ଟିଟିଲାଗଡ ଡିଏଭି ମହାବିଦ୍ୟାଳୟ ଖେଳ ପଡିଆରେ ୧୧ ତମ ରାବଣ ପୋଡ଼ି ଆୟୋଜିତ, ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ ହାଟପଦା ପଡ଼ା ରାବଣ ଦହନ କମିଟି ପକ୍ଷରୁ ୧୧ ତମ ରାବଣ ପୋଡ଼ି ମହୋତ୍ସବ ଆୟୋଜିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ର ପୁର୍ବତନ ନଗରପାଳ…

ଧର୍ମଗତ ବସ୍ତିପଡା ଦୂର୍ଗା ପୂଜା ଏଵଂ ଧର୍ମଗତ ଇଷ୍ଟଦେବୀ ମାଁ ଭଣ୍ଡାର ଘରଣୀ ଦଶହରା ପୂଜା ସମ୍ପନ୍ନ

ଧର୍ମଗଡ଼:(ହେମନ୍ତ କୁମାର ମଝି )କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବସ୍ତିପଡା ଠାରେ ଧୂମଧାମରେ ପାଳିତ ହୋଇଯାଇଛି । ମାଁ ଦୂର୍ଗା ପୂଜା ଏଵଂ ଧର୍ମଗତ ଇଷ୍ଟଦେବୀ ମାଁ ଭଣ୍ଡାର ଘରଣୀ ଙ୍କ ଦଶହରା ପୂଜା ଏହି ପୂଜା ଚଳିତ ବର୍ଷ ୬୪ ତମ…

ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ପାଣ୍ଡିଆନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି :-ସାଂସଦ ସପ୍ତଗିରି ଉଲାକା

ଭୁବନେଶ୍ବର :ବରିଷ୍ଠ ଆଇଏଏସ୍‌ ଅଧିକାରୀ ଭି କାର୍ତ୍ତିକେୟ ପାଣ୍ଡିଆନ୍‌ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବା ଖବର ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି କରିଛି।କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ତାଙ୍କ ସ୍ୱେଚ୍ଛାକୃତ ଅବସରକୁ ମଞ୍ଜୁର କରିଛି ।ସର୍ବଭାରତୀୟ ସେବା ଆଇନ ୧୬(୨କ) ଅନୁସାରେ…

ଶକ୍ତି ପୀଠ ରେ ନବରାତ୍ର ର ମହାନବମୀ ଅନୁଷ୍ଠିତ ହେଉଥିବା ବେଳେ ପୂଜା ମଣ୍ଡପରେ ମହାଷ୍ଟମୀ ପାଳିତ

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଶକ୍ତି ପୀଠ ରେ ନବରାତ୍ର ର ମହାନବମୀ ଅନୁଷ୍ଠିତ ହେଉଥିବା ବେଳେ ପୂଜା ମଣ୍ଡପରେ ମହାଷ୍ଟମୀ ପାଳିତ ହେଉଛି। ଆଜି ବଢି ଭୋରୁ ମା ବିରଜାଙ୍କ ମୁଖ ଦର୍ଶନ ଓ ପାଦ ସ୍ପର୍ଷ ପାଇଁ ଶ୍ରଦ୍ଧାଳୁ ଙ୍କ…

ମା କନକ ଦୁର୍ଗାଙ୍କ ପୀଠରେ ନବ ରାତ୍ରୀ ପୂଜାର ନବମ ଦିବସ ରେ ଦୁର୍ଗାଦେବୀ ବେଶ

ଢେଙ୍କାନାଳ: ଜୁବୁଲି ଟାଉନ୍ ସ୍ଥିତ ମା କନକ ଦୁର୍ଗାଙ୍କ ପୀଠରେ ନବ ରାତ୍ରୀ ପୂଜା ମା’ଙ୍କର ପ୍ରତ୍ୟେକ ଦିନ ବିଭିନ୍ନ ବେଶ । ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ନୂତନ ବସ୍ତ୍ର ମା’ଙ୍କୁ ନବ ରାତ୍ରୀ ର ନବମ ଦିନରେ…

ମା ତାରିଣୀଙ୍କ ପିଠରେ ନବ ରାତ୍ରୀ ପୂଜା ଶେଷ ଦିବସ ରେ ସିଦ୍ଧିଦାତ୍ରୀ ବେଶ ସହ ପୂର୍ଣ୍ଣାହୁତି ଦିବସ ପାଳନ

ଢେଙ୍କାନାଳ: ଗାନ୍ଧୀ ମନ୍ଦିର ରୋଡ଼ ସ୍ଥିତ ମା ତାରିଣୀଙ୍କ ପିଠରେ ନବ ରାତ୍ରୀ ପୂଜା ନବମୀ ଦିବସ ପାଳିତ ହୋଇଯାଇଛି। ପ୍ରାତଃ ରୁ କଳସ ପୂଜା,ସୂର୍ଯ୍ୟ ପୂଜା, ଗୋ ପୂଜା, ରୁଦ୍ରାଅଭିସେଖ ଷୋଡ଼ଶ ଉପଚାରରେ ପୂଜା, ଚଣ୍ଡୀ ପାଠ ପୂଜା ଓ…

ବେଲଗୁଣ୍ଠାରେ ଦୂର୍ଗା ପୂଜା

ବେଳଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ଟିପିଏସ୍ଓଡିଏଲ୍ କାର୍ଯ୍ୟାଳୟ ଠାରେ ମାଁ ଦୁର୍ଗା ଙ୍କ ମୃଣ୍ମୟୀ ପ୍ରତିମା ପୂଜା ମହାସମାରୋହରେ ପାଳିତ ହେଉଛି । ପବିତ୍ର ସପ୍ତମୀ ଠାରୁ ଏହା ଆରମ୍ଭ ହୋଇ ଜାରି ରହିଛି । କାରିଗରଙ୍କ ସୁକ୍ଷ୍ମ କାରିଗରୀରେ ମହାମାୟାଙ୍କ…

ବୁଢାରାଜା ଙ୍କ ଦଶହରା ପର୍ବ ରେ ଘୁମୁରା ପ୍ରତିଯୋଗିତା ଯୋଗଦେଲେ ଧର୍ମଗଡ ବିଧାୟକ

ଧର୍ମଗଡ଼ :(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଚିଲିଚିଲା ଗାଁ ରେ ବାର୍ଷିକ ଦଶହରା ପର୍ବ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ପାଳିତ ହୋଇ ଯାଇଛି.ଗ୍ରାମର ଝାଙ୍କର ତ୍ରିଭୁବନ ମାଝୀ ଵିଧିବଦ୍ଧ ଭାବରେ ପୂଜାର୍ଚ୍ଚନା କରିଥିଲେ.ଏହି ବୁଢାରଜା…

ବିଶ୍ୱ ପ୍ରସିଦ୍ଧ ଛତର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ,ମାନସିକଧାରୀଙ୍କ ବଳିରେ ରକ୍ତ ରଞ୍ଜିତ ହେଲା ରାଜ ପଥ

କଳାହାଣ୍ଡି:(ନରେନ୍ଦ୍ର ନେଗୀ)କଳାହାଣ୍ଡିର ଇଷ୍ଟଦେବୀ ମା ମାଣିକେଶ୍ବରୀଙ୍କ ବିଶ୍ବ ପ୍ରସିଦ୍ଧ ଛତର ଯାତ୍ରା ରବିବାର ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଏହି ଛତର ଯାତ୍ରାରେ ଚଳିତ ବର୍ଷ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା l ମାନସିକଧାରୀଙ୍କ ଛାଗ ଓ କୁକୁଡ଼ା ବଳିରେ…

ଟିଟିଲାଗଡ ହାଟପଦା ପଡ଼ା ଦୁର୍ଗା ପୂଜା ମଣ୍ଡପରେ ଚାଲିଛି ମହାଷ୍ଟମୀ ପୂଜା

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ପ୍ରତି ବର୍ଷ ଭଳି ଚଳିତ ବର୍ଷ ଧୁମ ଧାମରେ ପାଳିତ ହୋଇଯାଇଛି ଟିଟଲାଗଡ ହାଟପଦା ପଡ଼ାର ଦୁର୍ଗା ପୂଜା। ଚଳିତ ବର୍ଷ ଅତି ସୁନ୍ଦର ଲାଇଟ ସାଜସଜ୍ଜା ସହ ଭିତର ପେଣ୍ଡାଲ ଅତି ଆକର୍ଷଣୀୟ ହୋଇଛି। ପୂଜକ ରୁଦ୍ର…