ଟିଟିଲାଗଡ ସହରବାସିଙ୍କୁ ନୂଆଖାଇ ଭେଟିଦେଲେ ମୁଖ୍ୟମନ୍ତ୍ରୀ- କୁମୁଡା ପାହାଡ଼ର ସୌନ୍ଦର୍ଯ୍ୟ କରଣ ପାଇଁ ୧ କୋଟି ୮୮ ଲକ୍ଷ ଟଙ୍କାର ଦେଲେ ଅନୁଦାନ
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ) ଟିଟିଲାଗଡ଼ ସହରର ମୁଖ୍ଯ ପରିଚୟ ହେଲା ଟିଟିଲାଗଡ଼ କୁମୁଡା ପାହାଡ ଉପରେ ଥିବା ପ୍ରଭୂ ଧବଳେଶ୍ୱର ମନ୍ଦିର। ଏହି ମନ୍ଦିରର ଉନ୍ନତି କରଣ ପାଇଁ ଟିଟିଲାଗଡ଼ର ବିଧାୟିକା ତଥା ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ ସଦାବେଳେ ରାଜ୍ୟ…