ଜିଲ୍ଲା ଅବସର ପ୍ରାପ୍ତ ଶିକ୍ଷକ କର୍ମଚାରୀ ସଂଘ

ପୁରୀ : (ମନୋଜ କୁମାର ବଳିଆରସିଂ )ଜିଲ୍ଲା ଅବସର ପ୍ରାପ୍ତ ଶିକ୍ଷକ କର୍ମଚାରୀ ସଂଘର ଏକ ସାଧାରଣ ବୈଠକ ଅବକାଶ ଲେନ୍ ସ୍ଥିତ ମା’ ଭୂବନେଶ୍ଵରୀ ମନ୍ଦିର ପ୍ରାଙ୍ଗଣରେ ସଭାପତି ପ୍ରଫେସର ଲକ୍ଷ୍ମୀଧର ମିଶ୍ରଙ୍କ ଅଧ୍ୟକ୍ଷତାରେ ତା ୧୯.୦୬.୨୦୨୫ ରିଖ ଦିବା…

ପୁରୀରେ ବିଜେଡିର ଯୁବଛାତ୍ର ଜନଜାଗରଣ ଅଭିଯାନ କାର୍ଯ୍ୟକ୍ରମ

ପୁରୀ : ସ୍ବାମୀନାରାୟଣ ମନ୍ଦିର ପଡ଼ିଆରେ ଆୟୋଜିତ ବିଜେଡିର ଯୁବଛାତ୍ର ଜନଜାଗରଣ ଅଭିଯାନ କାର୍ଯ୍ୟକ୍ରମରେ ଆଜି ବିଜେପି ସରକାରଙ୍କ ଏକ ବର୍ଷର ବିଫଳତାକୁ ନେଇ ବର୍ଷିଛନ୍ତି ନେତା। ସରକାରଙ୍କ ଲମ୍ୱା ବିଫଳତାର ତାଲିକା ଉପସ୍ଥାପନ କରିବା ସହ ‘ବର୍ଷ ଏକ ଉପଲବ୍ଧି…

ବିକାଶ ମେଳା ଉଦଯାପିତ

ପୁରୀ୧୮/୬ (ମନୋଜ କୁମାର ବଳିଆରସିଂ)ଶରଧାବାଲି ଠାରେ ଗତ ୧୨ ତାରିଖ ଠାରୁ ଆରମ୍ଭ ହୋଇଥିବା ସରକାରଙ୍କ ଏକ ବର୍ଷ ପୂର୍ତ୍ତି ର ବିକାଶ ମେଳା ଆଜି ସଂଧ୍ୟାରେ ଉଦଯାପିତ ହୋଇଥିଲା।ଏହି ଉଦଯାପନୀ ଉତ୍ସବ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର…

ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ପ୍ରସ୍ତୁତି ବୈଠକ

ପୁରୀ ୧୮/୬ (ମନୋଜ କୁମାର ବଳିଆରସିଂ )ଜୁନ ୨୧ ଆନ୍ତର୍ଜାତୀୟ ଯୋଗ ଦିବସ।ପୁରୀ ଜିଲ୍ଲାରେ ଏହାକୁ ଶୃଙ୍ଖଳିତ ଭାବେ ପାଳନ ପାଇଁ ଆଜି ଅପରାହ୍ନରେ ରାଷ୍ଟ୍ରୀୟ ବିଜ୍ଞାନ କେନ୍ଦ୍ର ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ…

ପୁରୀ ପୋଲିସ ଦ୍ୱାରା ସମୁଦ୍ରକୁଳ ଓ ସିଟି ରୋଡ ପାର୍କିଂ ମୁକ୍ତ

ପୁରୀ : (ମନୋଜ କୁମାର ବଳିଆରସିଂ )ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତ ଓ ପ୍ରଯ୍ୟଟକ ପୁରୀକୁ ଦର୍ଶନ ଓ ବୁଲିବା ପାଇଁ ଆସୁଛନ୍ତି । ବିଶେଷକରି ଚକ୍ରତୀର୍ଥ ରୋଡ୍ ଓ ସମୁଦ୍ର କୂଳ ରୋଡରେ ଯାତାୟାତ ଜାମ ହେବା ଏକ ଗମ୍ଭୀର…

ଓଡ଼ିଶା ଲେଖିକା ସଂସଦ (ପୁରୀ ଶାଖା)ର ରଜ ଆସର ଏବଂ ସାଙ୍ଗଠନିକ ଆଲୋଚନା

ପୁରୀ ୧୭/୬: (ମନୋଜ କୁମାର ବଳିଆରସିଂ )ବଳଗଣ୍ଡି ଭକ୍ତ ସାଲବେଗ ପୀଠ ସଭାଗୃହରେ ଓଡ଼ିଶା ଲେଖିକା ସଂସଦ ପୁରୀ ଶାଖାର ରଜ ଆସର ଏବଂ ସାଙ୍ଗଠନିକ ଆଲୋଚନା ବରିଷ୍ଠ ଲେଖିକା ପ୍ରତିଭା ତ୍ରିପାଠୀଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିଲା। ପୁରୀ ଜିଲ୍ଲାର ଆବାହିକା…

ମାରୱାଡି ୟୁବା ମଞ୍ଚ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

କେସିଙ୍ଗା : (ପ୍ରୀତେଶ ପଟେଲ)ରକ୍ତ ଦାନ ମହତ୍ ଦାନ ବୋଲି କୁହଯାଏ | କଳାହାଣ୍ଡି ଜିଲ୍ଲାର କେସିଙ୍ଗା ନଗରରେ ମାରୱାଡି ୟୁବା ମଞ୍ଚ ପକ୍ଷରୁ ଆଜି ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି ଶିବିର କେସିଙ୍ଗା ପୋଲିସ…

ଓଡ଼ିଶା ରାଜ୍ୟସ୍ତରୀୟ ଏକ ମହାନ କାର୍ଯ୍ୟକ୍ରମ ସହିତ ପ୍ରୋଜେକ୍ଟ କ୍ରୋଡାଇଲର ୫୦ ବର୍ଷ ପାଳନ

ଭୁବନେଶ୍ୱର: ୧୭/୦୬ ରାଜ୍ୟର ଅନନ୍ୟ କୁମ୍ଭୀର ଐତିହ୍ୟ ସଂରକ୍ଷଣ ପ୍ରତି ୫୦ ବର୍ଷର ପ୍ରତିବଦ୍ଧତାକୁ ଉପଲକ୍ଷେ ଆଜି ପ୍ରୋଜେକ୍ଟ କ୍ରୋଡାଇଲର ୫୦ ବର୍ଷ ପାଳନ କରିଛି। ଓଡ଼ିଶା ସରକାରଙ୍କ ବନ୍ୟପ୍ରାଣୀ ମୁଖ୍ୟାଳୟ, ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା…

ପୁରୀ ସଦର ହରେକୃଷ୍ଣ ପୁର ପଞ୍ଚାୟତ ପଟନାୟକ ସାହି ରେ ମହା ଆଡମ୍ବରରେ ପାଳିତ ହେଉଛି ଅଷ୍ଟ ପ୍ରହରୀ ନାମ ସଂକୀର୍ତ୍ତନ

ପୁରୀ : (ମନୋଜ କୁମାର ବଳିଆରସିଂ)ଆଷାଢ ମାସ ପଞ୍ଚମୀ ତିଥି କୃଷ୍ଣ ପକ୍ଷ ରେ ଗ୍ରାମ ଦେବତୀ ମାଆ ଛୋଟା ପୁଅ ଙ୍କ ଜନ୍ମ ତିଥି ଉପଲକ୍ଷେ ପ୍ରଥମ ଦିନ ଅଷ୍ଟପ୍ରହରୀ ନାମ ସଙ୍କୀର୍ତ୍ତନ ଗ୍ରାମର ମଙ୍ଗଳ ପାଇଁ କରାଯାଇଥାଏ ଏବଂ…

ପୁରୀରେ କଂଗ୍ରେସ ତରଫରୁ ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ ଜିଲ୍ଲା ସ୍ତରୀୟ କର୍ମୀ ସମ୍ମିଳନୀ ଆୟୋଜିତ

ପୁରୀ : ୧୬/୦୬(ମନୋଜ କୁମାର ବଳିଆରସିଂ )ରିଖ ସୋମବାର ଦିବା ଘ୧୧.୩୦ମି ସମୟରେ ପୁରୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସଂସ୍କୃତି ଭବନ, ପୁରୀ ରେ ଏକ ସାମ୍ୱାଦିକ ସମ୍ମିଳନୀ ଆୟୋଜନ ହୋଇଯାଇଛି ‌। “ବର୍ଷ ୧ ପ୍ରତାରଣା ଅନେକ” ଶୀର୍ଷକ…