ଗ୍ରୀଷ୍ମ କାଳୀନ ବକ୍ସିଂ ଶିବିର ସମାପନ

ପୁରୀ ; (ମନୋଜ କୁମାର ବଳିଆରସିଂ )ପୁରୀ ବକ୍ସିଂ ଏକାଡେମୀର ଗ୍ରୀଷ୍ମ କାଳୀନ ବକ୍ସିଂ ଶିବିର ସମାପନ ଓ ନୂଆ ଗ୍ରାଉଣ୍ଡ ଲେଭେଲ ବକ୍ସିଂ ରିଙ୍ଗର ଉଦ୍‌ଘାଟନ। ପୁରୀ ବକ୍ସିଂ ଏକାଡେମୀ ତରଫରୁ ଆୟୋଜିତ ଗ୍ରୀଷ୍ମକାଳୀନ ବକ୍ସିଂ ଶିବିର ୨୦୨୫ ର…

ଅସିଲି ମଦ ଲାଇସେନ୍ସରେ ନକଲି ମଦ ବିକ୍ରି, ଶକ୍ତି ନଗର ଅଂଚଳରୁ ନକଲି ମଦ କାରଖାନା, ଦୁଇ ଗିରଫ ଏକ ଫେରାର

ହୀରାକୁଦ : (ଉମା ଶଙ୍କର ଗୌଡ )ହୀରାକୁଦ ସହର ରେ ନକଲି ମଦ ବଡ ସମସ୍ୟା ହେଇ ସାରିଲାଣି ଏହି ସମସ୍ୟା ଦିନକୁ ଦିନ ବଡ଼ିବାରେ ଲାଗିଲାଣି ହୀରାକୁଦ ସହର ରେ ବିଭିନ୍ନ ଜାଗାରେ ମିଳୁଛି କିନ୍ତୁ ଏବେ ର ସମୟ…

ସହକାରୀ ଶିକ୍ଷକ ମସ୍ତ ରାମ ନାଏକ ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା

ଧର୍ମଗଡ଼: ( ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ଅନ୍ତର୍ଗତ ସନ୍ଧିକୁଳିଆରୀ ଉଚ୍ଚ ନୋଡାଲ ବିଦ୍ୟାଳୟର ସହକାରୀ ଶିକ୍ଷକ ମସ୍ତ ରାମ ନାଏକ ଙ୍କୁ ଆଜି ପ୍ରଥମେ ଆଞ୍ଚଳିକ ସାଧନ କେନ୍ଦ୍ର କାଙ୍କେରୀ ଠାରେ ପଦ୍ମଲୋଚନ ସା ଙ୍କ ଅଧ୍ୟକ୍ଷତା…

ସମ୍ବେଦନଶୀଳ ଅଞ୍ଚଳରେ ପୁରୀ ପୋଲିସଙ୍କ ଦ୍ଵାରା ଚେକିଂ ଜାରିରହିଛି

ପୁରୀ:  ଆଗକୁ ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୁରୀ ର ଆଇନ ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟିରେ ରଖି ପୁରୀ ସିଟି ଡିଏସ୍ପି ଙ୍କ ଅନୁମତି କ୍ରମେ ସମସ୍ତ ଥାନା ଅଧିକାରୀ ପୁରୀର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି ।ବିଗତ ୮ଦିନ…

ପୁରୀର ବହୁ ପୁରାତନ ଅନୁଷ୍ଠାନ ପ୍ରଣତି କଳା ମନ୍ଦିର ବାର୍ଷିକ ଉତ୍ସବ

ପୁରୀ: (ମନୋଜ କୁମାର ବଳିଆରସିଂ)ପ୍ରଣତି କଳା ମନ୍ଦିର ର ୬୯ ତମ ବାର୍ଷିକ ଉତ୍ସବ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରା ଯୋଗଦାନ କରିଥିବା ବେଳେ…

ଡକାୟତି ଉଦ୍ୟମ: ୩ ଗିରଫ, ବାଇକ ସହ ଅନେକ ମାରଣାସ୍ତ୍ର ଜବତ

ଥାନା ଅଞ୍ଚଳରେ ଦିନକୁ ଦିନ ଲୁଟ, ଚୋରୀ, ଡକାୟତି, ଅସାମାଜିକ କାର୍ଯ୍ୟ ଘଣ୍ଟାପଡ଼ା ପୋଲିସର ମୁଣ୍ଡବ୍ୟଥା ସାଜିଛି ବୌଦ୍ଧ (ଚିତ୍ତରଞ୍ଜନ ସିଂହ) :ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଥାନା ଅଞ୍ଚଳ ପାଇଁ ମୁଣ୍ଡବ୍ୟଥା ସାଜିଛି ଗମନାଗମନର ସୁବିଧା ଯୋଗୁଁ। ଘଣ୍ଟାପଡ଼ା-ବସାସଙ୍କର ତେଲ ନଦୀ…

ଜଙ୍ଗଲ ଜମିରେ ବିଶାଳ ଅଟାଳିକା ନିର୍ମାଣ ପୁରୀ ଆପ ତରଫରୁ ଦାବିପତ୍ର

ପୁରୀ :  (ମନୋଜ କୁମାର ବଳିଆରସିଂ)ଅଭୟାରଣ୍ୟ ବଞ୍ଚାଓ ଅଭିଯାନ ରେ ଲଗାତାର ପୁରୀ ଜିଲ୍ଲା “ଆପ”ପ୍ରୟାସ କରୁଛି। ଅଭୟାରଣ୍ୟ ର ସୁରକ୍ଷା ସହିତ କୌଣସି ପ୍ରକାର ସାଲିସ ହେବାକୁ ଦେବୁ ନାହିଁ ବୋଲି ପୁରୀ ଆପ ପଣ କରିଛି। ଅଭୟାରଣ୍ୟ ରେ…

ପୁରୀ ସାକ୍ଷୀଗୋପାଳ ଷ୍ଟେସନ ନିକଟ ସୁଭଦ୍ରା କଲୋନୀରେ ପାନୀୟ ଜଳ ସମସ୍ୟା

ପୁରୀ : (ମନୋଜ କୁମାର ବଳିଆରସିଂ)ପୁରୀ ଜିଲ୍ଲା ସତ୍ୟବାଦୀ ଅନ୍ତର୍ଗତ ଷ୍ଟେସନ ନିକଟ ସୁଭଦ୍ରା କଲୋନୀରେ ପ୍ରାୟ ୫୦୦ଲୋକ ବସବାସ କରନ୍ତି କିନ୍ତୁ ଦୁଃଖର ବିଷୟ କଲୋନୀ ଠାରୁ ଏକକିଲୋମୀଟର ଭିତରେ ପାଣି ପାଇପ ସଂଯୋଗ ଥିବା ସତ୍ୱେ ଆଜି ପର୍ଯ୍ୟନ୍ତ…

ପୁରୀ ସଦର ସ୍କୁଲ ନିକଟବର୍ତ୍ତୀ ରାସ୍ତା ଅବସ୍ଥା ଶୋଚନୀୟ

ପୁରୀ : (ମନୋଜ କୁମାର ବଳିଆରସିଂ)ପୁରୀ ସହର କୁ ଲାଗିଥିବା ବାଲିଗୁଆଳି ପଞ୍ଚାୟତ ର ଅବସ୍ଥା ପୋଥାଳ ବଗିଚାୟେ ଅଞ୍ଚଳ ,ସନାତନ ବିହାର,ବ୍ରାହ୍ମଣ ପୋଖରୀ,ବ୍ରାହ୍ମଣ ପୋଖରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ସଲଗ୍ନ ଅଞ୍ଚଳର ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ।ସାଧାରଣ ରେ…

ବିଦୁତ ଟ୍ରାନ୍ସଫରମର ଗ୍ରିଲ ଭିତର କୁ ପଶି ବଳଦ ର ମୃତ୍ୟୁ

ହରଭଙ୍ଗା (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ବ୍ଲକ ତଳଗାଁ ପଂଚାୟତ ଡାକପଦର ଗ୍ରାମରେ ଦେଖିବାକୁ ମିଳିଛି ଏହି ଘଟଣା ଯାହାକି ଆଜି ଅପରାହ୍ନ ରେ ତୁହାକୁ ତୁହା ବର୍ଷା ଫଳରେ ଗ୍ରାମର ଅଶୋକ ବେହେରାଙ୍କ ଏକ ବଳଦ ଚରୁଥିବା ସମୟରେ…