।ଆରକ୍ଷୀ ଅଧିକ୍ଷକ ଶ୍ରୀ ବିନୀତ ଅଗ୍ରୱାଲ ଏହାକୁ ଗଭୀର ଆଶା ବ୍ୟକ୍ତ କରିଛନ୍ତି ଯେ, ଏହି ମାଧ୍ୟମରେ ମହିଳା ଭକ୍ତମାନଙ୍କ ସୁରକ୍ଷା ସୁନିଶ୍ଚିତ…

ମୁଖ୍ୟମନ୍ତ୍ରୀ ଙ୍କ ବୌଦ୍ଧ ଜିଲ୍ଲା ଗସ୍ତ ଓ ବିଭିନ୍ନ ବିଭାଗ ର ସମୀକ୍ଷା

କାର୍ଯ୍ୟ ର ଅଗ୍ରଗତି ସନ୍ତୋଷ ପ୍ରକାଶ:-ମୁଖ୍ୟମନ୍ତ୍ରୀ ବୌଦ୍ଧ: ୧୮ /୦୫  ( ଚିତ୍ତରଞ୍ଜନ ସିଂହ)ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବୌଦ୍ଧ ଜିଲ୍ଲା କରି ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଜିଲ୍ଲା ପ୍ରଶାସନର ସମସ୍ତ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଏବଂ…

ବାଇପାସ୍ ରାସ୍ତା ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବି ପତ୍ର ପ୍ରଦାନ

କେସିଙ୍ଗା:୧୭ /୦୫ ( ପ୍ରୀତେଶ ପଟେଲ )ପଶ୍ଚିମ ଓଡ଼ିଶାର ବିଭିନ୍ନ ସହରରେ ଚାରି ଥାକିଆ ରାସ୍ତା ନିର୍ମାଣ ପାଇଁ କେସିଙ୍ଗା ବାଇପାସ୍‌ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ବୃନ୍ଦ ଶୁକ୍ରବାର ପୂର୍ବତନ ବିଧାୟକ ତଥା ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାୟକ…

ଜିଲ୍ଲାସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ପାଳିତ

ଯାଜପୁର : (ଆନନ୍ଦ ଚନ୍ଦ୍ର ସାହୁ )୧୨ତମ ଆନ୍ତ୍ଜାତୀୟ ଆର୍ଟ ଅଫ ଗିଭିଂ ଡେ ପାଳନ ଅବସରରେ ନେବରଗୁଡ଼ ଥିମ୍ କୁ ନେଇ ଯାଜପୁର ଗୌତମ ବୁଦ୍ଧ ସଂସ୍କୃତି ଭଵନ ପରିସର ରେ ଜିଲ୍ଲାସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ପାଳିତ…

ବସୁନ୍ଧରା ଯୋଜନା ମାଧ୍ୟମରେ ଧର୍ମଗଡ଼ ତହସିଲ ପକ୍ଷରୁ ଘରଡିହ ପଟ୍ଟା ବଣ୍ଟନ

ଧର୍ମଗଡ଼ ତା ୧୬/୫( ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ସମ୍ମିଳନୀ କକ୍ଷ ଠାରେ ଧର୍ମଗଡ଼ ତହସିଲ ପକ୍ଷରୁ ଭୂମିହୀନ ମାନଙ୍କୁ ବସୁନ୍ଧରା ଯୋଜନା ମାଧ୍ୟମରେ ଧର୍ମଗଡ଼ ତହସିଲ ପକ୍ଷରୁ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ପ୍ରଥମ ପର୍ଯ୍ୟାୟରେ ଖଇଇରପ ରାଜ୍ୟସ୍ୟ…

ପିଙ୍କ ହେଲ୍ପ ଡେସ୍କ”ର ଆରମ୍ଭ

ପୁରୀ ପୁଲିସ ଦ୍ୱାରା ଶ୍ରୀଜଗନ୍ନାଥ ମନ୍ଦିରରେ ମହିଳା ଭକ୍ତମାନଙ୍କ ସୁରକ୍ଷା ଓ ସୁବିଧା ପାଇଁ ଏକ ନୂତନ ପଦକ୍ଷେପ ପୁରୀ: (ମନୋଜ କୁମାର ବଳିଆରସିଂ )ଶ୍ରୀଜଗନ୍ନାଥ ଧାମକୁ ପ୍ରତିଦିନ ଲକ୍ଷେ ଲକ୍ଷେ ଭକ୍ତ ଓ ପର୍ଯ୍ୟଟକ ପହଞ୍ଚନ୍ତି, ଯାହା ମଧ୍ୟରୁ ବଡ଼…

କୋର୍ଟ କୁ ଅବମାନନା କରୁଛନ୍ତି ପୁରୀ ପୌରପାଳିକା ବିଭାଗୀୟ ଅଧିକାରୀ

ପୁରୀ: (ମନୋଜ କୁମାର ବଳୀୟାରସିଂ)ପୁରୀ ଏକ ପର୍ଯ୍ୟଟନ କ୍ଷେତ୍ର ପୁରୀରେ ରୋଜଗାରର ସାଧନ କେବଳ ଶ୍ରୀମନ୍ଦିର ଓ ସମୁଦ୍ର ବେଳାଭୂମି ପର୍ଯ୍ୟଟନ ର ବିକାଶରେ ଉଠାଦୋକାନୀ ଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ ଗତ ଦୁଇବର୍ଷ ହେବ ପୁରୀ ରେ ଉଠାଦୋକାନୀଙ୍କ ପ୍ରତି…

“ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ବିରୋଧ ଜାରି”

ପୁରୀ :୧୬.୫(ମନୋଜ କୁମାର ବଳିୟାରସିଂ)ରିଖ ଶୁକ୍ରବାର ସମଗ୍ର ଶ୍ରୀକ୍ଷେତ୍ର ରେ ଦ୍ଵିତୀୟ ଶ୍ରୀ ଜଗନ୍ନାଥ ଧାମ କୁ ବିରୋଧ କରି ମମତା ବାନାର୍ଜୀ ଙ୍କ ବିରୁଦ୍ଧରେ ଶ୍ରୀ ଜଗନ୍ନାଥ ଧାମ ପୁରୀରେ ବୁଲିଲା ତ୍ରିରଙ୍ଗା ଧର୍ମ ବଞ୍ଚାଅ ଯାତ୍ରା ଓ ରାଲି।ସିଂହଦ୍ଵାର…