ବିଦୁତ ଟ୍ରାନ୍ସଫରମର ଗ୍ରିଲ ଭିତର କୁ ପଶି ବଳଦ ର ମୃତ୍ୟୁ

ହରଭଙ୍ଗା (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ବ୍ଲକ ତଳଗାଁ ପଂଚାୟତ ଡାକପଦର ଗ୍ରାମରେ ଦେଖିବାକୁ ମିଳିଛି ଏହି ଘଟଣା ଯାହାକି ଆଜି ଅପରାହ୍ନ ରେ ତୁହାକୁ ତୁହା ବର୍ଷା ଫଳରେ ଗ୍ରାମର ଅଶୋକ ବେହେରାଙ୍କ ଏକ ବଳଦ ଚରୁଥିବା ସମୟରେ…

ଶିଳ୍ପ ମନ୍ତ୍ରୀ ପୁରୀ ଜିଲ୍ଲାର ବିଭିନ୍ନ ବିଭାଗର କାର୍ଯ୍ୟର ସମୀକ୍ଷା କଲେ

ପୁରୀ ୨୯/୫( ମନୋଜ କୁମାର ବଳିଆରସିଂ)ସରକାରଙ୍କ ର ପ୍ରତିଟି ଯୋଜନା ସାଧାରଣ ଜନତା ଙ୍କ ହିତ ପାଇଁ ଉଦିଷ୍ଟ।ଏହାର ସଫଳ ରୂପାୟନ ସହ ପ୍ରକୃତ ହିତାଧିକାରୀଙ୍କ ନିକଟରେ ସମସ୍ତ ଯୋଜନା ଯେପରି ପହଞ୍ଚେ ସେଥିପାଇଁ ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ…

ସାରଙ୍ଗଯୋଡି ଉପସ୍ବାସ୍ଥ୍ୟ କେନ୍ଦ୍ରରେ ମଦୁଆ ଭାଙ୍ଗିଲେ ମଦ ବୋତଲ

ପୁରୀ : (ମନୋଜ କୁମାର ବଳିଆରସିଂ)ଲଜ୍ଜା ଜନକ ଘଟଣା ଘଟିଛି ପୁରୀ ସତ୍ୟବାଦୀ ଥାନା ଅନ୍ତର୍ଗତ ସାରଙ୍ଗଜୋଡି ଗ୍ରାମପଞ୍ଚାୟତ ବଜାର ଉପରେ ଥିବା ଆୟୁଷମାନ ଆରୋଗ୍ୟ ମନ୍ଦିର ଉପସ୍ୱାସ୍ଥ୍ୟ କେନ୍ଦ୍ର ରେ।ଦୈନିକ ପ୍ରାୟ ୫୦ରୁ ୧୦୦ଲୋକ ଏହି ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ…

ପୁରୀ ଶ୍ରୀମନ୍ଦିର ପରିଦର୍ଶନ କଲେ କେନ୍ଦ୍ର କୃଷି ମନ୍ତ୍ରୀ

ପୁରୀ:୨୯.୫(ମନୋଜ କୁମାର ବଳିଆରସିଂ)ପୁରୀରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ । ଦୁଇଦିନିଆ ପୁରୀ ଗସ୍ତରେ ଆସି ଗତକାଲି ରାତ୍ରୀଯାପନ କରିଥିଲେ। ସାଥିରେ ରହିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ। ଆଜି ବିକଶିତ କୃଷି ସଂକଳ୍ପ ଅଭିଯାନରେ ସାମିଲ ହୋଇଛନ୍ତି।…

ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲହଡି ମାରୁଚି ପାଣି

ପୁରୀ : ଅସରାଏ ବର୍ଷା ରେ ବେହାଲ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ।ଆସନ୍ତା ୩୧ତାରିଖ ଯାଏ ଲଘୁଚାପ ଜନିତ ବର୍ଷା ହେବାକୁ ଥିବା ବେଳେ ଆଜି ସକାଳୁ ପୁରୀ ରେ ବର୍ଷା ଲାଗି ରହିଛି।ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପାଣି ଜମି…

ପୁରୀ ସଦରଥାନା ପୋଲିସ ଦ୍ୱାରା ୪ଜଣ ଜୁଆଡି ଗିରଫ

ପୁରୀ:ସଦର ପିଏସ୍ କେସ୍ ନଂ. ୩୦୭ ତାରିଖ ୨୭.୦୫.୨୦୨୫ ୟୁ/ଏସ୍.୩ ଓପିଜି ଆକ୍ଟ।୧-ନିରଂଜନ ମହାପାତ୍ର (୨୭), ପିତା-ଭାଗୀରଥୀ ମହାପାତ୍ର ,ଗ୍ରାମ ଖଡିପଦା, ଥାନା- ପୁରୀ ସଦର, ଜିଲ୍ଲା ପୁରୀ ,୨- ସୁସାନ୍ତ ସାହୁ, (୩୪), ପିତା -ଭାଗୀରଥୀ ସାହୁ, ଖଡିପଦା, ଥାନା-…

ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ଖୋର୍ଦ୍ଧା- ବଲାଙ୍ଗୀର ରେଳ ପ୍ରକଳ୍ପ ର ଟନେଲ ପରିଦର୍ଶନ

ବୌଦ୍ଧ( ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ତରଫରୁ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ମଣ୍ଡଳୀ ଖୋର୍ଦ୍ଧା,- ବଲାଙ୍ଗୀର ରେଳ ପ୍ରକଳ୍ପ ର 4 ନମ୍ବର ଟନେଲ ର ଅଡ଼େନିଗଡ଼ ଠାରେ ହୋଇଥିବା ଗର୍ତ୍ତ ପରିଦର୍ଶନ କରିବା ସହିତ ଇଷ୍ଟକୋଷ୍ଟ ରେଳ ଉପ…

ପ୍ରଦେଶ କଂଗ୍ରେସ କମିଟି ର ସମ୍ପାଦକ ହେଲେ ତୁଲେଶ୍ୱର ନାଏକ

ଧର୍ମଗଡ଼ ତା ୨୮/୫(ହେମନ୍ତ କୁମାର ମାଝୀ)କିଛି ଦିନ ତଳେ ରାଜ୍ୟ କଂଗ୍ରେସ କମିଟି ଗଠନ ହୋଇଥିବା ବେଳେ ଗୋଲାମୁଣ୍ଡା ବ୍ଲକ ର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତୁଲେଶ୍ୱର ନାଏକଙ୍କୁ ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଭାବରେ ମନୋନୀତ କରାଯାଇଛି। ଯାହାକୁ ନେଇ…

ଗୋଲାମୁଣ୍ଡା ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ

ଧର୍ମଗଡ଼ : ( ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ବ୍ଲକ କାର୍ଯ୍ୟାଳୟ ସ୍ଥିତ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି…

ବିଜେଡି ପ୍ରତିନିଧି ଦଳର ଭୁଶୁଡିଥିବା ଟନେଲ ଅଞ୍ଚଳ ପରିଦର୍ଶନ ଓ ଅଧିକାରୀଙ୍କ ସହ ଆଲୋଚନା

ହରଭଙ୍ଗା (ଚିତ୍ତରଞ୍ଜନ ସିଂ ) ଓଡ଼ିଶାର ସର୍ବାଧିକ ଲମ୍ବା ଟନେଲ ସଫଳତାର ସହ ଉଦଘାଟିତ ହେଲା ବୋଲି କିଛିଦିନ ତଳେ ରେଲୱେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଜ ଏକ୍ସ ହାଣ୍ଡେଲରେ ସୂଚନା ଦେଇଥିଲେ l ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ବୌଦ୍ଧ…